Posts

Showing posts from March, 2021

Important Notice!
Struggling to find your favourite song? Find it easily within “The Smaranika”. Click on search icon (🔍) on top right, to search. Remember, how you search within "The Smaranika" is different from how you search on Google! Know the difference on FAQ page

ଶ୍ରିତ କମଲା କୁଚ ମଣ୍ଡଲ (ମଙ୍ଗଲ ଗୀତମ୍) ଶ୍ରୀ ଜୟଦେବ କୃତ ଗୀତ ଗୋବିନ୍ଦ - Shrita Kamla Kucha Mandala (Mangala Geetam) Shri Jayadev Krita Gita Govinda Lyrics

Image
== ଓଡ଼ିଆ == ଗୀତ : ଶ୍ରିତ କମଲା କୁଚ ମଣ୍ଡଲ ଭାଷା : ସଂସ୍କୃତ ପୋଥି / ପୁସ୍ତକ : ଗୀତ ଗୋବିନ୍ଦ କଣ୍ଠ : ନମିତା ଅଗ୍ରୱାଲ ଗୀତିକାର : ଶ୍ରୀ ଜୟଦେବ ଗୋସ୍ଵାମୀ ସଙ୍ଗୀତ ନିର୍ଦ୍ଦେଶକ : ରାଖାଲ ମହାନ୍ତି ମସିହା : ୨୦୦୬ ଶ୍ରିତ-କମଲା-କୁଚ-ମଣ୍ଡଲ, ଧୃତ-କୁଣ୍ଡଲ କଲିତ-ଲଲିତ-ବନମାଲ, ଜୟ ଜୟ ଦେବ ହରେ   ॥୧॥ ଦିନମଣି-ମଣ୍ଡଲ-ମଣ୍ଡନ, ଭବ-ଖଣ୍ଡନ ମୁନିଜନ-ମାନସ-ହଂସ, ଜୟ ଜୟ ଦେବ ହରେ   ॥୨॥ କାଲିୟ-ବିଷଧର-ଗଞ୍ଜନ, ଜନ-ରଞ୍ଜନ   ୟଦୁକୁଲ-ନଲିନ-ଦିନେଶ, ଜୟ ଜୟ ଦେବ ହରେ  ॥୩॥ ମଧୁ-ମୁର-ନରକ-ବିନାଶନ, ଗରୁଡ଼ାସନ ସୁରକୁଲ-କେଲି-ନିଦାନ, ଜୟ ଜୟ ଦେବ ହରେ    ॥୪॥ ଅମଲ-କମଲ-ଦଲ-ଲୋଚନ, ଭବ-ମୋଚନ ତ୍ରିଭୁବନ-ଭବନ-ନିଧାନ, ଜୟ ଜୟ ଦେବ ହରେ ॥୫॥ ଜନକ-ସୁତାକୃତ-ଭୂଷଣ, ଜିତ-ଦୂଷଣ ସମର-ଶମିତ-ଦଶକଣ୍ଠ, ଜୟ ଜୟ ଦେବ ହରେ   ॥୬॥ ଅଭିନବ-ଜଲଧର-ସୁନ୍ଦର, ଧୃତ-ମନ୍ଦର ଶ୍ରୀମୁଖ-ଚନ୍ଦ୍ର-ଚକୋର, ଜୟ ଜୟ ଦେବ ହରେ   ॥୭॥ ତବ ଚରଣେ ପ୍ରଣତାବୟମ୍, ଇତି ଭାବୟ କୁରୁ କୁଶଲଂ ପ୍ରଣତେଷୁ, ଜୟ ଜୟ ଦେବ ହରେ ॥୮॥ ଶ୍ରୀ-ଜୟଦେବ-କବେରିଦଂ, କୁରୁତେ ମୁଦମ୍ ମଙ୍ଗଳମ୍-ଉଜ୍ଜ୍ୱଳ-ଗୀତଂ, ଜୟ ଜୟ ଦେବ ହରେ  ॥୯॥ ଇତି ଶ୍ରୀ ଜୟଦେବ ବିରଚିତଂ ମଙ୍ଗଲଗୀତଂ ସମ୍ପୂର୍ଣ୍ଣମ୍ ॥ Note on usage of filler words hey (है), E (ए), Hari (हरि) etc: Numerous artists around the w...

ବାଳିକା ବଧୂ (ତୁ କହିଲେ ଚାନ୍ଦକୁ ଆଣି କରିଦେବି ତୋ ମଥାର) - Balika Badhu (Tu Kahile Chandaku Aani Karidebi To Mathara) Lyrics

Image
==ଓଡ଼ିଆ== ଗୀତ : ବାଳିକା ବଧୂ (ତୁ କହିଲେ ଚାନ୍ଦକୁ)   ଭାଷା : ଓଡ଼ିଆ ଆଲବମ : ବାଳିକା ବଧୂ କଣ୍ଠ : ବାବୁଲ ସୁପ୍ରିୟୋ ଗୀତିକାର : ନିର୍ମଳ ନାୟକ ସଂଗୀତ ନିର୍ଦ୍ଦେଶକ : ଅଭିଜିତ ମଜୁମଦାର ମସିହା : ୨୦୦୫ ହେ..ହେ..ଆହା..ହା ହେ..ହେ..ଲାଲାଲା..ହୁଁହୁଁହୁଁ ତୁ କହିଲେ ଚାନ୍ଦକୁ ଆଣି କରିଦେବି ତୋ ମଥାର ଚନ୍ଦନ ବିନ୍ଦୁ ତୁ କହିଲେ ନିଦରେ ତୋର ସବୁରାତି ଝରେଇବି ପୂର୍ଣ୍ଣମୀ ଇନ୍ଦୁ ଭୁଲ ବୁଝିବୁନି ମୋତେ ପିଲାଟି ଦିନରୁ ତତେ ମନେ ମନେ ଭାବିଛି ମୋ.. ବାଳିକା ବଧୂ..ବାଳିକା ବଧୂ ବାଳିକା ବଧୂ..ବାଳିକା ବଧୂ ॥ ଅଝଟିଆ ପିଲାଦିନ କିଏ ମାଗେ ତାରା ଜହ୍ନ କିଏ ମାଗେ କଣ୍ଢେଇ ହେଲେ ମୋ ଆଖିରେ ରହିଚୁ ଏକା ତୁ ଆଉ କିଛି ମାଗିନାହିଁ ହୋ..ଅଝଟିଆ ପିଲାଦିନ କିଏ ମାଗେ ତାରା ଜହ୍ନ କିଏ ମାଗେ କଣ୍ଢେଇ ହେଲେ ମୋ ଆଖିରେ ରହିଚୁ ଏକା ତୁ ଆଉ କିଛି ମାଗିନାହିଁ ଦୋଷ ଦବୁନି ତୁ ମୋତେ ମୁଁ ବଦଳିନି ସତେ ମୋ ଆଖିରେ ଏଯାଏଁ ତୁ.. ବାଳିକା ବଧୂ..ବାଳିକା ବଧୂ ବାଳିକା ବଧୂ..ବାଳିକା ବଧୂ ॥୧॥ ଛୋଟବେଳେ ଆମ ଘରେ ଗେଲେ ଗେଲେ କହିଥିଲେ ବୋହୂ କରିବେ ତତେ ସେ ମିଛ ଗେଲ ମୋ ଜୀବନ ସାଜିଚି ଭୁଲିପାରୁନି ମୁଁ ସତେ କେତେ କରୁଚୁ ତୁ ମାନ ଫେରେଇଦେ ମୋ ପିଲାଦିନ ପୁଣିଥରେ ହେଇଯା ମୋ.. ବାଳିକା ବଧୂ..ବାଳିକା ବଧୂ ବାଳିକା ବଧୂ..ବାଳିକା ବଧୂ ବାଳିକା ବଧୂ..ବାଳିକା ବଧୂ ॥୨॥ YouTube ରେ ବାଳିକା ବଧୂ (ତୁ କହିଲେ ଚାନ୍ଦକୁ) ବାଳିକା ବ...

ଚନ୍ଦନ ଲେପିଦେବି କି ଶ୍ରୀଅଙ୍ଗେ ମଣିମା - Chandana Lepidebi Ki Shriange Manima

Image
 ==ଓଡ଼ିଆ== ଗୀତ : ଚନ୍ଦନ ଲେପିଦେବି କି ଶ୍ରୀଅଙ୍ଗେ   ଭାଷା : ଓଡ଼ିଆ କଣ୍ଠ : କବିତା କୃଷ୍ଣମୂର୍ତ୍ତି ସଂଗୀତ ନିର୍ଦ୍ଦେଶକ : ପ୍ରଫୁଲ୍ଲ କର ଚନ୍ଦନ ଲେପିଦେବି କି ଶ୍ରୀଅଙ୍ଗେ ମଣିମା ଲେପିଦେବି କି ଶ୍ରୀଅଙ୍ଗେ ଚନ୍ଦନ ଲେପିଦେବି କି ଶ୍ରୀଅଙ୍ଗେ ମଣିମା ଲେପିଦେବି କି ଶ୍ରୀଅଙ୍ଗେ ଶ୍ରୀଅଙ୍ଗ ପରାସ ହୋଇଥିବ ପରା ଶ୍ରୀଅଙ୍ଗ ପରାସ ହୋଇଥିବ ପରା ପହଣ୍ଡିରେ ନାଚି ନାଚି ଭକତ ସଙ୍ଗେ ଲେପିଦେବି କି ଶ୍ରୀଅଙ୍ଗେ ମଣିମା ଲେପିଦେବି କି ଶ୍ରୀଅଙ୍ଗେ ॥ ଯିବାକୁ ଗୁଣ୍ଡିଚାଘର ସରିଲାନି ତର ଜର ଦେହୁ ଉଠୁ ଉଠୁ ହୋଇଲ ବାହାର ଯିବାକୁ ଗୁଣ୍ଡିଚାଘର ସରିଲାନି ତର ଜର ଦେହୁ ଉଠୁ ଉଠୁ ହୋଇଲ ବାହାର ନଅ ଦିନ ନଅ ରାତି ଭକତ ଗହଳେ ନଅ ଦିନ ନଅ ରାତି ଭକତ ଗହଳେ ନଥିବଟି ନିଦ ତୁମ ନୟନ ଯୁଗଳେ ନଥିବଟି ନିଦ ତୁମ ନୟନ ଯୁଗଳେ ମୋ କୋଳେ ପହୁଡ଼ିବ କି ଆନନ୍ଦେ ମଣିମା ପହୁଡ଼ିବ କି ଆନନ୍ଦେ ଶ୍ରୀଚରଣ ସେବି ଶୁଆଇ ମୁଁ ଦେବି ଶ୍ରୀଚରଣ ସେବି ଶୁଆଇ ମୁଁ ଦେବି ଶ୍ରୀ ଗୀତ ଗୋବିନ୍ଦ ଗାଇ ତ୍ରିପାଟା ଛନ୍ଦେ ପହୁଡ଼ିବ କି ଆନନ୍ଦେ ମଣିମା ପହୁଡ଼ିବ କି ଆନନ୍ଦେ ॥୧॥ ବଇରି ହୋଇଲା ମୋତେ ଶ୍ରୀ ଗୁଣ୍ଡିଚା ଯାତ ନଅ ଦିନ ନଅ ଯୁଗ ହୋଇଲା ହେ ନାଥ ବଇରି ହୋଇଲା ମୋତେ ଶ୍ରୀ ଗୁଣ୍ଡିଚା ଯାତ ନଅ ଦିନ ନଅ ଯୁଗ ହୋଇଲା ହେ ନାଥ ଜ୍ୟୋତି ବିନୁ ଦୀପ ଯେହ୍ନେ ଜଳ ବିନୁ ମୀନ ଜ୍ୟୋତି ବିନୁ ଦୀପ ଯେହ୍ନେ ଜଳ ବିନୁ ମୀନ ତୁମ ବିନୁ ଦେହ ଥିଲା ନଥାଇ ପରାଣ ତୁମ ବିନୁ ଦେହ ଥି...

ଆ ମୋ ପାଖକୁ ଆ ଧନମଣି - Aa Mo Pakhaku Aa Dhanamani Lyrics

Image
== ଓଡ଼ିଆ == ଫିଲ୍ମଗୀତ : ଆ ମୋ ପାଖକୁ ଆ ଧନମଣି ଭାଷା : ଓଡ଼ିଆ ଚଳଚିତ୍ର : ଦଇବ ଦଉଡ଼ି କଣ୍ଠ : ଗୀତା ଦାସ ଗୀତିକାର : ଦେବଦାସ ଛୋଟରାୟ ସଙ୍ଗୀତ ନିର୍ଦ୍ଦେଶକ: ଅକ୍ଷୟ ମହାନ୍ତି ମସିହା : ୧୯୯୦ (ମା) ଆ ମୋ ପାଖକୁ ଆ ଧନମଣି ଆ ମୋ ପାଖକୁ ଆ ଆ ମୋ ପାଖକୁ ଆ ଧନମଣି ଆ ମୋ ପାଖକୁ ଆ ମୋ କୋଳ ବିଛଣା ମୋ ବାହୁ ଝୁଲଣା ଥରୁଟେ ଡ଼ାକିଦେ ମା' ଆ ମୋ ପାଖକୁ ଆ ଧନମଣି ଆ ମୋ ପାଖକୁ ଆ (ଛୁଆ) ମା'.. ॥ (ମା) ମୋ ଓଠରେ ହସ ନଥିଲେ ନ ଥାଉ ତୋ ଓଠରେ ଥାଉ ହସ ତୋ ଓଠରେ ଥାଉ ହସ ତୋ ମୁହଁକୁ ଚାହିଁ ମୁଁ ପିଇଯିବି ଜୀବନର ଯେତେ ଦୁଃଖ ଆ ମୋ ପାଖକୁ ଆ ଧନମଣି ଆ ମୋ ପାଖକୁ ଆ ଆଜି ମୋ ପଣତ ଧରି ଚାଲୁ ସିନା କାଲି ହେବୁ ମୋର ସାହା ଆ ମୋ ପାଖକୁ ଆ ଧନମଣି ଆ ମୋ ପାଖକୁ ଆ ॥୧॥ (ମା) ମୁଁ ମଲାନଈ କେବେଠୁ ମରିଛି କେବେଠୁ ଯାଇଛି ଶୁଖି କେବେଠୁ ଯାଇଛି ଶୁଖି ତୁ ମୋ କଳାକାହ୍ନୁ ଜୀବନରେ ପୁଣି ଯମୁନା ଆଣିବୁ ଡାକି ଆ ମୋ ପାଖକୁ ଆ ଧନମଣି ଆ ମୋ ପାଖକୁ ଆ ପାଉଁଶର ତଳୁ ଆଣି ମତେ ମୋର ସପନ ତୁ ଦେଇଯା ଆ ମୋ ପାଖକୁ ଆ ଧନମଣି ଆ ମୋ ପାଖକୁ ଆ ॥୨॥ (ଛୁଆ) ମା'.. (ମା) ଆଜି ସିନା ଚୋର-ପୁଲିଶି ଖେଳରେ ଟଳମଳ ପାଦ ତୋର ଟଳମଳ ପାଦ ତୋର କାଲି ତୋ ତେଜରେ ଝଲସି ଉଠିବ ଆମ ଏ ଅନ୍ଧାର ଘର ଆ ମୋ ପାଖକୁ ଆ ଧନମଣି ଆ ମୋ ପାଖକୁ ଆ ମୁଁ ଯେବେ ନଥିବି ଏଇ ଦୁନିଆରେ ତୁ ରଖିବୁ ମୋ ନାଁ ଆ ମୋ ପାଖକୁ ଆ ଧନମଣି ଆ ମୋ ପାଖକୁ ଆ ଆ ମୋ ପାଖକୁ ଆ ଧନମଣି ଆ ମୋ ପାଖ...

ଡାକେ ଦୁଃଖେ ଯୋଡ଼ି ହାତ ହେ ଜଗନ୍ନାଥ - Dake Dukhe Jodi Hata Hey Jagannatha Lyrics

Image
==ଓଡ଼ିଆ== ଗୀତ : ଡାକେ ଦୁଃଖେ ଯୋଡ଼ି ହାତ ହେ ଭାଷା : ଓଡ଼ିଆ କଣ୍ଠ : ଭିକାରି ବଳ ସଂଗୀତ ନିର୍ଦ୍ଦେଶନା : ଭିକାରି ବଳ ଡାକେ ଦୁଃଖେ ଯୋଡ଼ି ହାତ ହେ ଜଗନ୍ନାଥ ଘେନ ଗୁହାରି ମଣିମା ଡାକେ ଦୁଃଖେ ଯୋଡ଼ି ହାତ ହେ ଜଗନ୍ନାଥ ଘେନ ଗୁହାରି ମଣିମା ଡାକେ ଦୁଃଖେ ଯୋଡ଼ି ହାତ ହେ ॥ ସଞ୍ଚିତ ପାପ ଦେଲା ସନ୍ତାପ ସଞ୍ଚିତ ପାପ ଦେଲା ସନ୍ତାପ ରଖ ନୀଳାଦ୍ରି ସୁଷମା ଡାକେ ଦୁଃଖେ ଯୋଡ଼ି ହାତ ହେ ଜଗନ୍ନାଥ ଘେନ ଗୁହାରି ମଣିମା ଡାକେ ଦୁଃଖେ ଯୋଡ଼ି ହାତ ହେ ॥୧॥ ନାହିଁ ମୋ ଠାବ ହେ ରମାଧବ ନାହିଁ ମୋ ଠାବ ହେ ରମାଧବ ସରିଗଲା ମୋ ଗାରିମା ଡାକେ ଦୁଃଖେ ଯୋଡ଼ି ହାତ ହେ ଜଗନ୍ନାଥ ଘେନ ଗୁହାରି ମଣିମା ଡାକେ ଦୁଃଖେ ଯୋଡ଼ି ହାତ ହେ ॥୨॥ ଆରତେ ଚାହିଁ ଡାକୁଛି ସାଇଁ ଆରତେ ଚାହିଁ ଡାକୁଛି ସାଇଁ ଚକୋର ପ୍ରାୟେ ଚନ୍ଦ୍ରମା ଡାକେ ଦୁଃଖେ ଯୋଡ଼ି ହାତ ହେ ଜଗନ୍ନାଥ ଘେନ ଗୁହାରି ମଣିମା ଡାକେ ଦୁଃଖେ ଯୋଡ଼ି ହାତ ହେ ଜଗନ୍ନାଥ ଘେନ ଗୁହାରି ମଣିମା ଡାକେ ଦୁଃଖେ ଯୋଡ଼ି ହାତ ହେ ॥୩॥ YouTube ରେ ଡାକେ ଦୁଃଖେ ଯୋଡ଼ି ହାତ   ଡାକେ ଦୁଃଖେ ଯୋଡ଼ି ହାତ ହେ: ଭିକାରି ବଳ ଙ୍କ କଣ୍ଠରେ ଓ ସଙ୍ଗୀତ ନିର୍ଦ୍ଦେଶନାରେ ଓଡ଼ିଆ ଭଜନ ଗୀତ “ଡାକେ ଦୁଃଖେ ଯୋଡ଼ି ହାତ ହେ ଜଗନ୍ନାଥ” ପଢ଼ନ୍ତୁ “ଦି ସ୍ମରଣିକା” ରେ ଓଡ଼ିଆ ଓ ଇଂରାଜୀରେ । ==English== Song : Dake Dake Dukhe Jodi Hata Hey Language : Odia Singer : Bhikari Bal Mus...

ଗତ ସପ୍ତାହର "ଦି ସ୍ମରଣିକା" ପାଠକଙ୍କ ଆଦୃତ ଲେଖା ସମୂହ

ଶ୍ରିତ କମଲା କୁଚ ମଣ୍ଡଲ (ମଙ୍ଗଲ ଗୀତମ୍) ଶ୍ରୀ ଜୟଦେବ କୃତ ଗୀତ ଗୋବିନ୍ଦ - Shrita Kamla Kucha Mandala (Mangala Geetam) Shri Jayadev Krita Gita Govinda Lyrics

ତୋ ଆଗରେ କିଛି ଧୂପ ମୋ ଆଗରେ କିଛି ଧୂପ - To Aagare Kichhi Dhupa Mo Aagare Kichhi Dhupa Lyrics

ମୋ କଳା ଚାନ୍ଦରେ ଧନ୍ୟ ତୋ ଛନ୍ଦରେ - Mo kala chandare dhanya to chhandare Lyrics

କାଳିଜାଈରେ ସନ୍ଧ୍ୟା - Kalijaire Sandhya Kabita Lyrics

ନୀଳାଚଳ ଧାମ ଯାଇ ମୁଁ ପାରୁନି - Nilachala Dhama Jai Mun Paruni Lyrics

ନିକଟରେ ମିଳିଥିବା ମନ୍ତବ୍ୟ ସବୁ

ଦି ସ୍ମରଣିକା କ୍ଵିକ୍ ଲିଙ୍କ ସମୂହ