Posts
Showing posts from August, 2021
Google ରେ ଓଡ଼ିଆରେ ହିଁ search କରନ୍ତୁ!
ସମସ୍ତ ଓଡ଼ିଆ କ୍ୟାଲେଣ୍ଡର
Facebook ରେ ଯୋଡ଼ନ୍ତୁ
|
Twitter ରେ ଯୋଡ଼ନ୍ତୁ
Important Notice!
Struggling to find your favourite song? Find it easily within “The Smaranika”. Click on search icon (🔍) on top right, to search. Remember, how you search within "The Smaranika" is different from how you search on Google! Know the difference on FAQ page
ଲେଖାରେ ଭୁଲ ଥିଲେ ତଳେ comment କରି ଜଣାଇବାକୁ ଅନୁରୋଧ । == ଓଡ଼ିଆ == ଗୀତ : ଲିକିରି ଝିକିରି ଡାଲ୍ କୁଡ଼ିଆ ଭାଷା : ସମ୍ବଲପୁରୀ ଚଳଚିତ୍ର : ଆଦିମ୍ ବିଚାର୍ କଣ୍ଠ : ସର୍ବେଶ୍ଵର ଭୋଇ ଗୀତିକାର : ସର୍ବେଶ୍ଵର ଭୋଇ ସଙ୍ଗୀତ ନିର୍ଦ୍ଦେଶକ : ପଙ୍କଜ ଜାଲ, ଘସିରାମ ମିଶ୍ର ମସିହା : ୨୦୧୪ (ପୁ-ସମସ୍ତେ) ତାରାରାରା..ରାରା.. ରାରାରାରା..ରାରା ରାରାରାରା..ରାରା.. ରାରାରାରା.. (ପୁ) ଲିକିରି ଝିକିରି ଡାଲ୍ କୁଡ଼ିଆ ମନ କାଇଁ ପର୍ଫୁଲ କିଚିରି ମିଚିରି ବାବୁଲି ବାଲ୍ୟା ମନ କାଇଁ ପର୍ଫୁଲ ଗୁଞ୍ଜୁରୁ ଗୁଞ୍ଜା ରାଇଜ ରଜା ପାନି ପରା ନିର୍ମଲ ପିଞ୍ଜିରି ପିଞ୍ଜା ମନ୍କେ ବୁଝା ରସିକିଆ ନିର୍ମଲ ତୁଇ ସକାଲୁ ଉଠ୍ବୁ ଝଟ୍ କରି ଲୁଣ ସର୍କା ମାର୍ବୁ ଫଟ୍ କରି କଁସା ବାସନ ମାଜ୍ବୁ ସଟ୍ କରି ଗଧାଗାଧି ଗୁଡେ ଯିବୁ ସୁଟ୍ କରି ରନ୍ଧା ରାନ୍ଧ୍ବୁ ନନୀରେ କଣ୍ଟ୍ କରି ବଢ଼ା ବାଢ଼୍ବୁ ସୁନାରେ ଅଟ୍ପାରି ନେଇଁ ବସ୍ବୁ କେନ୍ଲେ ଲଟ୍କରି ବନ୍ଧୁ ସିଆନକେ ଦେବୁ ଖଟ୍ ପାରି ଲିକିରି ଝିକିରି ଡାଲ୍ କୁଡ଼ିଆ ମନ କାଇଁ ପର୍ଫୁଲ କିଚିରି ମିଚିରି ବାବୁଲି ବାଲ୍ୟା ମନ କାଇଁ ପର୍ଫୁଲ ଗୁଞ୍ଜୁରୁ ଗୁଞ୍ଜା ରାଇଜ ରଜା ପାନି ପରା ନିର୍ମଲ ପିଞ୍ଜିରି ପିଞ୍ଜା ମନ୍କେ ବୁଝା ରସିକିଆ ନିର୍ମଲ (ପୁ-ସମସ୍ତେ) ତାନ୍ନାନା.. ନାନିନା..ନାନା ତାନ୍ନାନା.. ନାନିନା..ନାନା ତାନ୍ନାନା.. ନାନିନା..ନାନା ନାନ୍ନା ନାନ୍ନା ନା (ଝି-ସମସ୍ତେ) ତାନ...
ଗତ ସପ୍ତାହର "ଦି ସ୍ମରଣିକା" ପାଠକଙ୍କ ଆଦୃତ ଲେଖା ସମୂହ
== ଓଡ଼ିଆ == ଗୀତ : ଶ୍ରିତ କମଲା କୁଚ ମଣ୍ଡଲ ଭାଷା : ସଂସ୍କୃତ ପୋଥି / ପୁସ୍ତକ : ଗୀତ ଗୋବିନ୍ଦ କଣ୍ଠ : ନମିତା ଅଗ୍ରୱାଲ ଗୀତିକାର : ଶ୍ରୀ ଜୟଦେବ ଗୋସ୍ଵାମୀ ସଙ୍ଗୀତ ନିର୍ଦ୍ଦେଶକ : ରାଖାଲ ମହାନ୍ତି ମସିହା : ୨୦୦୬ ଶ୍ରିତ-କମଲା-କୁଚ-ମଣ୍ଡଲ, ଧୃତ-କୁଣ୍ଡଲ କଲିତ-ଲଲିତ-ବନମାଲ, ଜୟ ଜୟ ଦେବ ହରେ ॥୧॥ ଦିନମଣି-ମଣ୍ଡଲ-ମଣ୍ଡନ, ଭବ-ଖଣ୍ଡନ ମୁନିଜନ-ମାନସ-ହଂସ, ଜୟ ଜୟ ଦେବ ହରେ ॥୨॥ କାଲିୟ-ବିଷଧର-ଗଞ୍ଜନ, ଜନ-ରଞ୍ଜନ ୟଦୁକୁଲ-ନଲିନ-ଦିନେଶ, ଜୟ ଜୟ ଦେବ ହରେ ॥୩॥ ମଧୁ-ମୁର-ନରକ-ବିନାଶନ, ଗରୁଡ଼ାସନ ସୁରକୁଲ-କେଲି-ନିଦାନ, ଜୟ ଜୟ ଦେବ ହରେ ॥୪॥ ଅମଲ-କମଲ-ଦଲ-ଲୋଚନ, ଭବ-ମୋଚନ ତ୍ରିଭୁବନ-ଭବନ-ନିଧାନ, ଜୟ ଜୟ ଦେବ ହରେ ॥୫॥ ଜନକ-ସୁତାକୃତ-ଭୂଷଣ, ଜିତ-ଦୂଷଣ ସମର-ଶମିତ-ଦଶକଣ୍ଠ, ଜୟ ଜୟ ଦେବ ହରେ ॥୬॥ ଅଭିନବ-ଜଲଧର-ସୁନ୍ଦର, ଧୃତ-ମନ୍ଦର ଶ୍ରୀମୁଖ-ଚନ୍ଦ୍ର-ଚକୋର, ଜୟ ଜୟ ଦେବ ହରେ ॥୭॥ ତବ ଚରଣେ ପ୍ରଣତାବୟମ୍, ଇତି ଭାବୟ କୁରୁ କୁଶଲଂ ପ୍ରଣତେଷୁ, ଜୟ ଜୟ ଦେବ ହରେ ॥୮॥ ଶ୍ରୀ-ଜୟଦେବ-କବେରିଦଂ, କୁରୁତେ ମୁଦମ୍ ମଙ୍ଗଳମ୍-ଉଜ୍ଜ୍ୱଳ-ଗୀତଂ, ଜୟ ଜୟ ଦେବ ହରେ ॥୯॥ ଇତି ଶ୍ରୀ ଜୟଦେବ ବିରଚିତଂ ମଙ୍ଗଲଗୀତଂ ସମ୍ପୂର୍ଣ୍ଣମ୍ ॥ Note on usage of filler words hey (है), E (ए), Hari (हरि) etc: Numerous artists around the w...
ତୋ ଆଗରେ କିଛି ଧୂପ ମୋ ଆଗରେ କିଛି ଧୂପ - To Aagare Kichhi Dhupa Mo Aagare Kichhi Dhupa Lyrics
== ଓଡ଼ିଆ == ଭଜନ : ତୋ ଆଗରେ କିଛି ଧୂପ ମୋ ଆଗରେ କିଛି ଧୂପ ଭାଷା : ଓଡ଼ିଆ ଆଲବମ : ମୟୂର ଚନ୍ଦ୍ରିକା କଣ୍ଠ : ସୋନୁ ନିଗମ ଗୀତିକାର : ଶ୍ରୀକାନ୍ତ ଗୌତମ ସଂଗୀତ ନିର୍ଦ୍ଦେଶକ : ସରୋଜ ନନ୍ଦ ଲେବେଲ : ଟି ସିରିଜ୍ ମସିହା : ୧୯୯୪ ତୋ ଆଗରେ କିଛି ଧୂପ, ମୋ ଆଗରେ କିଛି ଧୂପ ତୋ ଦେହରେ କିଛି ଫୁଲ, ମୋ ଦେହରେ କିଛି ଫୁଲ ତୋ ପାଇଁ ଦୀପ ଟିଏ, ମୋ ପାଇଁ ଦୀପ ଟିଏ ତୋ ବେକରେ ମାଳ ଟିଏ, ମୋ ବେକରେ ମାଳ ଟିଏ ତୁ ବଡ଼ ଦାଣ୍ଡେ ଯିବୁ, ମୁଁ ବଡ଼ ଦାଣ୍ଡେ ଯିବୁ ତତେ ଟାଣି ଟାଣି ନେବେ, ମୋତେ ବୋହି ବୋହି ନେବେ ନନ୍ଦିଘୋଷରେ ତୁ ଯିବୁ, ମୁଁ ଯେ କୋକେଇରେ ଯିବି ଶ୍ରୀଗୁଣ୍ଡିଚାକୁ ତୁ ଯିବୁ, ମୁଁ ଯେ ସ୍ଵର୍ଗଦ୍ଵାର ଯିବି ନନ୍ଦିଘୋଷରେ ତୁ ଯିବୁ, ମୁଁ ଯେ କୋକେଇରେ ଯିବି ଶ୍ରୀଗୁଣ୍ଡିଚାକୁ ତୁ ଯିବୁ, ମୁଁ ଯେ ସ୍ଵର୍ଗଦ୍ଵାର ଯିବି କାଳିଆ...ରେ କାଳିଆ...କାଳିଆ... ॥୧॥ ତୋ ଆଗେ ହରିବୋଲ, ମୋ ଆଗେ ରାମ ନାମ ତୋ ଦେହେ ପାଟ ଲୁଗା, ମୋ ଦେହେ ଧଳା ଲୁଗା ତୋ ଆଗେ ହରିବୋଲ, ମୋ ଆଗେ ରାମ ନାମ ତୋ ଦେହେ ପାଟ ଲୁଗା, ମୋ ଦେହେ ଧଳା ଲୁଗା ତୋ ମଥାରେ ସିନ୍ଦୁର, ମୋ ମଥାରେ ଅଭିର ତୁ ବସି ବସି ଯିବୁ, ମୁଁ ଶୋଇ ଶୋଇ ଯିବି ତୁ ହାତେ ହାତେ ଯିବୁ, ମୁଁ କାନ୍ଧେ କାନ୍ଧେ ଯିବି ତୁ ଆଖି ମେଲି ଥିବୁ, ମୁଁ ଆଖି ବୁଜିଥିବି ତୁ ସଭିଙ୍କୁ ଦେଖୁଥିବୁ, ମୁଁ ଦେଖି ନପାରିବି ନନ୍ଦିଘୋଷରେ ତୁ ଯିବୁ, ମୁ...
ନୀଳାଚଳ ଧାମ ଯାଇ ମୁଁ ପାରୁନି - Nilachala Dhama Jai Mun Paruni Lyrics
== ଓଡ଼ିଆ == ଭଜନ : ନୀଳାଚଳ ଧାମ ଯାଇ ମୁଁ ପାରୁନି ଭାଷା : ଓଡ଼ିଆ କଣ୍ଠ : ଶ୍ରୀଚରଣ ମହାନ୍ତି ଗୀତିକାର : ଅରୁଣ ମନ୍ତ୍ରୀ ହେ.... ଜଗନ୍ନାଥ... ହେ... ଜଗନ୍ନାଥ... ଜଗନ୍ନାଥ... ହେ... ଜଗନ୍ନାଥ... ନୀଳାଚଳ ଧାମ ଯାଇ ମୁଁ ପାରୁନି (୨) ଏଇଠି କରୁଚି ଦଣ୍ଡବତ ହେ ଜଗନ୍ନାଥ, ହେ ଜଗନ୍ନାଥ ହେ ଜଗନ୍ନାଥ, ହେ ଜଗନ୍ନାଥ ତୁମ ନନ୍ଦିଘୋଷ ଟାଣି ମୁଁ ପାରୁନି (୨) ଏଇଠି ଗଢ଼ିଚି ବାଲି ରଥ ହେ ଜଗନ୍ନାଥ, ହେ ଜଗନ୍ନାଥ ହେ ଜଗନ୍ନାଥ, ହେ ଜଗନ୍ନାଥ ॥ ଜୀବନର ବାଟ ଭାରି ଅଙ୍କା ବଙ୍କା ବିଚରା ବାଟୋଇ ଛାତିରେ ଛନକା ମୁଁ ସେଇ ବାଟୋଇ ଭାରି ଏକା ଏକା ପାଦେ ପାଦେ ଆଜି ଦଉଚି ପରୀକ୍ଷା ଏଇଠି ଥାଇ ମୁଁ ଯାଚୁଚି ନଡ଼ିଆ (୨) ବଢ଼େଇ ନିଅ ହେ ତୁମ ହାତ ହେ ଜଗନ୍ନାଥ, ହେ ଜଗନ୍ନାଥ ହେ ଜଗନ୍ନାଥ, ହେ ଜଗନ୍ନାଥ ॥୧॥ ଭାରି ଛନ୍ଦା ଛନ୍ଦି ପାପୁଲି ର ରେଖା ଘଟୁଚି ଘଟିବ ଯାହା ଅଛି ଲେଖା କଉ ଦିନ ପ୍ରଭୁ ହବ ତୁମ ଦେଖା ସେଦିନ ସେ ଯାଏଁ କରିଚି ଅପେକ୍ଷା ଜୀବ ଯିବା ଯାଏଁ ତୁମ କୃପା ଥାଉ (୨) ମାଗୁନି ସରଗ ପାରିଜାତ ହେ ଜଗନ୍ନାଥ, ହେ ଜଗନ୍ନାଥ ହେ ଜଗନ୍ନାଥ, ହେ ଜଗନ୍ନାଥ ॥୨॥ ନୀଳାଚଳ ଧାମ ଯାଇ ମୁଁ ପାରୁନି (୨) ଏଇଠି କରୁଚି ଦଣ୍ଡବତ ହେ ଜଗନ୍ନାଥ, ହେ ଜଗନ୍ନାଥ ହେ ଜଗନ୍ନାଥ, ହେ ଜଗନ୍ନାଥ ॥ YouTube ରେ ନୀଳାଚଳ ଧାମ ଯାଇ ମୁଁ ପାରୁନି =...
ଜଗନ୍ନାଥାଷ୍ଟକଂ (ଜଗନ୍ନାଥ ଅଷ୍ଟକଂ) - Jagannath Ashtakam Lyrics
By
Satyaranjan Mohanty
-
== ଓଡ଼ିଆ == ଶ୍ଳୋକ / ଭଜନ : ଶ୍ରୀ ଜଗନ୍ନାଥାଷ୍ଟକଂ (ଜଗନ୍ନାଥ ଅଷ୍ଟକଂ) ଭାଷା : ସଂସ୍କୃତ କଣ୍ଠ : ପଣ୍ଡିତ ସୂର୍ୟନାରାୟଣ ରଥଶର୍ମା ଗୀତିକାର : ଆଦି ଶଙ୍କାରାଚାର୍ଯ୍ୟ କଦାଚିତ୍ କାଳିନ୍ଦୀ ତଟ ବିପିନ ସଙ୍ଗୀତ କରବୋ ମୁଦାଭୀରୀ ନାରୀ ବଦନ କମଳାସ୍ଵାଦ ମଧୁପଃ ରମା ଶମ୍ଭୁ ବ୍ରହ୍ମାମର ପତି ଗଣେଶାର୍ଚିତ ପଦୋ ଜଗନ୍ନାଥଃ ସ୍ଵାମୀ ନୟନ ପଥ ଗାମୀ ଭବତୁ ମେ ॥୧॥ ଭୁଜେ ସବ୍ୟେ ବେଣୁଂ ଶିରସି ଶିଖି ପୁଛଂ କଟି ତଟେ ଦୁକୂଳଂ ନେତ୍ରାନ୍ତେ ସହଚର କଟାକ୍ଷଂ ବିଦଧତେ ସଦା ଶ୍ରୀମଦ ବୃନ୍ଦାବନ ବସତି ଲୀଲା ପରିଚୟୋ ଜଗନ୍ନାଥଃ ସ୍ଵାମୀ ନୟନ ପଥ ଗାମୀ ଭବତୁ ମେ ॥୨॥ ମହାମ୍ଭୋଧେସ୍ତୀରେ କନକ ରୁଚିରେ ନୀଳ ଶିଖରେ ବସନ୍ ପ୍ରାସାଦାନ୍ତଃ ସହଜ ବଲଭଦ୍ରେଣ ବଳିନା ସୁଭଦ୍ରା ମଧ୍ୟସ୍ଥଃ ସକଳ ସୁର ସେବା ବସରଦୋ ଜଗନ୍ନାଥଃ ସ୍ଵାମୀ ନୟନ ପଥ ଗାମୀ ଭବତୁ ମେ ॥୩॥...
ନନ୍ଦିଘୋଷ ତୋର ଅଟକି ଗଲା ବଡ଼ଶଙ୍ଖ ଠାରେ - Nandighosa Tora Ataki Gala Badashankha Thare lyrics
== ଓଡ଼ିଆ == ଗୀତ : ନନ୍ଦିଘୋଷ ତୋର ଅଟକି ଗଲା ଭାଷା : ଓଡ଼ିଆ କଣ୍ଠ : ବସନ୍ତ ପାତ୍ର ଗୀତିକାର : ଅରବିନ୍ଦ ମୁଦୁଲି ସଂଗୀତ ନିର୍ଦ୍ଦେଶକ : ଅରବିନ୍ଦ ମୁଦୁଲି ମସିହା : ୨୦୦୪ ନନ୍ଦିଘୋଷ ତୋର… ଅଟକି ଗଲା... ବଡ଼ଶଙ୍ଖ ଠାରେ ॥ ନନ୍ଦିଘୋଷ ତୋର ଅଟକି ଗଲା ବଡ଼ଶଙ୍ଖ ଠାରେ (୨) କିଏ ସେ ଭକତ ଏତେ ଆପଣାର (୨) ଡ଼ାକିଲା ଚନ୍ଦନପୁରେ (୨) କାଳିଆରେ କାଳିଆରେ କାଳିଆରେ ଡ଼ାକିଲା ଚନ୍ଦନପୁରେ ନନ୍ଦିଘୋଷ ତୋର ଅଟକି ଗଲା ବଡ଼ଶଙ୍ଖ ଠାରେ ନନ୍ଦିଘୋଷ ତୋର… ॥ ତୁଯେ ଭକତର ଭକତ ତୋହର, ସେଲାଗି ଉଡ଼ାଉ ନେତ (୨) ଭକତର ଦୁଃଖ କେମିତି ସହିବୁ (୨) ତେଣୁ ତୁ ରଖିଲୁ ରଥ ପଡ଼ିଗଲା ହୁରି ଚଉଦିଗ ପୁରି (୨) ଭକ୍ତ ଆସେ ନୀଳାଚଳେ (୨) କାଳିଆରେ କାଳିଆରେ କାଳିଆରେ ଡ଼ାକିଲା ଚନ୍ଦନପୁରେ ନନ୍ଦିଘୋଷ ତୋର ଅଟକି ଗଲା ବଡ଼ଶଙ୍ଖ ଠାରେ ନନ୍ଦିଘୋଷ ତୋର… ॥ ୧ ॥ ମା ଯାଚିଥିଲା ପୁଅଟିଏ ହେଲେ, ଟାଣିବ ତୋ ନନ୍ଦିଘୋଷ (୨) ଭାବଗ୍ରାହି ତୁହି ଭକ୍ତ ଭାବ ବୁଝି (୨) ଦେଲୁ ମା ଓଠରେ ହସ ବାର ବରଷରେ ଲାଗିଲା ତୋ ଡୋରି (୨) ଭକ୍ତ ରୁଣ ସୁଝ ପରେ (୨) କାଳିଆରେ କାଳିଆରେ କାଳିଆରେ ଭକ୍ତ ରୁଣ ସୁଝ ପରେ ॥ ୨ ॥ ନନ୍ଦିଘୋଷ ତୋର ଅଟକି ଗଲା ବଡ଼ଶଙ୍ଖ ଠାରେ (୨) କିଏ ସେ ଭକତ ଏତେ ଆପଣାର (୨) ଡ଼ାକିଲା ଚନ୍ଦନପୁରେ (୨) କାଳିଆରେ କାଳିଆରେ କାଳିଆରେ ଡ଼ାକିଲା ଚନ୍ଦନପୁରେ (୩) ॥ YouTube ରେ...