Posts

Showing posts from January, 2026

Important Notice!
Struggling to find your favourite song? Find it easily within “The Smaranika”. Click on search icon (🔍) on top right, to search. Remember, how you search within "The Smaranika" is different from how you search on Google! Know the difference on FAQ page

ନୂଆ ଗୀତ ପଢ଼ନ୍ତୁ ଏଇଠି ➨ Smaranika.in ରେ

ଯେଉଁ ମାଟିରେ ବହୁଛି ଗଙ୍ଗା ରେ ସେଇ ମାଟିରେ ଉଡ଼େ ତ୍ରିରଙ୍ଗା (ଓଡ଼ିଆ ଦେଶାତ୍ମବୋଧକ ଗୀତ) ଲିରିକ୍ସ — Jeun Matire Bahuchi Ganga Re Sei Matire Ude Triranga (Odia Patriotic Song) Lyrics

Image
== ଓଡ଼ିଆ ଲିରିକ୍ସ == ଗୀତ : ଯେଉଁ ମାଟିରେ ବହୁଛି ଗଙ୍ଗା ରେ  ଭାଷା : ଓଡ଼ିଆ ଯେଉଁ ମାଟିରେ ବହୁଛି ଗଙ୍ଗା ରେ  ସେଇ ମାଟିରେ ଉଡ଼େ ତ୍ରିରଙ୍ଗା ଯେଉଁ ମାଟିରେ ବହୁଛି ଗଙ୍ଗା ରେ  ସେଇ ମାଟିରେ ଉଡ଼େ ତ୍ରିରଙ୍ଗା ମାଟି ନୁହେଁ ସେ ତ ମାଆ ଟି ଆମର ମାଟି ନୁହେଁ ସେ ତ ମାଆ ଟି ଆମର ତାର ଜୟଗୀତି ଗାଆ ଗାଆ ରେ ତାର ଜୟଗୀତି ଗାଆ ଗାଆ ରେ ତାର ଜୟଗୀତି ଗାଆ ॥ ପ୍ରତି ଧୂଳିକଣା ପତିତପାବନୀ ପ୍ରତି ଜଳବିନ୍ଦୁ ମୁକତି ଦାୟିନୀ ସୁଜଳା ସୁଫଳା ଶସ୍ୟ ଶ୍ୟାମଳା ତା ନାମେ ପୁଲକେ ସସାଗରା ଧରା ଯାର କୀର୍ତ୍ତିମାଳା ଚିର ଅମଉଳା ଯାର କୀର୍ତ୍ତିମାଳା ଚିର ଅମଉଳା  ହାତ ଠାରି ଡାକେ ଆ ଆ ରେ ତାର ଜୟଗୀତି ଗାଆ ଗାଆ ରେ ତାର ଜୟଗୀତି ଗାଆ ଯେଉଁ ମାଟିରେ ବହୁଛି ଗଙ୍ଗା ରେ  ସେଇ ମାଟିରେ ଉଡ଼େ ତ୍ରିରଙ୍ଗା ॥୧॥ ଯେ ମାଟି ସେନେହ ଲଭିବା ସକାଶେ ଦେବତା ସରଗ ସୁଖ ଭୁଲି ଆସେ ଯେ ମାଟିରେ ପ୍ରତି ଉଦୟ ସୁନ୍ଦର ଯେ ମାଟିରେ ପ୍ରତି ହୃଦୟ ମନ୍ଦିର ସୁନା ଠାରୁ ବଳି ଖାଣ୍ଟି ସେଇ ମାଟି ସୁନା ଠାରୁ ବଳି ଖାଣ୍ଟି ସେଇ ମାଟି ବିଶ୍ୱ ବନ୍ଦେ ଯାର ନାଁ  ନାଁ ରେ ତାର ଜୟଗୀତି ଗାଆ ଗାଆ ରେ ତାର ଜୟଗୀତି ଗାଆ ॥୨॥  ଯେଉଁ ମାଟିରେ ବହୁଛି ଗଙ୍ଗା ରେ  ସେଇ ମାଟିରେ ଉଡ଼େ ତ୍ରିରଙ୍ଗା  ଯେଉଁ ମାଟିରେ ବହୁଛି ଗଙ୍ଗା ରେ  ସେଇ ମାଟିରେ ଉଡ଼େ ତ୍ରିରଙ୍ଗା  ମାଟି ନୁହେଁ ସେ ତ ମାଆ ଟି ଆମର ମାଟି ନୁହେଁ ସେ ...

ଗତ ସପ୍ତାହର "ଦି ସ୍ମରଣିକା" ପାଠକଙ୍କ ଆଦୃତ ଲେଖା ସମୂହ

ଶ୍ରିତ କମଲା କୁଚ ମଣ୍ଡଲ (ମଙ୍ଗଲ ଗୀତମ୍) ଶ୍ରୀ ଜୟଦେବ କୃତ ଗୀତ ଗୋବିନ୍ଦ - Shrita Kamla Kucha Mandala (Mangala Geetam) Shri Jayadev Krita Gita Govinda Lyrics

କୋଠ ଭୋଗ ଖିଆ ମୋ ଚକା ଆଖିଆ - Kotha Bhoga Khia Mo Chaka Akhia Lyrics

ନୀଳାଚଳ ଧାମ ଯାଇ ମୁଁ ପାରୁନି - Nilachala Dhama Jai Mun Paruni Lyrics

ତୋ ଆଗରେ କିଛି ଧୂପ ମୋ ଆଗରେ କିଛି ଧୂପ - To Aagare Kichhi Dhupa Mo Aagare Kichhi Dhupa Lyrics

ଷାଠିଏ ପଉଟି ଭୋଗରୁ ତୁମର କାଢ଼ିତ ନେଇନି ହରି - Sathie Pauti Bhogaru Tumara Kadhita Neini Hari Lyrics

ନିକଟରେ ମିଳିଥିବା ମନ୍ତବ୍ୟ ସବୁ

ଦି ସ୍ମରଣିକା କ୍ଵିକ୍ ଲିଙ୍କ ସମୂହ