Posts

Showing posts from February, 2012

Important Notice!
Struggling to find your favourite song? Find it easily within “The Smaranika”. Click on search icon (🔍) on top right, to search. Remember, how you search within "The Smaranika" is different from how you search on Google! Know the difference on FAQ page

Computer ରେ ଓଡ଼ିଆ ଲେଖିବା କେମିତି - ଭାଗ ୧

Image
Computer ରେ ଓଡ଼ିଆ ଲେଖିବା ଏବେ ସହଜ ହେଇଗଲାଣି। ଏବେ ଚାଲାନ୍ତୁ ସବୁଠୁ ସହଜ ଉପାୟରେ ଓଡ଼ିଆ ଲେଖିବା। ମାନେ ରଖନ୍ତୁ, English keyboard ସାହାଯ୍ୟରେ ବି ଓଡ଼ିଆ ଲେଖି ହେବ। English ରେ ଓଡ଼ିଆ ଲେଖିବା କୁ Transliteration କହନ୍ତି । Transliteration ଉଦାହରଣ: Apana ebe Smaranika padhuchhanti. Translation ଉଦାହରଣ: You are now reading The Smaranika. ଉପାୟ - ୧: Microsoft Indic Language Input Tool ତଳ link କୁ right click କରି "Open link in New Tab" option select କରନ୍ତୁ। http://specials.msn.co.in/ilit/Oriya.aspx Page open ହେଲା ପରେ, ଓଡ଼ିଆ ରେ ଲେଖିବା ପାଇଁ ଗୋଟେ box ଦେଖିବେ। ସେଇଠି କିଛି ଲେଖନ୍ତୁ, ଯେପରି, ଆପଣଙ୍କ ନାମ - ଯେମିତି English ରେ ଲେଖନ୍ତି, ସେମିତି ଲେଖନ୍ତୁ। ତଳ ଉଦାହରଣ ରେ smaraNiKa ଲେଖା ହୋଇଛି, ଯେଉଁଠି N ଓ K capital letter ରେ ଲେଖା ହୋଇଛି ଆ କାର ଫଳା ବା ମାତ୍ରା ପାଇଁ। ଏ ବିଷୟ ରେ ପରେ ଜଣାଇବି। Space bar hit କରିବା କ୍ଷଣି ଆପଣଙ୍କ ନାମ ଓଡ଼ିଆରେ ଲେଖି ହୋଇଯିବ। ଏବେ ଆପଣଙ୍କ ଲେଖା ସବୁ Offline access କରିବା ପାଇଁ Microsoft Word ବା ଅନ୍ୟ Word Processing editor ରେ copy paste କରି ଦିଅନ୍ତୁ। ତାପରେ file କୁ save କରି ଦିଅନ୍ତୁ। ବିଶେଷ ସୂଚନା: ଓ...

ସ୍ମରଣିକା ର ଅଭିପ୍ରାୟ

"ଦି ସ୍ମରଣିକା  " (thesmaranika.blogspot.in) ଓଡ଼ିଶା ଓ ଓଡ଼ିଆଙ୍କ ପାଇଁ କିଛି ଲେଖିବା ପାଇଁ ତାର କ୍ଷୁଦ୍ର ପ୍ରୟାସ ଆରମ୍ଭ କରୁଛି। ଭାରତ ର ଅନ୍ୟ ଭାଷା ମାନଙ୍କ ତୁଳନା ରେ ଓଡ଼ିଆ ୱେବସାଇଟ (website) ଓ ବ୍ଲଗ (blog) ର ଅଭାବ ରହିଛି। ସେଇ ଅଭାବ କୁ ଦୂର କରିବା ପାଇଁ ସ୍ମରଣିକା ତାର କ୍ଷୁଦ୍ର ଅବଦାନ ଜାରି ରଖିବ। ଆଶା, ସ୍ମରଣିକା ର ଲେଖା ଆପଣଙ୍କ ମନଛୁଆଁ ହେବ। ଆପଣଙ୍କ ମତାମତ ବା ପ୍ରଶ୍ନ ତଳେ comment କରି ଜଣାନ୍ତୁ...

ଗତ ସପ୍ତାହର "ଦି ସ୍ମରଣିକା" ପାଠକଙ୍କ ଆଦୃତ ଲେଖା ସମୂହ

ଶ୍ରିତ କମଲା କୁଚ ମଣ୍ଡଲ (ମଙ୍ଗଲ ଗୀତମ୍) ଶ୍ରୀ ଜୟଦେବ କୃତ ଗୀତ ଗୋବିନ୍ଦ - Shrita Kamla Kucha Mandala (Mangala Geetam) Shri Jayadev Krita Gita Govinda Lyrics

ତୋ ଆଗରେ କିଛି ଧୂପ ମୋ ଆଗରେ କିଛି ଧୂପ - To Aagare Kichhi Dhupa Mo Aagare Kichhi Dhupa Lyrics

ଷାଠିଏ ପଉଟି ଭୋଗରୁ ତୁମର କାଢ଼ିତ ନେଇନି ହରି - Sathie Pauti Bhogaru Tumara Kadhita Neini Hari Lyrics

ନୀଳାଚଳ ଧାମ ଯାଇ ମୁଁ ପାରୁନି - Nilachala Dhama Jai Mun Paruni Lyrics

ଜଗନ୍ନାଥାଷ୍ଟକଂ (ଜଗନ୍ନାଥ ଅଷ୍ଟକଂ) - Jagannath Ashtakam Lyrics

ନିକଟରେ ମିଳିଥିବା ମନ୍ତବ୍ୟ ସବୁ

The Smaranika commented on jagannathastakam: “ଆଗ୍ରହ ପାଇଁ ଅଶେଷ ଧନ୍ୟବାଦ । ଆମେ ଦେବା ପାଇଁ ଚେଷ୍ଟା କରିବୁ ।- ଦି ସ୍ମରଣିକା ଟିମ୍”

The Smaranika commented on madhaba he madhaba lyrics: “ଅପଣଙ୍କ ବହୁମୂଲ୍ୟ ମତାମତ ପାଇଁ ଆନ୍ତରିକ ଧନ୍ୟବାଦ ଜଣାଉଛୁ ।- "ଦି ସ୍ମରଣିକା" ଟିମ୍”

The Smaranika commented on madhaba he madhaba lyrics: “ସୁନ୍ଦର ମତାମତ ପାଇଁ ଅଶେଷ ଧନ୍ୟବାଦ ।- "ଦି ସ୍ମରଣିକା" ଟିମ୍”

Anonymous commented on madhaba he madhaba lyrics: “Jay Jagannatha 🙏”

Anonymous commented on jagannathastakam: “Excellent. However it would be better if the meanings of the words would have given. ”

Anonymous commented on jagannathastakam: “Excellent. Lyrics in Odia, Sanskrit and English are praiseworthy; but it would be better if the words would have explained…”

Anonymous commented on abadha muthie mote lyrics odia: “ବହୁତ ସୁନ୍ଦର। ହୃଦୟରୁ ଧନ୍ୟବାଦ ଜଣାଉଛି । 🙏🙏🙏🙏”

The Smaranika commented on aama ghara ei gharatire lyrics odia: “ଆପଣଙ୍କ ମନ୍ତବ୍ୟ ପଢ଼ି ଖୁସି ହେଲୁ । ଅଶେଷ ଧନ୍ୟବାଦ ।- ଦି ସ୍ମରଣିକା ଟିମ୍”

ଦି ସ୍ମରଣିକା କ୍ଵିକ୍ ଲିଙ୍କ ସମୂହ