Posts
Showing posts with the label ଶ୍ରୀରାମ ଲୁହାର୍
Google ରେ ଓଡ଼ିଆରେ ହିଁ search କରନ୍ତୁ!
ସମସ୍ତ ଓଡ଼ିଆ କ୍ୟାଲେଣ୍ଡର
Facebook ରେ ଯୋଡ଼ନ୍ତୁ
|
Twitter ରେ ଯୋଡ଼ନ୍ତୁ
Important Notice!
Struggling to find your favourite song? Find it easily within “The Smaranika”. Click on search icon (🔍) on top right, to search. Remember, how you search within "The Smaranika" is different from how you search on Google! Know the difference on FAQ page
== ଓଡ଼ିଆ == ଗୀତ : ଏ ଚମ୍ପାଫୁଲ ସୁନ୍ଦରୀ ନନୀ ରେ ଭାଷା : ସମ୍ବଲପୁରୀ କଣ୍ଠ : ଶାନ୍ତନୁ ସାହୁ, ଶୀତଲ ଗୀତିକାର : କାଳୀଚରଣ ପାଣିଗ୍ରାହୀ ସଙ୍ଗୀତ ନିର୍ଦ୍ଦେଶକ : ଶ୍ରୀରାମ ଲୁହାର୍ ମସିହା : ୨୦୧୨ (ପୁ) ଏ ଚମ୍ପାଫୁଲ ସୁନ୍ଦରୀ ନନୀ ରେ ନାଇ ଉଡ଼ା ତୋର୍ ଝିଲ୍ମିଲିଆ ଚୁମ୍କି ଲଗା ପନତ କାନି ନାଇ ଉଡ଼ା ତୋର୍ ଝିଲ୍ମିଲିଆ ଚୁମ୍କି ଲଗା ପନତ କାନି ଏ ଗୁଲାପ୍ ଫୁଲ ସୁନ୍ଦରୀ ନନୀ ରେ ନାଇ ହଲା ତୋର୍ କୁଚ୍କୁଚିଆ ଗଜରା ଲଗା ଲହରି ବେନୀ ନାଇ ହଲା ତୋର୍ କୁଚ୍କୁଚିଆ ଗଜରା ଲଗା ଲହରି ବେନୀ (ଝି) ନୂଆ ରସାଲି ମୁଁଇ କୁଆଁରି ପାରା ସୁନା ରଙ୍ଗିଆ ସୁନେଲି ତାରା ନୂଆ ରସାଲି ମୁଁଇ କୁଆଁରି ପାରା ସୁନା ରଙ୍ଗିଆ ସୁନେଲି ତାରା ମୁଁଇ ସର୍ମିଲତା ଗୁଲାପ ରାନୀ (ପୁ) ମାଏକି.. ? ନାଇ ଉଡ଼ା ତୋର୍ ଝିଲ୍ମିଲିଆ ଚୁମ୍କି ଲଗା ପନତ କାନି (ଝି) ଆଚ୍ଛା (ପୁ) ନାଇ ହଲା ତୋର୍ କୁଚ୍କୁଚିଆ ଗଜରା ଲଗା ଲହରି ବେନୀ ॥ (ପୁ) ଫଟାକେ ଜାନି ତୋ (ଝି) ହାଏ.. (ପୁ) ଆଖିରି ଛଟାରେ (ଝି) ଯା.. (ପୁ) ଛଟା ମାରି ମାରି ମୁହୁ ମଲକା (ପୁ) କୁଆଁରି ବେଲା ତୋର୍ (ଝି) ଆ.. (ପୁ) ହେଇଛେ ଇଟାରେ ମହନି ମିଠା ନନୀ ଟିକେ ଛଲ୍କା (ଝି) କଥା ମୁଇଁ ମହଲି ରସ ଧଙ୍ଗରା ପିଲା ନେଇପାରେ ଜାନି (ପୁ) ହାଇରେ.. ନାଇ ଉଡ଼ା ତୋର୍ ଝିଲ୍ମିଲିଆ ଚୁମ୍କି ଲଗା ପନତ କାନି ନାଇ ହଲା ...
ପଖାନ ଉପରେ ଝରନ ପାନିରେ ଝରି ଦିଶେ ଝଲମଲ - Pakhana Upare Jharana Panire Jhari Dishe JhalaMala Lyrics
- Get link
- X
- Other Apps
ଗୀତଟିରେ କିଛି ଭୁଲ ଥିଲେ ତଳେ comment କରି ଜଣାଇବାକୁ ଅନୁରୋଧ । == ଓଡ଼ିଆ == ଗୀତ : ପଖାନ ଉପରେ ଝରନ ପାନିରେ ଭାଷା : ସମ୍ବଲପୁରୀ କଣ୍ଠ : ସର୍ବେଶ୍ଵର ଭୋଇ, ବିଜୟଲକ୍ଷ୍ମୀ ଗୀତିକାର : ସର୍ବେଶ୍ଵର ଭୋଇ ସଙ୍ଗୀତ ନିର୍ଦ୍ଦେଶକ : ଶ୍ରୀରାମ ଲୁହାର୍ (ପୁ) ଏ..ପଖାନ ଉପରେ ଝରନ ପାନିରେ ଝରି ଦିଶେ ଝଲ ମଲ ଏ..ପଖାନ ଉପରେ ଝରନ ପାନିରେ ଝରି ଦିଶେ ଝଲ ମଲ ବେଲ ବୁଦି କରି ହେଲା ସକାଲ ବେଲ ବୁଦି କରି ହେଲା ସକାଲରେ ହେଲା ସକାଲ.. ଟାଟି ଖିରି ପିନା ଖୁଲ ସାରୁ ଧନ ମହୁଲ ବେଟିମା ଚାଲ ଟାଟି ଖିରି କିନା ଖୁଲ ସାରୁ ଧନ ମହୁଲ ବେଟିମା ଚାଲ (ଝି) ଏ..କୁକୁରା ଡାକିଲା ବଲି କରି ଧନ ଆରୁ ନିନ୍ଦେ ଶୁଇଦେଲି ଏ..କୁକୁରା ଡାକିଲା ବଲି କରି ଧନ ଆରୁ ନିନ୍ଦେ ଶୁଇଦେଲି ସପନ ଦେଖୁଛେ ଆଇଲ ବୁଲି ସପନ ଦେଖୁଛେ ଆଇଲ ବୁଲିରେ ଆଇଲ ବୁଲି.. କିରିଲି ମାରୁଛେ ଖାଲି ସାରୁ ଧନ ଅଡ଼ାନି ଧରିଛ ବଲି କିରିଲି ମାରୁଛେ ଖାଲି ସାରୁ ଧନ ଅଡ଼ାନି ଧରିଛ ବଲି (ପୁ) ଏ..ପଖାନ ଉପରେ ଝରନ ପାନିରେ ଝରି ଦିଶେ ଝଲ ମଲ ॥ (ପୁ) ଏ..ଫୁଲକେ ଭମର ଜହ୍ନକେ କଇଁ ଲୋ ସରଗ ସୁନ୍ଦର ତରା ଏ..ଫୁଲକେ ଭମର ଜହ୍ନକେ କଇଁ ଲୋ ସରଗ ସୁନ୍ଦର ତରା ତୁଇ ଧାଙ୍ଗରିକେ ମୁଇଁ ଧଙ୍ଗ...
ଗତ ସପ୍ତାହର "ଦି ସ୍ମରଣିକା" ପାଠକଙ୍କ ଆଦୃତ ଲେଖା ସମୂହ
== ଓଡ଼ିଆ == ଶ୍ଳୋକ : ଦାମୋଦର ଅଷ୍ଟକଂ, ପଦ୍ମପୁରାଣ ଭାଷା : ସଂସ୍କୃତ ଗୀତିକାର : ବ୍ୟାସଦେବ ନମାମିଶ୍ଵରଂ ସଚ୍ଚିଦାନନ୍ଦ ରୂପମ୍ ଲସତ୍ କୁଣ୍ଡଲଂ ଗୋକୁଲେ ଭ୍ରାଜମାନମ୍ ୟଶୋଦା ଭିୟୋଲୁଖଲାଦ୍ ଧାବମାନଂ ପରାମୃଷ୍ଟମ୍ ଅତ୍ୟନ୍ତତୋ ଦୃତ୍ୟ ଗୋପ୍ୟା ॥ ୧ ॥ ରୁଦନ୍ତଂ ମୁହୁର୍ ନେତ୍ର ୟୁଗ୍ମଂ ମୃଜନ୍ତମ୍ କରାମ୍ଭୋଜ ୟୁଗ୍ମେନ ସାତଙ୍କ ନେତ୍ରମ୍ ମୁହୁଃ ଶ୍ଵାସ କମ୍ପ ତ୍ରିରେଖାଙ୍କ କଣ୍ଠ ସ୍ଥିତ ଗ୍ରୈବଂ ଦାମୋଦରଂ ଭକ୍ତି ବଦ୍ଧମ୍ ॥ ୨ ॥ ଇତିଦୃକ୍ ସ୍ଵଲୀଲାଭିର୍ ଆନନ୍ଦ କୁଣ୍ଡେ ସ୍ଵଘୋଷମ୍ ନିମଜ୍ଜନ୍ତମ୍ ଆଖ୍ୟାପୟନ୍ତମ୍ ତଦୀୟେଷିତ ଜ୍ଞେଷୁ ଭକ୍ତୈର୍ ଜିତତ୍ବଂ ପୁନଃ ପ୍ରେମତସ୍ ତଂ ଶତାବୃତ୍ତି ବନ୍ଦେ ॥ ୩ ॥ ବରଂ ଦେବ ମୋକ୍ଷଂ ନ ମୋକ୍ଷାବଧିଂ ବା ନ ଚାନ୍ୟମ୍ ବୃଣେ ‘ହଂ ବରେଷାଦ୍ ଅପିହ ଇଦଂ ତେ ବପୁର୍ ନାଥ ଗୋପାଲ ବାଲଂ ସଦା ମେ ମନସ୍ୟାବିରାସ୍ତାଂ କିମ୍ ଅନୈଃ ॥ ୪ ॥ ଇଦଂ ତେ ମୁଖାମ୍ଭୋଜମ୍ ଅତ୍ୟନ୍ତ ନୀଲୈର୍ ବୃତଂ କୁନ୍ତଲୈଃ ସ୍ନିଗ୍ଧ ରକ୍ତୈଶ୍ଚ ଗୋପ୍ୟା ମୁହୁଶ୍ ଚୁମ୍ବିତଂ ବିମ୍ବ ରକ୍ତାଧରଂ ମେ ମନସ୍ୟାବିରାସ୍ତାମଲଂ ଲକ୍ଷ ଲାଭୈଃ ॥ ୫ ॥ ନମୋ ଦେବ ଦାମୋଦରାନନ୍ତ ବିଷ୍ଣୋ ପ୍ରସୀଦ ପ୍ରଭୋ ଦୁଃଖ ଜାଲାବ୍ଦ୍ଧି ମଗ୍ନମ୍ କୃପା ଦୃଷ୍ଟି ବୃଷ୍ଟ୍ଯାତି ଦୀନଂବତାନୁ ଗୃହାଣେସ ମାମଜ୍ଞମ୍ ଏଧ୍ୟକ୍ଷି ଦୃଶ୍ୟହଃ ॥ ୬ ॥ କୁବେରାତ୍ମଜୌ ବଦ୍ଧ ମୂର୍ତୈବ ୟବ୍ଦତ୍ ତ୍ଵୟା ମୋଚିତୌ ଭକ୍ତି ଭାଜୌ କୃତୌ ଚ ତଥା ପ୍ର...
ଶ୍ରିତ କମଲା କୁଚ ମଣ୍ଡଲ (ମଙ୍ଗଲ ଗୀତମ୍) ଶ୍ରୀ ଜୟଦେବ କୃତ ଗୀତ ଗୋବିନ୍ଦ - Shrita Kamla Kucha Mandala (Mangala Geetam) Shri Jayadev Krita Gita Govinda Lyrics
== ଓଡ଼ିଆ == ଗୀତ : ଶ୍ରିତ କମଲା କୁଚ ମଣ୍ଡଲ ଭାଷା : ସଂସ୍କୃତ ପୋଥି / ପୁସ୍ତକ : ଗୀତ ଗୋବିନ୍ଦ କଣ୍ଠ : ନମିତା ଅଗ୍ରୱାଲ ଗୀତିକାର : ଶ୍ରୀ ଜୟଦେବ ଗୋସ୍ଵାମୀ ସଙ୍ଗୀତ ନିର୍ଦ୍ଦେଶକ : ରାଖାଲ ମହାନ୍ତି ମସିହା : ୨୦୦୬ ଶ୍ରିତ-କମଲା-କୁଚ-ମଣ୍ଡଲ, ଧୃତ-କୁଣ୍ଡଲ କଲିତ-ଲଲିତ-ବନମାଲ, ଜୟ ଜୟ ଦେବ ହରେ ॥୧॥ ଦିନମଣି-ମଣ୍ଡଲ-ମଣ୍ଡନ, ଭବ-ଖଣ୍ଡନ ମୁନିଜନ-ମାନସ-ହଂସ, ଜୟ ଜୟ ଦେବ ହରେ ॥୨॥ କାଲିୟ-ବିଷଧର-ଗଞ୍ଜନ, ଜନ-ରଞ୍ଜନ ୟଦୁକୁଲ-ନଲିନ-ଦିନେଶ, ଜୟ ଜୟ ଦେବ ହରେ ॥୩॥ ମଧୁ-ମୁର-ନରକ-ବିନାଶନ, ଗରୁଡ଼ାସନ ସୁରକୁଲ-କେଲି-ନିଦାନ, ଜୟ ଜୟ ଦେବ ହରେ ॥୪॥ ଅମଲ-କମଲ-ଦଲ-ଲୋଚନ, ଭବ-ମୋଚନ ତ୍ରିଭୁବନ-ଭବନ-ନିଧାନ, ଜୟ ଜୟ ଦେବ ହରେ ॥୫॥ ଜନକ-ସୁତାକୃତ-ଭୂଷଣ, ଜିତ-ଦୂଷଣ ସମର-ଶମିତ-ଦଶକଣ୍ଠ, ଜୟ ଜୟ ଦେବ ହରେ ॥୬॥ ଅଭିନବ-ଜଲଧର-ସୁନ୍ଦର, ଧୃତ-ମନ୍ଦର ଶ୍ରୀମୁଖ-ଚନ୍ଦ୍ର-ଚକୋର, ଜୟ ଜୟ ଦେବ ହରେ ॥୭॥ ତବ ଚରଣେ ପ୍ରଣତାବୟମ୍, ଇତି ଭାବୟ କୁରୁ କୁଶଲଂ ପ୍ରଣତେଷୁ, ଜୟ ଜୟ ଦେବ ହରେ ॥୮॥ ଶ୍ରୀ-ଜୟଦେବ-କବେରିଦଂ, କୁରୁତେ ମୁଦମ୍ ମଙ୍ଗଳମ୍-ଉଜ୍ଜ୍ୱଳ-ଗୀତଂ, ଜୟ ଜୟ ଦେବ ହରେ ॥୯॥ ଇତି ଶ୍ରୀ ଜୟଦେବ ବିରଚିତଂ ମଙ୍ଗଲଗୀତଂ ସମ୍ପୂର୍ଣ୍ଣମ୍ ॥ Note on usage of filler words hey (है), E (ए), Hari (हरि) etc: Numerous artists around the w...
ଷାଠିଏ ପଉଟି ଭୋଗରୁ ତୁମର କାଢ଼ିତ ନେଇନି ହରି - Sathie Pauti Bhogaru Tumara Kadhita Neini Hari Lyrics
== ଓଡ଼ିଆ == ଭଜନ : ଷାଠିଏ ପଉଟି ଭୋଗରୁ ତୁମର ଭାଷା : ଓଡ଼ିଆ ଆଲବମ : ଭଜନ ଶରଧା କଣ୍ଠ : ଭିକା ରି ବଳ ଗୀତିକାର : ରାଧାନାଥ ଦାସ ସଂଗୀତ ନିର୍ଦ୍ଦେଶକ : ବାଳକୃଷ୍ଣ ଦାସ ମସିହା : ୧୯୮୯ ଷାଠିଏ ପଉଟି ଭୋଗରୁ ତୁମର କାଢ଼ିତ ନେଇନି ହରି କୁହ ତେବେ କେଉଁ ଅପରାଧେ ମୋତେ କୁହ ତେବେ କେଉଁ ଅପରାଧେ ମୋତେ କଲ ଦାଣ୍ଡର ଭିକାରି କଲ ଦାଣ୍ଡର ଭିକାରି ଷାଠିଏ ପଉଟି ଭୋଗରୁ ତୁମର କାଢ଼ିତ ନେଇନି ହରି ଷାଠିଏ ପଉଟି ଭୋଗରୁ ତୁମର କାଢ଼ିତ ନେଇନି ହରି କୁହ ତେବେ କେଉଁ ଅପରାଧେ ମୋତେ କୁହ ତେବେ କେଉଁ ଅପରାଧେ ମୋତେ କଲ ଦାଣ୍ଡର ଭିକାରି କଲ ଦାଣ୍ଡର ଭିକାରି ଷାଠିଏ ପଉଟି ଭୋଗରୁ ତୁମର କାଢ଼ିତ ନେଇନି ହରି ॥ ଭିକାରି କରିବା ଯେବେ ତୁମ ଇଚ୍ଛା ଭିକାରି କରିବା ଯେବେ ତୁମ ଇଚ୍ଛା ନାହିଁ ମୋ ମନରେ ଦୁଃଖ ସିଂହଦ୍ଵାର ବିନା ଆନ ଦୁଆରକୁ ସିଂହଦ୍ଵାର ବିନା ଆନ ଦୁଆରକୁ ମୁଁ ମାଗି ଯିବି ନାହିଁ ଭିକ ଆହେ ଇଚ୍ଛାମୟ ଇଚ୍ଛାରେ ତୁମରି ଆହେ ଇଚ୍ଛାମୟ ଇଚ୍ଛାରେ ତୁମରି ଦିଅ ମୋର ଥାଳ ଭରି କଲ ଦାଣ୍ଡର ଭିକାରି କଲ ଦାଣ୍ଡର ଭିକାରି ଷାଠିଏ ପଉଟି ଭୋଗରୁ ତୁମର କାଢ଼ିତ ନେଇନି ହରି ॥୧॥ ଜାଣିଶୁଣି ଯେବେ ଚେଇଁ ଶୋଇଥିବ ପ୍ରଭୁହେ..ପ୍ରଭୁ.. ... ଜାଣିଶୁଣି ଯେବେ ଚେଇଁ ଶୋଇଥିବ ମୁଁ କହିବି କାହାକୁ ଆଉ ଆଉ କାହା ପାଶେ ପତାଇବି ହାତ ତୁମେ ପ୍ରଭୁ ଥାଉ ଥାଉ ଖାଲି ହାତେ ପଛେ ଫେରିଯିବି ପ୍ରଭୁ ଖାଲି ହାତେ...
ତୋ ଆଗରେ କିଛି ଧୂପ ମୋ ଆଗରେ କିଛି ଧୂପ - To Aagare Kichhi Dhupa Mo Aagare Kichhi Dhupa Lyrics
== ଓଡ଼ିଆ == ଭଜନ : ତୋ ଆଗରେ କିଛି ଧୂପ ମୋ ଆଗରେ କିଛି ଧୂପ ଭାଷା : ଓଡ଼ିଆ ଆଲବମ : ମୟୂର ଚନ୍ଦ୍ରିକା କଣ୍ଠ : ସୋନୁ ନିଗମ ଗୀତିକାର : ଶ୍ରୀକାନ୍ତ ଗୌତମ ସଂଗୀତ ନିର୍ଦ୍ଦେଶକ : ସରୋଜ ନନ୍ଦ ଲେବେଲ : ଟି ସିରିଜ୍ ମସିହା : ୧୯୯୪ ତୋ ଆଗରେ କିଛି ଧୂପ, ମୋ ଆଗରେ କିଛି ଧୂପ ତୋ ଦେହରେ କିଛି ଫୁଲ, ମୋ ଦେହରେ କିଛି ଫୁଲ ତୋ ପାଇଁ ଦୀପ ଟିଏ, ମୋ ପାଇଁ ଦୀପ ଟିଏ ତୋ ବେକରେ ମାଳ ଟିଏ, ମୋ ବେକରେ ମାଳ ଟିଏ ତୁ ବଡ଼ ଦାଣ୍ଡେ ଯିବୁ, ମୁଁ ବଡ଼ ଦାଣ୍ଡେ ଯିବୁ ତତେ ଟାଣି ଟାଣି ନେବେ, ମୋତେ ବୋହି ବୋହି ନେବେ ନନ୍ଦିଘୋଷରେ ତୁ ଯିବୁ, ମୁଁ ଯେ କୋକେଇରେ ଯିବି ଶ୍ରୀଗୁଣ୍ଡିଚାକୁ ତୁ ଯିବୁ, ମୁଁ ଯେ ସ୍ଵର୍ଗଦ୍ଵାର ଯିବି ନନ୍ଦିଘୋଷରେ ତୁ ଯିବୁ, ମୁଁ ଯେ କୋକେଇରେ ଯିବି ଶ୍ରୀଗୁଣ୍ଡିଚାକୁ ତୁ ଯିବୁ, ମୁଁ ଯେ ସ୍ଵର୍ଗଦ୍ଵାର ଯିବି କାଳିଆ...ରେ କାଳିଆ...କାଳିଆ... ॥୧॥ ତୋ ଆଗେ ହରିବୋଲ, ମୋ ଆଗେ ରାମ ନାମ ତୋ ଦେହେ ପାଟ ଲୁଗା, ମୋ ଦେହେ ଧଳା ଲୁଗା ତୋ ଆଗେ ହରିବୋଲ, ମୋ ଆଗେ ରାମ ନାମ ତୋ ଦେହେ ପାଟ ଲୁଗା, ମୋ ଦେହେ ଧଳା ଲୁଗା ତୋ ମଥାରେ ସିନ୍ଦୁର, ମୋ ମଥାରେ ଅଭିର ତୁ ବସି ବସି ଯିବୁ, ମୁଁ ଶୋଇ ଶୋଇ ଯିବି ତୁ ହାତେ ହାତେ ଯିବୁ, ମୁଁ କାନ୍ଧେ କାନ୍ଧେ ଯିବି ତୁ ଆଖି ମେଲି ଥିବୁ, ମୁଁ ଆଖି ବୁଜିଥିବି ତୁ ସଭିଙ୍କୁ ଦେଖୁଥିବୁ, ମୁଁ ଦେଖି ନପାରିବି ନନ୍ଦିଘୋଷରେ ତୁ ଯିବୁ, ମୁ...
କାଳିଜାଈରେ ସନ୍ଧ୍ୟା - Kalijaire Sandhya Kabita Lyrics
== ଓଡ଼ିଆ == କବିତା : କାଳିଜାଈରେ ସନ୍ଧ୍ୟା ଗୀତିକାର : ଡମ୍ବରୁଧର ପରିଡ଼ା କାତ ଧରି ଧୀରେ ନାଉରି ନାଆ ଦେଇଛି ମେଲି, ଉତ୍ତରା ପବନ ଆଗକୁ ଦିଏ ତଲେଇ ଠେଲି ॥ ନାଚି ନାଚି ଚାଲେ ତରଣୀ ନାଚେ ଶତ ତରଙ୍ଗ, ଉଡି ଆସି ଜଳେ ଭାସନ୍ତି କାହିଁ କେତେ ବିହଙ୍ଗ ॥ ହଂସ ହଂସରାଳୀ ଖେଳନ୍ତି ଢେଉ ଦୋଳିରେ ଖେଳ, ଆସିଲାଣି ଖରା ମଉଳି ଛାଇ ଲେଉଟା ବେଳ ॥ ମାଛରଙ୍କା ପକ୍ଷୀ ଉଡ଼ଇ ଡେଣା ଝାଡ଼ି ଆକାଶେ, ଲକ୍ଷ୍ୟ ରଖି ଜଳେ ବୁଡ଼ଇ ମୀନ ଧରିବା ଆଶେ ॥ ଚାହୁଁ ଚାହୁଁ ଯାଇ ଗଭୀର ଜଳେ ପଡିଲା ନାଆ, ଅକାତ ପାଣି ସେ ଗଣ୍ଡରେ କାଳିଜାଈ ତା ନାଆଁ ॥ କାତ ରଖି ନାବେ ନାଉରି ନେଲା ଆହୁଲା କରେ, ମା କାଳିଜାଈ ସୁମରି ମଙ୍ଗ ସଳଖି ଧରେ ॥ ନୀଳ ଊର୍ମିମାଳା ଉଠଇ ବହେ ପବନ ଖର, ଛିଟିକି ପଡ଼ଇ ନାଆରେ ପାଣି ଥରକୁ ଥର ॥ ନାଆ ପାଶେ ଖେଳେ ମଗର ବୁଡ଼ି ଛଟକି ଉଠେ, ଖେଳେ ଶିଶୁମାର ଶାଙ୍କୁଚ ପୁଣି ଲାଙ୍ଗୁଡ଼ ପିଟେ ॥ ପାରି ହୋଇ ଗଣ୍ଡ ବିଷମ ନାଆ ଲାଗିଲା କୂଳେ, ସୁଷମା ନିରେଖି ଉଠିଲା ଶ୍ୟାମ ଶଇଳ ଚୁଳେ ॥ ବୁଡ଼ି ଯାଉଥିଲେ ସବିତା ଦୂର ଭାଲେରି ଶିଖେ, ଉଡ଼ି ଆସୁଥିଲେ ବିହଙ୍ଗେ ସୁଖେ ଜଟିଆ ମୁଖେ ॥ ଅସ୍ତଗାମୀ ରବି କିରଣ ପଡ଼ି ଚିଲିକା ଜଳେ, ଦିଶଇ ପ୍ରବାଳ ବରଣ ଶୋଭା ବଚନ ବଳେ ॥ ଚଢେଇଗୁହାର ଶିଖକୁ ଚାହିଁ ଉଡ଼ଇ ଏରା, ଲୋହିତ ଧବଳ ପକ୍ଷରେ କେଡ଼େ ଦିଶଇ ତୋରା ॥ ଭାଲେରୀ ପାହାଡ଼ ଉହାଡ଼େ ଲୁଚି ଗଲେଣି ରବି, ପଶ୍ଚିମ ଆକାଶେ ଝଟକେ ...