Posts

Showing posts from February, 2021

Important Notice!
Struggling to find your favourite song? Find it easily within “The Smaranika”. Click on search icon (🔍) on top right, to search. Remember, how you search within "The Smaranika" is different from how you search on Google! Know the difference on FAQ page

ହେ ଈଶ୍ୱର ଏ କି ସଂଯୋଗ ତୁମର (କେମିତି ଗଢ଼ିଛ ଏମିତି ସମ୍ପର୍କ ବନ୍ଧନ ସାତଜନ୍ମର) - Hey Ishwara E Ki Sanjaoga Tumara (Kemiti Gadhichha Emiti Samparka Bandhana Satajanmara) Lyrics

Image
== ଓଡ଼ିଆ == ଗୀତ : ହେ ଈଶ୍ୱର ଏ କି ସଂଯୋଗ ତୁମର ଭାଷା : ଓଡ଼ିଆ କଣ୍ଠ : ହ୍ୟୁମାନ ସାଗର, ଅସୀମା ପଣ୍ଡା ଗୀତିକାର : ଶିବନ ସ୍ୱାଇଁ ସଂଗୀତ ନିର୍ଦ୍ଦେଶକ : ଏସ୍‌. ଏସ୍. ପ୍ରସାଦ ମସିହା : ୨୦୧୯ (ପୁ) କେମିତି ଗଢ଼ିଛ ଏମିତି ସମ୍ପର୍କ ବନ୍ଧନ ସାତଜନ୍ମର କେମିତି ଗଢ଼ିଛ ଏମିତି ସମ୍ପର୍କ ବନ୍ଧନ ସାତଜନ୍ମର ହେ ଈଶ୍ୱର ଏ କି ସଂଯୋଗ ତୁମର ହେ ଈଶ୍ୱର ଏ କି ସଂଯୋଗ ତୁମର (ଝି) କଉଠି ଲେଖୁଚ ଏଇଠି ହଉଚି ମିଳନ ଦୁଇ ମନର ହେ ଈଶ୍ୱର ଏ କି ସଂଯୋଗ ତୁମର ହେ ଈଶ୍ୱର ଏ କି ସଂଯୋଗ ତୁମର ॥ (ପୁ) ଜଣକ ବିନା ଆଉ ଜଣେ ଏଠି ରହିପାରେ ନାହିଁ ଜମା ପାଣି ବିନା ମାଛ ରହିକି ପାରିବ ଯିଏ ଯେତେ ନେଲା ଜିମା (ଝି) ଏମିତି ଏ ପ୍ରେମ ସାତରଙ୍ଗ ଆଣି ଜୀବନେ ଦିଏ ଅଜାଡ଼ି ଯଉଠି ଥିଲେ ବି ଦୁଇଟି ହୃଦୟ ହେଇଯାଏ ଆପେ ଯୋଡ଼ି ଗୋଟିଏ ଗଛର ଶିଅ ଗୋଟିଏ ସୂତାର ଖିଅ ଦୁଇଟି ପାର୍ଶ୍ଵ ଗୋଟିଏ ମୁକ୍ତାର (ପୁ) କେମିତି ଗଢ଼ିଛ ଏମିତି ସମ୍ପର୍କ ବନ୍ଧନ ସାତଜନ୍ମର ହେ ଈଶ୍ୱର ଏ କି ସଂଯୋଗ ତୁମର ହେ ଈଶ୍ୱର ଏ କି ସଂଯୋଗ ତୁମର (ଝି) କଉଠି ଲେଖୁଚ ଏଇଠି ହଉଚି ମିଳନ ଦୁଇ ମନର ହେ ଈଶ୍ୱର ଏ କି ସଂଯୋଗ ତୁମର ହେ ଈଶ୍ୱର ଏ କି ସଂଯୋଗ ତୁମର ॥୧॥ (ଝି) ଜଣକ ଖୁସିରେ ଜଣେ ଭାଗୀଦାର ଜଣଙ୍କ ଦୁଃଖରେ ଜଣେ ଦୁହେଁ ଦୁହିଁଙ୍କର ପରିପୂରକ ଜଣକ ଭାଗ୍ୟରେ ଜଣେ (ପୁ) ନିଃସ୍ଵାର୍ଥ ପ୍ରେମରେ ନିଃସ୍ଵାର୍ଥ କଥାରେ ବନ୍ଧାହୁଏ ଏଠି ନୀଡ଼ ରାତି ପଛେ ଏଠି କମ୍‌ ପଡ଼ିଯିବ ସରେନି ସପନ ଭିଡ଼ ଗୋଟି...

ମୁକୁଟ ଭିକ୍ଷା ଓଡ଼ିଆ କବିତା (ଆସ, ଆସ ଅର୍ଜୁନ ବୋଲନ୍ତି କୁରୁସାଇଁ) - Mukuta Bhikhya Odia Poem (Aasa Aasa Arjuna Bolanti Kurusain) Lyrics

Image
ଏହି କବିତାଟିକୁ ଲେଖିବା ପାଇଁ "ଦି ସ୍ମରଣିକା" ର ଜଣେ ପାଠକ ୬ ଜୁଲାଇ ୨୦୨୦ ରେ ଅନୁରୋଧ କରିଥିଲେ । ଆପଣ ମଧ୍ୟ ଅନୁରୋଧ କରିପାରିବେ । ଯୋଗାଯୋଗ ପାଇଁ Contact ପେଜ୍ ଦେଖନ୍ତୁ । == ଓଡ଼ିଆ == ଗୀତ : ମୁକୁଟ ଭିକ୍ଷା ଭାଷା : ଓଡ଼ିଆ ଗୀତିକାର : କବିବର ରାଧାନାଥ ରାୟ "ଆସ, ଆସ ଅର୍ଜୁନ ।" ବୋଲନ୍ତି କୁରୁସାଇଁ, "କହ, କେଉଁ କାର୍ଯ୍ୟ ଲାଗି ଆସିଲ ହେ ଭାଇ ।" ବିନୟେ ଅର୍ଜୁନ ବନ୍ଦୁଁ ରାଜାଙ୍କ ଚରଣ, ବେନିଭୂଜେ ଧରି ରାଜା ଦେଲେ ଆଲିଙ୍ଗନ । ମହାଦରେ ନେଇ ରାଜା ଇନ୍ଦ୍ରର ନନ୍ଦନେ, ନିଜ ହସ୍ତେ ବସାଇଲେ ରତ୍ନ-ସିଂହାସନେ । ଆଉ ଯେତେ ପାତ୍ରମନ୍ତ୍ରୀ ସଭା ମଧ୍ୟେ ଥିଲେ, ସମସ୍ତଙ୍କୁ ପାର୍ଥ ମିଷ୍ଟ ବଚନେ ତୋଷିଲେ । ଶମଯୁକ୍ତ ପାର୍ଥେ ଦେଖି ଆଦରେ ରାଜନ, ସ୍ଵହସ୍ତେ ବ୍ୟଜନ ଧରି କରନ୍ତି ବ୍ୟଜନ । ବୋଲନ୍ତି ଅର୍ଜୁନେ ଚାହିଁ , "କହ ଆରେ ଭାଇ, ଆସିଲ ସଦନେ ମୋର କେଉଁ କାର୍ଯ୍ୟ ପାଇଁ । ନିଶାକାଳେ ଆଗମନ ଆଶ୍ଚର୍ଯ୍ୟ ଏ କଥା, କହ ଭାଇ, ଆଗେ ଗୃହ କୁଶଳ ବାରତା ।" ନିବେଦନ୍ତେ ଧନଞ୍ଜୟ ଗୃହ ଅନାମୟ, ପ୍ରୀତି ପ୍ରକାଶିଲେ ଶୁଣି ଗାନ୍ଧାରୀ-ତୟନ । ବୋଇଲେ, "ବୋଚନ ମୋର ଶୁଣ ପାର୍ଥ ଭାଇ, ବିଧିର ନିର୍ବନ୍ଧ କେବେ ଖଣ୍ଡି ହେବ ନାହିଁ । ତୁମ୍ଭେ କି କାରଣେ ଆଜି ଆସିଲ ଏ ଠାବେ ? ମୋହ ପାଶେ ମନ ବଳାଇଲ କେଉଁ ଲାଭେ ?" ଅର୍ଜୁନ ବୋଇଲେ, "ଯାହା କହିଲ ପ୍ରମାଣ, ବିଧିର ବିଧାନ କେବେ ହ...

ଗତ ସପ୍ତାହର "ଦି ସ୍ମରଣିକା" ପାଠକଙ୍କ ଆଦୃତ ଲେଖା ସମୂହ

ଶ୍ରିତ କମଲା କୁଚ ମଣ୍ଡଲ (ମଙ୍ଗଲ ଗୀତମ୍) ଶ୍ରୀ ଜୟଦେବ କୃତ ଗୀତ ଗୋବିନ୍ଦ - Shrita Kamla Kucha Mandala (Mangala Geetam) Shri Jayadev Krita Gita Govinda Lyrics

ତୋ ଆଗରେ କିଛି ଧୂପ ମୋ ଆଗରେ କିଛି ଧୂପ - To Aagare Kichhi Dhupa Mo Aagare Kichhi Dhupa Lyrics

ନୀଳାଚଳ ଧାମ ଯାଇ ମୁଁ ପାରୁନି - Nilachala Dhama Jai Mun Paruni Lyrics

ଜଗନ୍ନାଥାଷ୍ଟକଂ (ଜଗନ୍ନାଥ ଅଷ୍ଟକଂ) - Jagannath Ashtakam Lyrics

ନନ୍ଦିଘୋଷ ତୋର ଅଟକି ଗଲା ବଡ଼ଶଙ୍ଖ ଠାରେ - Nandighosa Tora Ataki Gala Badashankha Thare lyrics

ନିକଟରେ ମିଳିଥିବା ମନ୍ତବ୍ୟ ସବୁ

The Smaranika commented on nari tuhi debi puni mamata lyrics odia: “ସୁନ୍ଦର ମତାମତ ପାଇଁ ଅଶେଷ ଧନ୍ୟବାଦ ।- "ଦି ସ୍ମରଣିକା" ଟିମ୍”

Anonymous commented on nari tuhi debi puni mamata lyrics odia: “Bahut sundar ”

Anonymous commented on dinabandhu ehi ali chhamu lyrics odia: “Please provide with meaning of this wonderful bhajan”

Anonymous commented on galani ta gala katha re lyrics odia: “ଥ ଚମ୍ପୁ :- ଥାପି ରେ କହ ”

The Smaranika commented on jagannathastakam: “ଆଗ୍ରହ ପାଇଁ ଅଶେଷ ଧନ୍ୟବାଦ । ଆମେ ଦେବା ପାଇଁ ଚେଷ୍ଟା କରିବୁ ।- ଦି ସ୍ମରଣିକା ଟିମ୍”

The Smaranika commented on madhaba he madhaba lyrics: “ଅପଣଙ୍କ ବହୁମୂଲ୍ୟ ମତାମତ ପାଇଁ ଆନ୍ତରିକ ଧନ୍ୟବାଦ ଜଣାଉଛୁ ।- "ଦି ସ୍ମରଣିକା" ଟିମ୍”

The Smaranika commented on madhaba he madhaba lyrics: “ସୁନ୍ଦର ମତାମତ ପାଇଁ ଅଶେଷ ଧନ୍ୟବାଦ ।- "ଦି ସ୍ମରଣିକା" ଟିମ୍”

Anonymous commented on madhaba he madhaba lyrics: “Jay Jagannatha 🙏”

ଦି ସ୍ମରଣିକା କ୍ଵିକ୍ ଲିଙ୍କ ସମୂହ