Important Notice!
Struggling to find your favourite song? Find it easily within “The Smaranika”. Click on search icon (🔍) on top right, to search. Remember, how you search within "The Smaranika" is different from how you search on Google! Know the difference on FAQ page

କାଞ୍ଚିରେ କାଞ୍ଚିରେ ଚାହେନା ମୁଁ କିଛିରେ - Kanchire kanchire chahena mun kichhire Lyrics

ଫିଲ୍ମଗୀତ: କାଞ୍ଚିରେ କାଞ୍ଚିରେ ଚାହେନା ମୁଁ କିଛିରେ  
ଭାଷା: ଓଡ଼ିଆ 
ଚଳଚିତ୍ର: ହିରୋ ନୋ-୧
କଣ୍ଠ: ସୌରିନ୍ ଭଟ୍ଟ, ସୋହିନୀ ମିଶ୍ର   
ସଙ୍ଗୀତ ନିର୍ଦ୍ଦେଶକ: ଅଭିଜିତ ମଜୁମଦାର
ଗୀତିକାର: ନିର୍ମଳ ନାୟକ


== ଓଡ଼ିଆ ==

(ଝି)
ହୁଁ... ଚୁପ୍ ଚୁପ୍ ଗୁମ୍ ସୁମ୍ ଏ ମନ କହେ
ଲୁଚି ଲୁଚି ତତେ ଭଲ ପାଏ
ଯେତେ ତୋ ଠାରୁ ମୁଁ ଦୂରେ ଯାଏ
ସେତେ ବେଶି କାଇଁ ଖୋଜୁଥାଏ
(ପୁ)
ହୋ... ଏକି ଋତୁ ଆଇଲା
ତତେ ମତେ ଛୁଇଁଲା
ଛାତି ତଳେ ତୋ ପାଇଁ କି
ହୁଏ କିଛିରେ କିଛିରେ
କାଞ୍ଚିରେ କାଞ୍ଚିରେ ଚାହେଁନା ମୁଁ କିଛିରେ
ସାରା ଜୀବନକୁ ମନନେଲା ତତେ ବାଛିରେ
କାଞ୍ଚିରେ କାଞ୍ଚିରେ ଚାହେଁନା ମୁଁ କିଛିରେ
ସାରା ଜୀବନକୁ ମନ ନେଲା ତତେ ବାଛିରେ
(ଝି)
ଚୁପ୍ ଚୁପ୍ ଗୁମ୍ ସୁମ୍ ଏ ମନ କହେ
ଲୁଚି ଲୁଚି ତତେ ଭଲ ପାଏ
ଯେତେ ତୋ ଠାରୁ ମୁଁ ଦୂରେ ଯାଏ
ସେତେ ବେଶି କାଇଁ ଖୋଜୁଥାଏ
(ପୁ)
ହେ... ହେ... ଓ...ହୋ... ଓ...ହୋହୋ



(ଝି)
ହଁ... କେବେ ଠାରୁ ଆଖିରେ ମୋ
ତୋଳି ଦେଲୁ ଘର
ମନେ ପକେଇଲେ ମନେ ପଡ଼ୁନାହିଁ ମୋର
(ପୁ)
ହୋ... ଏକିମିଳା ମିଶା କହ ଦୁଇ ହୃଦୟର
ଆପଣାର ହେଲା ପରେ ନିଦ ହେଲା ପର
(ଝି)
ହୁଁ... ଛନ୍ ଛନ୍ ହଲ୍ ଚଲ୍ ମୋ ନିଦ କହେ
ତୁ ମୋର ମିଠା ସ୍ଵପ୍ନ ଟିଏ
ଯେତେ ଯେବେ ତତେ ଭାବି ଦିଏ
ଭାବନା ମୋ ନୂଆ ରଙ୍ଗ ନିଏ
(ପୁ)
ହୋ... ସେଇ ନୂଆ ରଙ୍ଗରେ
ଆଜି ବିନା ମେଘରେ
ଟୋପା ଟୋପା ପ୍ରେମ ତୋର
କିଏ ଦେଲା ଛିଞ୍ଚିରେ
କାଞ୍ଚିରେ କାଞ୍ଚିରେ
ଚାହେଁନା ମୁଁ କିଛିରେ
ସାରା ଜୀବନକୁ ମନ
ନେଲା ତତେ ବାଛିରେ ॥

(ପୁ)
ଏହେ...ଓହୋ...ଲା...ଲା...ଲା...


(ଝି)
ହଁ... ତୁ ଯଉଁଠି ନଥିବୁରେ
ମୁଁ ସେଇଠି ନାହିଁ
ଦୁନିଆକୁ ଆସିଚି ମୁଁ ଖାଲି ତୋ ପାଇଁ
(ପୁ)
ହୋ... ତୋ ଚାହାଣୀ ତୋ ଇଶାରା
ଦିଏ ମତେ କହି
ଆମ ପ୍ରେମ କାଲି ପାଇଁ
ହବ ଗପ ବହି
(ଝି)
ସୁନ୍ ସୁନ୍ ଗୁନ୍ ଗୁନ୍ ତୁ ଗୀତ ଟିଏ
ଯେତେ ଗଇଲେବି ଅଧା ରହେ
ତତେ ସାଇତି ମୋ ପଲକରେ
ଖୁସିରେ ମୋ ଆଖି ଓଦା ହୁଏ
(ପୁ)
ହୋ... ସେଇ ଖୁସି ପାଇଁ କି
ତୁ ପାଖେ ଥାଇବି
ଖୋଜି ବାକୁ ଭଲ ଲାଗେ
ତତେ ମିଛି ମିଛି ରେ             
କାଞ୍ଚିରେ କାଞ୍ଚିରେ ଚାହେଁନା ମୁଁ କିଛିରେ
ସାରା ଜୀବନକୁ ମନ ନେଲା ତତେ ବାଛିରେ
ହେ... ହେ... ଓ...ହୋ... ଓ...ହୋହୋ   ॥ 


YouTube re କାଞ୍ଚିରେ କାଞ୍ଚିରେ ଚାହେନା ମୁଁ କିଛିରେ


       
== English ==

(F)
Hun... Chup chup gum sum e mana kahe
Luchi luchi tate bhala pae
Jete to tharu mun dure jae
Sete besi kain khoju thae
(M)
Ho...eki rutu aaila
Tate mate chhuinla
Chhati tale to pain ki
Hue kichhire kichhire
Kanchire kanchire chahenna mun kichhire
Sara jibanaku mana nela tate bachhire
Kanchire kanchire chahenna mun kichhire
Sara jibanaku mana nela tate bachhire
(F)
Chup chup gum sum e mana kahe
Luchi luchi tate bhala pae
Jete to tharu mun dure jae
Sete besi kain khoju thae
(M)
He… he… o...ho...o...hoho




(F)
Han… kebe tharu akhire mo
Toli delu ghara
Mane pakeile mane padu nahin mora
(M)
Ho… eki mila misha kaha dui hrudayara
Apanara hela pare nida hela para
(F)
Han… chhan chhan hal chal mo nida kahe
Tu mora mitha swapna tie
Jete jebe tate bhabi die
Bhabana mo nua ranga nie
(M)
Ho… sei nua rangare
Aaji bina meghare
Topa topa prema tora
Kie dela chhinchire
Kanchire Kanchire
Chahenna mun kichhire
Sara jibanaku mana
Nela tate bachhire ॥


(M)
Ehe... oho...la...la...la



(F)
Han... tu jaunthi nathibure
Mun seithi nahin
Duniaku asichi mun khali to pain
(M)
Ho… to chahani to ishara
die mate kahi
Aama prema kali pain
Haba gapa bahi
(F)
Sun sun gun gun tu gita tie
Jete gailebi adha rahe
Tate saiti mo palakare
Khusire mo akhi oda hue
(M)
Ho… sei khusi pain ki
Tu pakhe thaibi
Khojibaku bhala lage
Tate michhi michhi re
Kanchire kanchire chahenna mun kichhire
Sara jibanaku mana nela tate Bachhire
He...he... o...ho... o...hoho ॥


ଆପଣଙ୍କ ମତାମତ ବା ପ୍ରଶ୍ନ ତଳେ comment କରି ଜଣାନ୍ତୁ..

Comments

ଗତ ସପ୍ତାହର "ଦି ସ୍ମରଣିକା" ପାଠକଙ୍କ ଆଦୃତ ଲେଖା ସମୂହ

ଶ୍ରିତ କମଲା କୁଚ ମଣ୍ଡଲ (ମଙ୍ଗଲ ଗୀତମ୍) ଶ୍ରୀ ଜୟଦେବ କୃତ ଗୀତ ଗୋବିନ୍ଦ - Shrita Kamla Kucha Mandala (Mangala Geetam) Shri Jayadev Krita Gita Govinda Lyrics

ଆହେ ନୀଳ ଶଇଳ ପ୍ରବଳ ମତ୍ତ ବାରଣ - Aahe nila saila prabala matta barana Lyrics

କୋଠ ଭୋଗ ଖିଆ ମୋ ଚକା ଆଖିଆ - Kotha Bhoga Khia Mo Chaka Akhia Lyrics

ତୋ ଆଗରେ କିଛି ଧୂପ ମୋ ଆଗରେ କିଛି ଧୂପ - To Aagare Kichhi Dhupa Mo Aagare Kichhi Dhupa Lyrics

ନୀଳାଚଳ ଧାମ ଯାଇ ମୁଁ ପାରୁନି - Nilachala Dhama Jai Mun Paruni Lyrics

ନିକଟରେ ମିଳିଥିବା ମନ୍ତବ୍ୟ ସବୁ

The Smaranika commented on tuhi ma janama bhumi lyrics: “ଏହି ମୂଲ୍ଯବାନ ମନ୍ତବ୍ୟ ପାଇଁ ଅଶେଷ ଧନ୍ୟବାଦ ଜଣାଉଛୁ ।- "ଦି ସ୍ମରଣିକା" ଟିମ୍”

Anonymous commented on tuhi ma janama bhumi lyrics: “Madhusudhan Rao's desatmabidha Kavita. Really touching the heart to hear or sing.”

The Smaranika commented on gachha o kathuria raha are lyrics odia: “ମତାମତ ପାଇଁ ଆନ୍ତରିକ ଧନ୍ୟବାଦ ଜଣାଉଛୁ । - "ଦି ସ୍ମରଣିକା" ଟିମ୍”

The Smaranika commented on jagate kebala jane kabita lyrics odia: “ଅପଣଙ୍କ ବହୁମୂଲ୍ୟ ମତାମତ ପାଇଁ ଆନ୍ତରିକ ଧନ୍ୟବାଦ ଜଣାଉଛୁ - "ଦି ସ୍ମରଣିକା" ଟିମ୍”

Anonymous commented on jagate kebala jane kabita lyrics odia: “Nice 👍”

Anonymous commented on kala manikare dhire ghena lyrics odia: “Odia meaning of Dankuni”

Anonymous commented on kala manikare dhire ghena lyrics odia: “Dankuni ଓଡ଼ିଆ ଅର୍ଥ ”

Anonymous commented on baichadhei o pimpudi bhai lyrics odia: “Thank u Google”

"ଦି ସ୍ମରଣିକା" ପାଠକଙ୍କ ସର୍ବାଧିକ ଆଦୃତ ଲେଖା ସମୂହ

ଶ୍ରିତ କମଲା କୁଚ ମଣ୍ଡଲ (ମଙ୍ଗଲ ଗୀତମ୍) ଶ୍ରୀ ଜୟଦେବ କୃତ ଗୀତ ଗୋବିନ୍ଦ - Shrita Kamla Kucha Mandala (Mangala Geetam) Shri Jayadev Krita Gita Govinda Lyrics

କାଳିଜାଈରେ ସନ୍ଧ୍ୟା - Kalijaire Sandhya Kabita Lyrics

ଉଠ କଙ୍କାଳ, ଛିଡ଼ୁ ଶୃଙ୍ଖଳ, ଜାଗ ଦୁର୍ବଳ ଆଜି - Utha Kankala, Chhidu Shrunkhala, Jaga Durbala Aaji Lyrics

ଏଇଠି Click କରି ଦେଖନ୍ତୁ ଲେଖା ସମୂହର ତାଲିକା

Show more

ଦି ସ୍ମରଣିକା କ୍ଵିକ୍ ଲିଙ୍କ ସମୂହ