Posts

Showing posts with the label ଗୁରୁକୃଷ୍ଣ ଗୋସ୍ୱାମୀ

Important Notice!
Struggling to find your favourite song? Find it easily within “The Smaranika”. Click on search icon (🔍) on top right, to search. Remember, how you search within "The Smaranika" is different from how you search on Google! Know the difference on FAQ page

ତୁମକୁ ପାରୁନି ତ ଭୁଲି - Tumaku Paruni Ta Bhuli Lyrics

Image
== ଓଡ଼ିଆ== ଫିଲ୍ମଗୀତ : ତୁମକୁ ପାରୁନି ତ ଭୁଲି ଭାଷା : ଓଡ଼ିଆ ଚଳଚିତ୍ର : ଅରୁନ୍ଧତି କଣ୍ଠ : ମହମ୍ମଦ ରଫି ଗୀତିକାର : ଗୁରୁକୃଷ୍ଣ ଗୋସ୍ୱାମୀ ସଙ୍ଗୀତ ନିର୍ଦ୍ଦେଶକ : ଶାନ୍ତନୁ ମହାପାତ୍ର ମସିହା : ୧୯୬୮ ତୁମକୁ ପାରୁନି ତ ଭୁଲି ହାଏ.. ତୁମକୁ ପାରୁନି ତ ଭୁଲି ହାଏ.. ତୁମକୁ ପାରୁନି ତ ଭୁଲି ମୁହଁରେ ହସ ଏ ଛାତିରେ ଦରଜ ରଖି ମୁଁ ଯାଉଛି ଯେ ଚାଲି ହାଏ.. ତୁମକୁ ପାରୁନି ତ ଭୁଲି ॥୧॥   ହୋ.. ବରଷା ନ ହେଲେ ଶୁଖେ ସିନା ପାଣି ଉଭେଇ ଯାଏନା ନଈ ବରଷା ନ ହେଲେ ଶୁଖେ ସିନା ପାଣି ଉଭେଇ ଯାଏନା ନଈ ଆ.. ସୁଖ ନ ମିଳିଲେ ଦୁଃଖରେ ମଣିଷ ରହୁଚି ତ ପୁଣି ଜୀଇଁ କୁହ କି ଲାଭ ହାଏ ହାଏ କରି ହାଏ.. ତୁମକୁ ପାରୁନି ତ ଭୁଲି ॥୨॥  ହୋ.. ମହକ ନ ଥିବା ଫୁଲ ଯଦି ଫୁଟେ ଏ ଦୁନିଆ ବଗିଚାରେ ମହକ ନ ଥିବା ଫୁଲ ଯଦି ଫୁଟେ ଏ ଦୁନିଆ ବଗିଚାରେ ଆ.. ସାଥି ନ ମିଳିଲେ ଦୁଃଖ କାହିଁକି ଏକା ହୋଇ ଚାଲିବାରେ ହାଏ.. ଏକା ହୋଇ ଚାଲିବାରେ କୁହ କି ଲାଭ ହାଏ ହାଏ କରି ହାଁ.. ତୁମକୁ ପାରୁନି ତ ଭୁଲି ହାଁ.. ତୁମକୁ ପାରୁନି ତ ଭୁଲି ॥୩॥ YouTube ରେ ତୁମକୁ ପାରୁନି ତ ଭୁଲି == English == Movie Song : Tumaku Paruni Ta Bhuli Language : Odia Film : Arundhati Singer : Mohammed Rafi Lyrics : Gurukrushna Goswami Music Director : Shantanu Mohapat...

ଗତ ସପ୍ତାହର "ଦି ସ୍ମରଣିକା" ପାଠକଙ୍କ ଆଦୃତ ଲେଖା ସମୂହ

ଦାମୋଦର ଅଷ୍ଟକଂ ଓଡ଼ିଆରେ - Damodara Ashtakam Lyrics in odia

ଶ୍ରିତ କମଲା କୁଚ ମଣ୍ଡଲ (ମଙ୍ଗଲ ଗୀତମ୍) ଶ୍ରୀ ଜୟଦେବ କୃତ ଗୀତ ଗୋବିନ୍ଦ - Shrita Kamla Kucha Mandala (Mangala Geetam) Shri Jayadev Krita Gita Govinda Lyrics

ଷାଠିଏ ପଉଟି ଭୋଗରୁ ତୁମର କାଢ଼ିତ ନେଇନି ହରି - Sathie Pauti Bhogaru Tumara Kadhita Neini Hari Lyrics

ତୋ ଆଗରେ କିଛି ଧୂପ ମୋ ଆଗରେ କିଛି ଧୂପ - To Aagare Kichhi Dhupa Mo Aagare Kichhi Dhupa Lyrics

କାଳିଜାଈରେ ସନ୍ଧ୍ୟା - Kalijaire Sandhya Kabita Lyrics

ନିକଟରେ ମିଳିଥିବା ମନ୍ତବ୍ୟ ସବୁ

ଦି ସ୍ମରଣିକା କ୍ଵିକ୍ ଲିଙ୍କ ସମୂହ