Posts

Showing posts with the label ମାନ୍ନା ଦେ

Important Notice!
Struggling to find your favourite song? Find it easily within “The Smaranika”. Click on search icon (🔍) on top right, to search. Remember, how you search within "The Smaranika" is different from how you search on Google! Know the difference on FAQ page

ଯମୁନା ଯାଅନା ଯାଅନା ଯମୁନା - Jamuna jaona jaona jamuna Lyrics

Image
ଏ ଗୀତଟିରେ ବହୁ ଆଳାପ ରହିଛି । ସୁଧୀ ପାଠକବୃନ୍ଦଙ୍କୁ ଭୁଲ ଥିଲେ ତଳେ comment କରି ଜଣାଇବାକୁ ଅନୁରୋଧ । == ଓଡ଼ିଆ == ଫିଲ୍ମଗୀତ: ଯମୁନା ଯାଅନା ଯାଅନା ଯମୁନା  ଭାଷା: ଓଡ଼ିଆ  ଚଳଚିତ୍ର: ସାକ୍ଷୀ ଗୋପୀନାଥ କଣ୍ଠ: ମାନ୍ନା ଦେ ଗୀତିକାର: ଗଣେଶ ମହାପାତ୍ର     ସଙ୍ଗୀତ ନିର୍ଦ୍ଦେଶକ: ବାସୁଦେବ ରଥ ମସିହା: ୧୯୭୮ ଆ...ଆ...ଆ...ଆ...ଆ...ଆ...     ଯମୁନା ଯାଅନା ଯାଅନା ଯମୁନା କଦମ୍ବ ମୂଳରେ ଲୁଚିଛି ସେ କାହ୍ନା ମାନିନୀ ଯାଅନା କରନା ବାହାନା, ମାନ, ମୋ ମନା  ଯମୁନା ଯାଅନା ଯାଅନା ଯମୁନା କଦମ୍ବ ମୂଳରେ ଲୁଚିଛି ସେ କାହ୍ନା ମାନିନୀ ଯାଅନା କରନା ବାହାନା, ମାନ, ମୋ ମନା  ଯମୁନା ଯାଅନା ॥ ଗୋପପୁରରେ ବାଜୁଛି ଅପବାଦ ନାଗରା, ଶ୍ୟାମ ପ୍ରେମ ଫାଶରେ ଦେଲେ ରାଧା ଗୋ’ ଧରା ଗୋପପୁରରେ ବାଜୁଛି ଅପବାଦ ନାଗରା, ଶ୍ୟାମ ପ୍ରେମ ଫାଶରେ ଦେଲେ ରାଧା ଗୋ’ ଧରା ବାହୁନି ବାହୁନି କାନ୍ଦଇ ମନର ବୀଣା.. ସାଗାଧା..ସାଗାଧା..ସାଗାଧା..ସାଗାଧା.. ସାମାଗା..ସାମାଗା..ସାମାଗା..ସାମାଗା.. ମାଗାସା..ଗାସାନି..ସାନିଧା..ନିଧାମା..ଗାମାଗା..ମାଗାସା..ଗାସାନି..ଧା..                             ମାନିନୀ ଯାଅନା କରନା ବାହାନା  ମାନ, ମୋ ମନା ଯମୁନା...

ଗତ ସପ୍ତାହର "ଦି ସ୍ମରଣିକା" ପାଠକଙ୍କ ଆଦୃତ ଲେଖା ସମୂହ

ଦାମୋଦର ଅଷ୍ଟକଂ ଓଡ଼ିଆରେ - Damodara Ashtakam Lyrics in odia

ଶ୍ରିତ କମଲା କୁଚ ମଣ୍ଡଲ (ମଙ୍ଗଲ ଗୀତମ୍) ଶ୍ରୀ ଜୟଦେବ କୃତ ଗୀତ ଗୋବିନ୍ଦ - Shrita Kamla Kucha Mandala (Mangala Geetam) Shri Jayadev Krita Gita Govinda Lyrics

ଷାଠିଏ ପଉଟି ଭୋଗରୁ ତୁମର କାଢ଼ିତ ନେଇନି ହରି - Sathie Pauti Bhogaru Tumara Kadhita Neini Hari Lyrics

ତୋ ଆଗରେ କିଛି ଧୂପ ମୋ ଆଗରେ କିଛି ଧୂପ - To Aagare Kichhi Dhupa Mo Aagare Kichhi Dhupa Lyrics

କାଳିଜାଈରେ ସନ୍ଧ୍ୟା - Kalijaire Sandhya Kabita Lyrics

ନିକଟରେ ମିଳିଥିବା ମନ୍ତବ୍ୟ ସବୁ

ଦି ସ୍ମରଣିକା କ୍ଵିକ୍ ଲିଙ୍କ ସମୂହ