Posts

Showing posts with the label କବିସୂର୍ଯ୍ୟ ବଳଦେବ ରଥ

Important Notice!
Struggling to find your favourite song? Find it easily within “The Smaranika”. Click on search icon (🔍) on top right, to search. Remember, how you search within "The Smaranika" is different from how you search on Google! Know the difference on FAQ page

ବାଧିଲା ଜାଣି କ୍ଷମା କର ନୋହିଲେ ରମା - Badhila Jani Khyama Kara Nohile Rama Lyrics

Image
== ଓଡ଼ିଆ == ଗୀତ : ବାଧିଲା ଜାଣି କ୍ଷମା କର ନୋହିଲେ ରମା ଭାଷା : ଓଡ଼ିଆ ଆଲବମ : ଜଗବନ୍ଧୁ ହେ ଗୋସାଇଁ କଣ୍ଠ : ଭିକା ରି ବଳ ଗୀତିକାର : କବିସୂର୍ଯ୍ୟ ବଳଦେବ ରଥ ସଂଗୀତ ନିର୍ଦ୍ଦେଶନା : ପାରମ୍ପରିକ ବାଧିଲା ଜାଣି କ୍ଷମା କର ନୋହିଲେ ରମା- ରମଣ ଦଣ୍ଡେ ଦିଅ ଟାଳି ତୁମ୍ଭଙ୍କୁ ଜଗନ୍ନାଥ! ଆଜ ମୋ ମନୋରଥ ଭରତି କରିଦେବି ଗାଳି ହେ..ଏ.. କୃପାନିଧି କରୁଣାସିନ୍ଧୁ ବୋଲି କରି କହନ୍ତି ବୁଧେ ଡରି ମରି କାଳ ସର୍ପ ଆପଣ କବଳ କର ପ୍ରାଣ ପବନମାନଙ୍କୁ ସବୁରି ହେ..ଏ.. କୃପାନିଧି ॥୧॥  ଜଳଧି ଅନ୍ତେ ନିଜ ଘର ଦେବାଧିରାଜ ବୁଡ଼ାଇ ଦେଇଛ ଆପଣ ତୁମ୍ଭରି ସିନା ଘେନ ଆଶ୍ଚର୍ଯ୍ୟ ନୋହେ ଆନ ଜନର ଘରବୁଡ଼ା ପଣ ହେ..ଏ.. କୃପାନିଧି ଭୁଜଙ୍ଗ ସାମ୍ୟ ଆମ୍ଭ ତୁଲେ ବତାଅ ବୋଲି ଆଜ୍ଞା ହେଲେ ମୁଁ ନୁହେଁ ଘରବୁଡ଼ା ବତାଇବାକୁ ଛିଡ଼ା ହୋଇଛି ବତାଇବି ଭଲେ ହେ..ଏ.. କୃପାନିଧି ॥୨॥  ତାହାକୁ ବୋଲି ଚକ୍ରୀ ଚକ୍ର ଥିବାରୁ ଚକ୍ରୀ ତୁମ୍ଭେ ତ ବୋଲାଅ ମଣ୍ଡଳେ ବେଭାରେ କୁଣ୍ଡଳୀ ସେ ଆପଣ ତ ବିଶେଷେ ଭୂଷିତ ମକର କୁଣ୍ଡଳେ ହେ..ଏ.. କୃପାନିଧି ଅଦୃଶ୍ୟ ହେବାରୁ ତା' ପାଦ ତାହାକୁ ବୋଲି ଗୂଢ଼ପାଦ ଆପଣ ଚରଣ ତ ବିରଞ୍ଚିକିକୁ ଗୁପତ କାହିଁ ତା'ଠାରୁ ତୁମ୍ଭ ଭେଦ ହେ..ଏ.. କୃପାନିଧି ॥୩॥  ହେବ ବା ଅବଧାନେ ତାହାକୁ ତ୍ରିଭୁବନେ ବୋଲନ୍ତି କକୋଦର ନରେ ଏ ତ୍ରପିଷ୍ଟକ ଯାକ ମଧ୍ୟେ ଗୋଟିଏ କାକ ନାହିଁକି ତୁମ୍ଭ...

ଜଗତେ କେବଳ ଜନେ ହସିବେ - Jagate Kebala Jane Hasibe Lyrics

Image
ଫଟୋ କ୍ରେଡିଟ୍ : ଗାଈ ଫଟୋ ୱିକିପିଡିଆ ଓ ଘୁଷୁରି ଫଟୋ ୱିକିମିଡିଆ କମନ୍ସ ରୁ ସଂଗୃହିତ ଗୀତ : ଜଗତେ କେବଳ ଜନେ ହସିବେ ଭାଷା : ଓଡ଼ିଆ କଣ୍ଠ : ନମିତା ଅଗ୍ରୱାଲ ଗୀତିକାର : କବିସୂର୍ଯ୍ୟ ବଳଦେବ ରଥ (୧୭୮୯-୧୮୪୫) ଲେବେଲ : ସାର୍ଥକ ମ୍ୟୁଜିକ ମସିହା : ୨୦୦୩ ଜଗତେ କେବଳ         ଜନେ ହସିବେ ଏହି ତହୁଁ ଫଳ ଜଟିଳ କରି ସ୍କନ୍ଧରୋମରାଜି         ଶିଖରୀ ଦରୀରେ ମରୁ ଗରଜି କୁଟିଳ କରି ଭ୍ରୁକୁଟିକୁ ଚାହୁଁ        ସରମା କଣ୍ଠୀରବ ହେବ କାହୁଁ ॥୧॥   ଅଲକତ ଦ୍ରବ ନୟନେ ବୋଳି        ରସାଳ ଗହଳ ଶାଖାରେ ଖେଳି କବଳ କରୁ ତା କଳିକଳାପ        କାକ କି କରିବ ପଞ୍ଜମାଳାପ ॥୨॥   ବରଜୀବ ରସେ ଦେଇ ମାନସ        ବରଜି ବରଷେ ଅମେଧ୍ୟ ଗ୍ରାସ ଦେହେ ମନ୍ଦାକିନୀ ରଜ ଲଗାଇ        ଗ୍ରାମ ଶୂକରୀ କି ହୋଇବ ଗାଈ ॥୩॥   ଚଞ୍ଚୁ ଚରଣେ ଲଗାଇ ହିଙ୍ଗୁଳ        ନିଜ ତୁଣ୍ଡେ ମଣ୍ଡି ଖଣ୍ଡ-ମୃଣାଳ ଚାଲୁଁ ପୂର୍ବ ଅଙ୍ଗ ବୁଲାଇ ବକୀ        ...

ଗତ ସପ୍ତାହର "ଦି ସ୍ମରଣିକା" ପାଠକଙ୍କ ଆଦୃତ ଲେଖା ସମୂହ

ଦାମୋଦର ଅଷ୍ଟକଂ ଓଡ଼ିଆରେ - Damodara Ashtakam Lyrics in odia

ଶ୍ରିତ କମଲା କୁଚ ମଣ୍ଡଲ (ମଙ୍ଗଲ ଗୀତମ୍) ଶ୍ରୀ ଜୟଦେବ କୃତ ଗୀତ ଗୋବିନ୍ଦ - Shrita Kamla Kucha Mandala (Mangala Geetam) Shri Jayadev Krita Gita Govinda Lyrics

ଷାଠିଏ ପଉଟି ଭୋଗରୁ ତୁମର କାଢ଼ିତ ନେଇନି ହରି - Sathie Pauti Bhogaru Tumara Kadhita Neini Hari Lyrics

ତୋ ଆଗରେ କିଛି ଧୂପ ମୋ ଆଗରେ କିଛି ଧୂପ - To Aagare Kichhi Dhupa Mo Aagare Kichhi Dhupa Lyrics

କାଳିଜାଈରେ ସନ୍ଧ୍ୟା - Kalijaire Sandhya Kabita Lyrics

ନିକଟରେ ମିଳିଥିବା ମନ୍ତବ୍ୟ ସବୁ

ଦି ସ୍ମରଣିକା କ୍ଵିକ୍ ଲିଙ୍କ ସମୂହ