Posts

Showing posts with the label ଉପେନ୍ଦ୍ର ଭଞ୍ଜ

Important Notice!
Struggling to find your favourite song? Find it easily within “The Smaranika”. Click on search icon (🔍) on top right, to search. Remember, how you search within "The Smaranika" is different from how you search on Google! Know the difference on FAQ page

ଦେଖି ନବ କାଳିକା ବକାଳିକା ମାଳିକା - Dekhi Naba Kalika Bakalika Malika Lyrics

Image
== ଓଡ଼ିଆ == ଗୀତ : ଦେଖି ନବ କାଳିକା ବକାଳିକା ମାଳିକା ଭାଷା : ଓଡ଼ିଆ ପୋଥି / ପୁସ୍ତକ : ଲାବଣ୍ୟବତୀ କଣ୍ଠ : ଶ୍ୟାମାମଣି ପଟ୍ଟନାୟକ ଗୀତିକାର : କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ସଂଗୀତ ନିର୍ଦ୍ଦେଶନା : ପାରମ୍ପରିକ ଲେବେଲ : ଜେ.ଇ. କ୍ୟାସେଟ କମ୍ପାନୀ ଦେଖି ନବ କାଳିକା ବକାଳିକା ମାଳିକା ଆଳି କାଳିକା କାନ୍ତ ସ୍ମରି ରକ୍ଷା କେମନ୍ତେ କରି କରିବା ମତ୍ତକରୀ ଗତିକି ଏମନ୍ତ ବିଚାରି ସେ ସହଚରି ଭାବେ ବଞ୍ଚିଲେ ଏ କାଳକୁ କଥା ଥିବ କାଳ କାଳକୁ ଏକେତ କ୍ଷୀଣ ଦିନ ହେଲା ଦୁର୍ଦ୍ଦିନ ଦିନ ନ ଲଭୁ ବଲ୍ଲଭମେଳକୁ ରେ ସହଚରି ॥୧॥ ହିତ ଆନ ମାନଙ୍କୁ ଶତ କାମିଜନଙ୍କୁ ଅହି ପରା ଅହିତ ଏହି ହତ କୃଶାନୁ ସାନୁ ମାନରୁ ଭାନୁ ଭାନୁ ତାପରୁ ନିସ୍ତାରିଲା ମହୀ ରେ ସହଚରି ବିରହାନଳ ହୃଦସ୍ଥଳେ ଜଳେ ସେ ହତ ନୋହେ ଜଳେ କରୁଛି ଜାତ ଜାତ ବେଦକୁ ସତ ସତ ହୃଦା-ଛଳରେ ଘନ କୋଳେ ରେ ସହଚରି ॥୨॥ ଯେଉଁ ସୁନ୍ଦରୀ ଦରୀ ଭୂତରୁ ଗଣ୍ଡ ଧରି ଧରିତ୍ରୀ ଶୟନ କରିଛି କଣ୍ଠେ ଜୀବନ ବନ ପୂର୍ଣ୍ଣ ନୟନ ଘନ ଘନ ନିଶ୍ଵାସକୁ ଛାଡ଼ୁଛି ରେ ସହଚରି ପକାଇ ଆପଣା ଅଙ୍କର ଲୋଡ଼ିଲେ ନ ଲଗାଇ କର ଯେହୁ ଏଡ଼େ ଦୁର୍ବଳ ଝଞ୍ଜାନିଳ ପ୍ରବଳ ଉଡ଼ିଯାଇଟି ଯତ୍ନ କର ରେ ସହଚରି ॥୩॥ କରି ପିକକୁ ମୁକ ମକମକ ଶାମୁକ କାମୁକ ଚମକକୁ ନିତ୍ୟେ ରାମା ହେବାକୁ ଶିବା ଶିବା ତଳକୁ ଶିବା ଶିବାଙ୍କୁ ମନାଇବା ପ୍ରତେ ରେ ସହଚରି ତୋସି ଖଣ୍ଡ ପରଶୁ ଘର ନୀତି ଲେପାଅ ସୁଧାପ...

ଗତ ସପ୍ତାହର "ଦି ସ୍ମରଣିକା" ପାଠକଙ୍କ ଆଦୃତ ଲେଖା ସମୂହ

ଦାମୋଦର ଅଷ୍ଟକଂ ଓଡ଼ିଆରେ - Damodara Ashtakam Lyrics in odia

ଶ୍ରିତ କମଲା କୁଚ ମଣ୍ଡଲ (ମଙ୍ଗଲ ଗୀତମ୍) ଶ୍ରୀ ଜୟଦେବ କୃତ ଗୀତ ଗୋବିନ୍ଦ - Shrita Kamla Kucha Mandala (Mangala Geetam) Shri Jayadev Krita Gita Govinda Lyrics

ଷାଠିଏ ପଉଟି ଭୋଗରୁ ତୁମର କାଢ଼ିତ ନେଇନି ହରି - Sathie Pauti Bhogaru Tumara Kadhita Neini Hari Lyrics

ତୋ ଆଗରେ କିଛି ଧୂପ ମୋ ଆଗରେ କିଛି ଧୂପ - To Aagare Kichhi Dhupa Mo Aagare Kichhi Dhupa Lyrics

କାଳିଜାଈରେ ସନ୍ଧ୍ୟା - Kalijaire Sandhya Kabita Lyrics

ନିକଟରେ ମିଳିଥିବା ମନ୍ତବ୍ୟ ସବୁ

ଦି ସ୍ମରଣିକା କ୍ଵିକ୍ ଲିଙ୍କ ସମୂହ