Posts
Showing posts from April, 2021
Google ରେ ଓଡ଼ିଆରେ ହିଁ search କରନ୍ତୁ!
ସମସ୍ତ ଓଡ଼ିଆ କ୍ୟାଲେଣ୍ଡର
Facebook ରେ ଯୋଡ଼ନ୍ତୁ
|
Twitter ରେ ଯୋଡ଼ନ୍ତୁ
Important Notice!
Struggling to find your favourite song? Find it easily within “The Smaranika”. Click on search icon (🔍) on top right, to search. Remember, how you search within "The Smaranika" is different from how you search on Google! Know the difference on FAQ page
ଏହି ଗୀତଟିକୁ ଲେଖିବା ପାଇଁ "ଦି ସ୍ମରଣିକା" ର ଜଣେ ପାଠକ ୧୦ ଅଗଷ୍ଟ ୨୦୨୦ ରେ ଅନୁରୋଧ କରିଥିଲେ । ଆପଣ ମଧ୍ୟ ଅନୁରୋଧ କରିପାରିବେ । ଯୋଗାଯୋଗ ପାଇଁ Contact ପେଜ୍ ଦେଖନ୍ତୁ । == ଓଡ଼ିଆ == ଗୀତ : ମହାପ୍ରସାଦ ଛୁଇଁ କହ ଚକାନୟନ ଭାଷା : ଓଡ଼ିଆ ଆଲବମ : କଚେରୀ ନା ଗୋପପୁର କଣ୍ଠ : ସୁରେଶ ୱାଡ଼କର ଗୀତିକାର : ନିର୍ମଳ ନାୟକ ସଂଗୀତ ନିର୍ଦ୍ଦେଶନା : ଅଭିଜିତ ମଜୁମଦାର ମହାପ୍ରସାଦ ଛୁଇଁ କହ ଚକାନୟନ ସତେକି ରାଧାକୁ ତମେ ମନ ଦେଇନ ମହାପ୍ରସାଦ ଛୁଇଁ କହ ଚକାନୟନ ସତେକି ରାଧାକୁ ତମେ ମନ ଦେଇନ ଘରଣୀ ରାଣୀ ତୁମର ମାଆ କମଳିନୀ ଶ୍ରୀମନ୍ଦିରେ ଯଦି ସିଏ ବଡ଼ ଠାକୁରାଣୀ କାହିଁକି ବୋଲାଅ ତୁମେ କାହିଁକି ବୋଲାଅ ତୁମେ ରାଧାମୋହନ ମହାପ୍ରସାଦ ଛୁଇଁ କହ ଚକାନୟନ ସତେକି ରାଧା କୁ ତମେ ମନ ଦେଇନ ॥ ଲକ୍ଷ୍ମୀ ହାତ ରନ୍ଧା ଶ୍ରୀ ମହାପ୍ରସାଦ ଭକତର ପ୍ରାଣ ସେହି ତାକୁ ଛୁଇଁ ପ୍ରଭୂ ମିଛ କହିଦେଲେ ହୋଇଯିବ ଲକ୍ଷ୍ମୀଦ୍ରୋହି ଲକ୍ଷ୍ମୀ ହାତ ରନ୍ଧା ଶ୍ରୀମହାପ୍ରସାଦ ଭକତର ପ୍ରାଣ ସେହି ତାକୁ ଛୁଇଁ ପ୍ରଭୂ ମିଛ କହିଦେଲେ ହୋଇଯିବ ଲକ୍ଷ୍ମୀଦ୍ରୋହି ସତ ଯଦି କହିବ ହେ ଜଗତ ମୋହନ ରୁଷି ଯିବେ ସାଆନ୍ତାଣୀ ରାନ୍ଧିବେନି ଅନ୍ନ ଭାବିଚିନ୍ତି କୁହ ପ୍ରଭୂ ଭାବିଚିନ୍ତି କୁହ ପ୍ରଭୂ କଳାବଦନ ମହାପ୍ରସାଦ ଛୁଇଁ କହ ଚକାନୟନ ସତେକି ରାଧା କୁ ତମେ ମନ ଦେଇନ ॥୧॥ ପିତୃସତ୍ୟ ପାଳି ଚଉଦ ବରଷ...
କେଶରୀ ଲୋ କାଗଜ ଗୁଟେ କିସ ଲେଖା ହୋଇଛେ - Keshari Lo Kagaja Gute Kisa Lekha Hoichhe Lyrics
- Get link
- X
- Other Apps
== ଓଡ଼ିଆ == ଗୀତ : କେଶରୀ ଲୋ କାଗଜ ଗୁଟେ କିସ ଲେଖା ଭାଷା : ସମ୍ବଲପୁରୀ କଣ୍ଠ : ପ୍ରକାଶ ଜାଲ୍, ସନ୍ଦୀପ ଜାଲ୍ ଗୀତିକାର : ଗୁଡୁ ସୁନା ସଙ୍ଗୀତ ନିର୍ଦ୍ଦେଶକ : ହେମନ୍ତ କଠାର୍ ମସିହା : ୨୦୧୭ (ପୁ-୧) ଆରେ ଶିଙ୍ଗ ପୁର ବାଟେ ବାରିଆ ମନ୍ଦା ଲୋ ଲେଞ୍ଜ ଟିକେ ଚାଉଁରିଆ (ପୁ-୨) ଆଗେ ଟଙ୍କା ଦେଲି ପଛେ ବିହାହେଲି ଗଲା ତ ଟଙ୍କା ମାହାଲିଆ (ପୁ-୧) ଆରେ ଶିଙ୍ଗ ପୁର ବାଟେ ବାରିଆ ମନ୍ଦା ଲୋ ଲେଞ୍ଜ ଟିକେ ଚାଉଁରିଆ (ପୁ-୨) ଆଗେ ଟଙ୍କା ଦେଲି ପଛେ ବିହାହେଲି ଗଲା ତ ଟଙ୍କା ମାହାଲିଆ (ପୁ-୧+ପୁ-୨) ଏ ରସ ଗଲା ତ ଟଙ୍କା ମାହାଲିଆ ଲୋ.. କେଶରୀ ଲୋ କାଗଜ ଗୁଟେ କିସ ଲେଖା ହୋଇଛେ କେଶରୀ ଲୋ କାଗଜ ଗୁଟେ କିସ ଲେଖା ହୋଇଛେ (ପୁ-୧) ତୋର ନାମ ପଦ୍ମଫୁଲ ସେହି ଲେଖା ଅଛି ଗୋ ତୋର ନାମ ପଦ୍ମଫୁଲ ସେହି ଲେଖା ଅଛି ଗୋ ସେହି ଲେଖା ଅଛି.. (ପୁ-୧+ପୁ-୨) କେଶରୀ ଲୋ କାଗଜ ଗୁଟେ କିସ ଲେଖା ହୋଇଛେ କେଶରୀ ଲୋ କାଗଜ ଗୁଟେ କିସ ଲେଖା ହୋଇଛେ (ପୁ-୧) ଆନ୍ଟେ ପିନ୍ଧିଛ ଖୁଲ୍ସି ରାନୀ ବେକେ ଟଙ୍ଗାର୍ ମାଲି ହାତେ ବାନ୍ଧିଛ ବାହାସୁତା ବରା କୁଦେଇ କରି ଆନ୍ଟେ ପିନ୍ଧିଛ ଖୁଲ୍ସି ରାନୀ ବେକେ ଟଙ୍ଗାର୍ ମାଲି ହାତେ ବାନ୍ଧିଛ ବାହାସୁତା ବରା କୁଦେଇ କରି ଧନ ଝାରକେ ଯାଉଛ ବୁଲି.. (ପୁ-୧+ପୁ-୨) କେଶରୀ ଲୋ କୁହୁ କୁହୁ ଗାଏ କୋଇଲି ରାନୀ କେଶରୀ ଲୋ କୁହୁ କୁହୁ ଗାଏ କୋଇଲି ରାନୀ ॥ (ପୁ-୧) ଏ ମୁର୍ ଗାଜି କରି ଲେଙ୍ଗ୍ଠେଙ୍ଗେ କରି ଚରୁଛେ ଖ...
ଭଲପାଏ ତତେ ମୁଁ ଏମିତି ମରୁଭୂଇଁ ମେଘ ଖୋଜେ ଯେମିତି - Bhalapae Tate Mun Emiti Marubhuin Megha Khoje Jemiti Lyrics
- Get link
- X
- Other Apps
==ଓଡ଼ିଆ== ଗୀତ : ଭଲପାଏ ତତେ ମୁଁ ଏମିତି ଭାଷା : ଓଡ଼ିଆ କଣ୍ଠ : ଅସୀମା ପଣ୍ଡା, ସବିଶେଷ ମିଶ୍ର ଗୀତିକାର : ନିହାର ପ୍ରିୟାଶିଷ ସଂଗୀତ ନିର୍ଦ୍ଦେଶକ : ସୁମିତ ଦୀକ୍ଷିତ ମସିହା : ୨୦୧୯ (ଝି) ଭଲପାଏ ତତେ ମୁଁ ଏମିତି ମରୁଭୂଇଁ ମେଘ ଖୋଜେ ଯେମିତି ଭଲପାଏ ତତେ ମୁଁ ଏମିତି ମରୁଭୂଇଁ ମେଘ ଖୋଜେ ଯେମିତି ତୁ ମୋର ପ୍ରେମର ପ୍ରଥମ ତିଥି ତୁ ମୋର ପ୍ରେମର ପ୍ରଥମ ତିଥି କସ୍ତୁରୀର ତୁ ଚୋରା ଚଇତି ଖୋଜେ ସାଥୀ ତୋ ପରଶ ନିତି ତୁ ମୋର ପ୍ରେମର ପ୍ରଥମ ତିଥି ତୁ ମୋର ପ୍ରେମର ପ୍ରଥମ ତିଥି ॥ (ଝି) ତୋ ସାଥିରେ ମିଶି ଭୁଲିଚି ମୁଁ ନିଜକୁ ଏତେ ମିଠା ଏଇ ପ୍ରେମରେ ଭାବୁଛି ମୁଁ କାଇଁ ପ୍ରଥମରୁ ଥରଟେ ଭେଟିଲିନି ତୋ ସାଥିରେ (ପୁ) ହୃଦୟରେ ଦେଲି ତତେ ସାଇତି ଆସିଲୁ ତ ଫେରିବୁନି ଯେମିତି ତୁ ମୋର ପ୍ରେମର ପ୍ରଥମ ତିଥି ତୁ ମୋର ପ୍ରେମର ପ୍ରଥମ ତିଥି ॥୧॥ (ଝି) ଯେତେ ଦୂରେ ଥିଲେ ଭୁଲି କେବେ ହବନି ତୋ ସହ ଯେତେ ସମୟ ଭଲ ତତେ ପାଇ ଭଲପାଉଥିବି ମୁଁ ଦେଇଚିରେ ତତେ ହୃଦୟ (ପୁ) ତୁ ଯଉଠି ମୁଁ ଥିବି ସେଇଠି ଆସୁଥିବି ସବୁ ଜନ୍ମେ ଲେଉଟି ତୁ ମୋର ପ୍ରେମର ପ୍ରଥମ ତିଥି ତୁ ମୋର ପ୍ରେମର ପ୍ରଥମ ତିଥି (ଝି) ଭଲପାଏ ତତେ ମୁଁ ଏମିତି ମରୁଭୂଇଁ ମେଘ ଖୋଜେ ଯେମିତି ତୁ ମୋର ପ୍ରେମର ପ୍ରଥମ ତିଥି ତୁ ମୋର ପ୍ରେମର ପ୍ରଥମ ତିଥି ॥୨॥ YouTube ରେ ଭଲପାଏ ତତେ ମୁଁ ଏମିତି ଭଲପାଏ ତତେ ମୁଁ ଏମିତି ମରୁଭୂଇଁ ...
ଗତ ସପ୍ତାହର "ଦି ସ୍ମରଣିକା" ପାଠକଙ୍କ ଆଦୃତ ଲେଖା ସମୂହ
== ଓଡ଼ିଆ == ଗୀତ : ଶ୍ରିତ କମଲା କୁଚ ମଣ୍ଡଲ ଭାଷା : ସଂସ୍କୃତ ପୋଥି / ପୁସ୍ତକ : ଗୀତ ଗୋବିନ୍ଦ କଣ୍ଠ : ନମିତା ଅଗ୍ରୱାଲ ଗୀତିକାର : ଶ୍ରୀ ଜୟଦେବ ଗୋସ୍ଵାମୀ ସଙ୍ଗୀତ ନିର୍ଦ୍ଦେଶକ : ରାଖାଲ ମହାନ୍ତି ମସିହା : ୨୦୦୬ ଶ୍ରିତ-କମଲା-କୁଚ-ମଣ୍ଡଲ, ଧୃତ-କୁଣ୍ଡଲ କଲିତ-ଲଲିତ-ବନମାଲ, ଜୟ ଜୟ ଦେବ ହରେ ॥୧॥ ଦିନମଣି-ମଣ୍ଡଲ-ମଣ୍ଡନ, ଭବ-ଖଣ୍ଡନ ମୁନିଜନ-ମାନସ-ହଂସ, ଜୟ ଜୟ ଦେବ ହରେ ॥୨॥ କାଲିୟ-ବିଷଧର-ଗଞ୍ଜନ, ଜନ-ରଞ୍ଜନ ୟଦୁକୁଲ-ନଲିନ-ଦିନେଶ, ଜୟ ଜୟ ଦେବ ହରେ ॥୩॥ ମଧୁ-ମୁର-ନରକ-ବିନାଶନ, ଗରୁଡ଼ାସନ ସୁରକୁଲ-କେଲି-ନିଦାନ, ଜୟ ଜୟ ଦେବ ହରେ ॥୪॥ ଅମଲ-କମଲ-ଦଲ-ଲୋଚନ, ଭବ-ମୋଚନ ତ୍ରିଭୁବନ-ଭବନ-ନିଧାନ, ଜୟ ଜୟ ଦେବ ହରେ ॥୫॥ ଜନକ-ସୁତାକୃତ-ଭୂଷଣ, ଜିତ-ଦୂଷଣ ସମର-ଶମିତ-ଦଶକଣ୍ଠ, ଜୟ ଜୟ ଦେବ ହରେ ॥୬॥ ଅଭିନବ-ଜଲଧର-ସୁନ୍ଦର, ଧୃତ-ମନ୍ଦର ଶ୍ରୀମୁଖ-ଚନ୍ଦ୍ର-ଚକୋର, ଜୟ ଜୟ ଦେବ ହରେ ॥୭॥ ତବ ଚରଣେ ପ୍ରଣତାବୟମ୍, ଇତି ଭାବୟ କୁରୁ କୁଶଲଂ ପ୍ରଣତେଷୁ, ଜୟ ଜୟ ଦେବ ହରେ ॥୮॥ ଶ୍ରୀ-ଜୟଦେବ-କବେରିଦଂ, କୁରୁତେ ମୁଦମ୍ ମଙ୍ଗଳମ୍-ଉଜ୍ଜ୍ୱଳ-ଗୀତଂ, ଜୟ ଜୟ ଦେବ ହରେ ॥୯॥ ଇତି ଶ୍ରୀ ଜୟଦେବ ବିରଚିତଂ ମଙ୍ଗଲଗୀତଂ ସମ୍ପୂର୍ଣ୍ଣମ୍ ॥ Note on usage of filler words hey (है), E (ए), Hari (हरि) etc: Numerous artists around the w...
ତୋ ଆଗରେ କିଛି ଧୂପ ମୋ ଆଗରେ କିଛି ଧୂପ - To Aagare Kichhi Dhupa Mo Aagare Kichhi Dhupa Lyrics
== ଓଡ଼ିଆ == ଭଜନ : ତୋ ଆଗରେ କିଛି ଧୂପ ମୋ ଆଗରେ କିଛି ଧୂପ ଭାଷା : ଓଡ଼ିଆ ଆଲବମ : ମୟୂର ଚନ୍ଦ୍ରିକା କଣ୍ଠ : ସୋନୁ ନିଗମ ଗୀତିକାର : ଶ୍ରୀକାନ୍ତ ଗୌତମ ସଂଗୀତ ନିର୍ଦ୍ଦେଶକ : ସରୋଜ ନନ୍ଦ ଲେବେଲ : ଟି ସିରିଜ୍ ମସିହା : ୧୯୯୪ ତୋ ଆଗରେ କିଛି ଧୂପ, ମୋ ଆଗରେ କିଛି ଧୂପ ତୋ ଦେହରେ କିଛି ଫୁଲ, ମୋ ଦେହରେ କିଛି ଫୁଲ ତୋ ପାଇଁ ଦୀପ ଟିଏ, ମୋ ପାଇଁ ଦୀପ ଟିଏ ତୋ ବେକରେ ମାଳ ଟିଏ, ମୋ ବେକରେ ମାଳ ଟିଏ ତୁ ବଡ଼ ଦାଣ୍ଡେ ଯିବୁ, ମୁଁ ବଡ଼ ଦାଣ୍ଡେ ଯିବୁ ତତେ ଟାଣି ଟାଣି ନେବେ, ମୋତେ ବୋହି ବୋହି ନେବେ ନନ୍ଦିଘୋଷରେ ତୁ ଯିବୁ, ମୁଁ ଯେ କୋକେଇରେ ଯିବି ଶ୍ରୀଗୁଣ୍ଡିଚାକୁ ତୁ ଯିବୁ, ମୁଁ ଯେ ସ୍ଵର୍ଗଦ୍ଵାର ଯିବି ନନ୍ଦିଘୋଷରେ ତୁ ଯିବୁ, ମୁଁ ଯେ କୋକେଇରେ ଯିବି ଶ୍ରୀଗୁଣ୍ଡିଚାକୁ ତୁ ଯିବୁ, ମୁଁ ଯେ ସ୍ଵର୍ଗଦ୍ଵାର ଯିବି କାଳିଆ...ରେ କାଳିଆ...କାଳିଆ... ॥୧॥ ତୋ ଆଗେ ହରିବୋଲ, ମୋ ଆଗେ ରାମ ନାମ ତୋ ଦେହେ ପାଟ ଲୁଗା, ମୋ ଦେହେ ଧଳା ଲୁଗା ତୋ ଆଗେ ହରିବୋଲ, ମୋ ଆଗେ ରାମ ନାମ ତୋ ଦେହେ ପାଟ ଲୁଗା, ମୋ ଦେହେ ଧଳା ଲୁଗା ତୋ ମଥାରେ ସିନ୍ଦୁର, ମୋ ମଥାରେ ଅଭିର ତୁ ବସି ବସି ଯିବୁ, ମୁଁ ଶୋଇ ଶୋଇ ଯିବି ତୁ ହାତେ ହାତେ ଯିବୁ, ମୁଁ କାନ୍ଧେ କାନ୍ଧେ ଯିବି ତୁ ଆଖି ମେଲି ଥିବୁ, ମୁଁ ଆଖି ବୁଜିଥିବି ତୁ ସଭିଙ୍କୁ ଦେଖୁଥିବୁ, ମୁଁ ଦେଖି ନପାରିବି ନନ୍ଦିଘୋଷରେ ତୁ ଯିବୁ, ମୁ...
ନୀଳାଚଳ ଧାମ ଯାଇ ମୁଁ ପାରୁନି - Nilachala Dhama Jai Mun Paruni Lyrics
== ଓଡ଼ିଆ == ଭଜନ : ନୀଳାଚଳ ଧାମ ଯାଇ ମୁଁ ପାରୁନି ଭାଷା : ଓଡ଼ିଆ କଣ୍ଠ : ଶ୍ରୀଚରଣ ମହାନ୍ତି ଗୀତିକାର : ଅରୁଣ ମନ୍ତ୍ରୀ ହେ.... ଜଗନ୍ନାଥ... ହେ... ଜଗନ୍ନାଥ... ଜଗନ୍ନାଥ... ହେ... ଜଗନ୍ନାଥ... ନୀଳାଚଳ ଧାମ ଯାଇ ମୁଁ ପାରୁନି (୨) ଏଇଠି କରୁଚି ଦଣ୍ଡବତ ହେ ଜଗନ୍ନାଥ, ହେ ଜଗନ୍ନାଥ ହେ ଜଗନ୍ନାଥ, ହେ ଜଗନ୍ନାଥ ତୁମ ନନ୍ଦିଘୋଷ ଟାଣି ମୁଁ ପାରୁନି (୨) ଏଇଠି ଗଢ଼ିଚି ବାଲି ରଥ ହେ ଜଗନ୍ନାଥ, ହେ ଜଗନ୍ନାଥ ହେ ଜଗନ୍ନାଥ, ହେ ଜଗନ୍ନାଥ ॥ ଜୀବନର ବାଟ ଭାରି ଅଙ୍କା ବଙ୍କା ବିଚରା ବାଟୋଇ ଛାତିରେ ଛନକା ମୁଁ ସେଇ ବାଟୋଇ ଭାରି ଏକା ଏକା ପାଦେ ପାଦେ ଆଜି ଦଉଚି ପରୀକ୍ଷା ଏଇଠି ଥାଇ ମୁଁ ଯାଚୁଚି ନଡ଼ିଆ (୨) ବଢ଼େଇ ନିଅ ହେ ତୁମ ହାତ ହେ ଜଗନ୍ନାଥ, ହେ ଜଗନ୍ନାଥ ହେ ଜଗନ୍ନାଥ, ହେ ଜଗନ୍ନାଥ ॥୧॥ ଭାରି ଛନ୍ଦା ଛନ୍ଦି ପାପୁଲି ର ରେଖା ଘଟୁଚି ଘଟିବ ଯାହା ଅଛି ଲେଖା କଉ ଦିନ ପ୍ରଭୁ ହବ ତୁମ ଦେଖା ସେଦିନ ସେ ଯାଏଁ କରିଚି ଅପେକ୍ଷା ଜୀବ ଯିବା ଯାଏଁ ତୁମ କୃପା ଥାଉ (୨) ମାଗୁନି ସରଗ ପାରିଜାତ ହେ ଜଗନ୍ନାଥ, ହେ ଜଗନ୍ନାଥ ହେ ଜଗନ୍ନାଥ, ହେ ଜଗନ୍ନାଥ ॥୨॥ ନୀଳାଚଳ ଧାମ ଯାଇ ମୁଁ ପାରୁନି (୨) ଏଇଠି କରୁଚି ଦଣ୍ଡବତ ହେ ଜଗନ୍ନାଥ, ହେ ଜଗନ୍ନାଥ ହେ ଜଗନ୍ନାଥ, ହେ ଜଗନ୍ନାଥ ॥ YouTube ରେ ନୀଳାଚଳ ଧାମ ଯାଇ ମୁଁ ପାରୁନି =...
ଜଗନ୍ନାଥାଷ୍ଟକଂ (ଜଗନ୍ନାଥ ଅଷ୍ଟକଂ) - Jagannath Ashtakam Lyrics
By
Satyaranjan Mohanty
-
== ଓଡ଼ିଆ == ଶ୍ଳୋକ / ଭଜନ : ଶ୍ରୀ ଜଗନ୍ନାଥାଷ୍ଟକଂ (ଜଗନ୍ନାଥ ଅଷ୍ଟକଂ) ଭାଷା : ସଂସ୍କୃତ କଣ୍ଠ : ପଣ୍ଡିତ ସୂର୍ୟନାରାୟଣ ରଥଶର୍ମା ଗୀତିକାର : ଆଦି ଶଙ୍କାରାଚାର୍ଯ୍ୟ କଦାଚିତ୍ କାଳିନ୍ଦୀ ତଟ ବିପିନ ସଙ୍ଗୀତ କରବୋ ମୁଦାଭୀରୀ ନାରୀ ବଦନ କମଳାସ୍ଵାଦ ମଧୁପଃ ରମା ଶମ୍ଭୁ ବ୍ରହ୍ମାମର ପତି ଗଣେଶାର୍ଚିତ ପଦୋ ଜଗନ୍ନାଥଃ ସ୍ଵାମୀ ନୟନ ପଥ ଗାମୀ ଭବତୁ ମେ ॥୧॥ ଭୁଜେ ସବ୍ୟେ ବେଣୁଂ ଶିରସି ଶିଖି ପୁଛଂ କଟି ତଟେ ଦୁକୂଳଂ ନେତ୍ରାନ୍ତେ ସହଚର କଟାକ୍ଷଂ ବିଦଧତେ ସଦା ଶ୍ରୀମଦ ବୃନ୍ଦାବନ ବସତି ଲୀଲା ପରିଚୟୋ ଜଗନ୍ନାଥଃ ସ୍ଵାମୀ ନୟନ ପଥ ଗାମୀ ଭବତୁ ମେ ॥୨॥ ମହାମ୍ଭୋଧେସ୍ତୀରେ କନକ ରୁଚିରେ ନୀଳ ଶିଖରେ ବସନ୍ ପ୍ରାସାଦାନ୍ତଃ ସହଜ ବଲଭଦ୍ରେଣ ବଳିନା ସୁଭଦ୍ରା ମଧ୍ୟସ୍ଥଃ ସକଳ ସୁର ସେବା ବସରଦୋ ଜଗନ୍ନାଥଃ ସ୍ଵାମୀ ନୟନ ପଥ ଗାମୀ ଭବତୁ ମେ ॥୩॥...
ଷାଠିଏ ପଉଟି ଭୋଗରୁ ତୁମର କାଢ଼ିତ ନେଇନି ହରି - Sathie Pauti Bhogaru Tumara Kadhita Neini Hari Lyrics
== ଓଡ଼ିଆ == ଭଜନ : ଷାଠିଏ ପଉଟି ଭୋଗରୁ ତୁମର ଭାଷା : ଓଡ଼ିଆ ଆଲବମ : ଭଜନ ଶରଧା କଣ୍ଠ : ଭିକା ରି ବଳ ଗୀତିକାର : ରାଧାନାଥ ଦାସ ସଂଗୀତ ନିର୍ଦ୍ଦେଶକ : ବାଳକୃଷ୍ଣ ଦାସ ମସିହା : ୧୯୮୯ ଷାଠିଏ ପଉଟି ଭୋଗରୁ ତୁମର କାଢ଼ିତ ନେଇନି ହରି କୁହ ତେବେ କେଉଁ ଅପରାଧେ ମୋତେ କୁହ ତେବେ କେଉଁ ଅପରାଧେ ମୋତେ କଲ ଦାଣ୍ଡର ଭିକାରି କଲ ଦାଣ୍ଡର ଭିକାରି ଷାଠିଏ ପଉଟି ଭୋଗରୁ ତୁମର କାଢ଼ିତ ନେଇନି ହରି ଷାଠିଏ ପଉଟି ଭୋଗରୁ ତୁମର କାଢ଼ିତ ନେଇନି ହରି କୁହ ତେବେ କେଉଁ ଅପରାଧେ ମୋତେ କୁହ ତେବେ କେଉଁ ଅପରାଧେ ମୋତେ କଲ ଦାଣ୍ଡର ଭିକାରି କଲ ଦାଣ୍ଡର ଭିକାରି ଷାଠିଏ ପଉଟି ଭୋଗରୁ ତୁମର କାଢ଼ିତ ନେଇନି ହରି ॥ ଭିକାରି କରିବା ଯେବେ ତୁମ ଇଚ୍ଛା ଭିକାରି କରିବା ଯେବେ ତୁମ ଇଚ୍ଛା ନାହିଁ ମୋ ମନରେ ଦୁଃଖ ସିଂହଦ୍ଵାର ବିନା ଆନ ଦୁଆରକୁ ସିଂହଦ୍ଵାର ବିନା ଆନ ଦୁଆରକୁ ମୁଁ ମାଗି ଯିବି ନାହିଁ ଭିକ ଆହେ ଇଚ୍ଛାମୟ ଇଚ୍ଛାରେ ତୁମରି ଆହେ ଇଚ୍ଛାମୟ ଇଚ୍ଛାରେ ତୁମରି ଦିଅ ମୋର ଥାଳ ଭରି କଲ ଦାଣ୍ଡର ଭିକାରି କଲ ଦାଣ୍ଡର ଭିକାରି ଷାଠିଏ ପଉଟି ଭୋଗରୁ ତୁମର କାଢ଼ିତ ନେଇନି ହରି ॥୧॥ ଜାଣିଶୁଣି ଯେବେ ଚେଇଁ ଶୋଇଥିବ ପ୍ରଭୁହେ..ପ୍ରଭୁ.. ... ଜାଣିଶୁଣି ଯେବେ ଚେଇଁ ଶୋଇଥିବ ମୁଁ କହିବି କାହାକୁ ଆଉ ଆଉ କାହା ପାଶେ ପତାଇବି ହାତ ତୁମେ ପ୍ରଭୁ ଥାଉ ଥାଉ ଖାଲି ହାତେ ପଛେ ଫେରିଯିବି ପ୍ରଭୁ ଖାଲି ହାତେ...
ନିକଟରେ ମିଳିଥିବା ମନ୍ତବ୍ୟ ସବୁ
The Smaranika commented on nari tuhi debi puni mamata lyrics odia: “ସୁନ୍ଦର ମତାମତ ପାଇଁ ଅଶେଷ ଧନ୍ୟବାଦ ।- "ଦି ସ୍ମରଣିକା" ଟିମ୍”
Anonymous commented on nari tuhi debi puni mamata lyrics odia: “Bahut sundar ”
Anonymous commented on dinabandhu ehi ali chhamu lyrics odia: “Please provide with meaning of this wonderful bhajan”
Anonymous commented on galani ta gala katha re lyrics odia: “ଥ ଚମ୍ପୁ :- ଥାପି ରେ କହ ”
The Smaranika commented on jagannathastakam: “ଆଗ୍ରହ ପାଇଁ ଅଶେଷ ଧନ୍ୟବାଦ । ଆମେ ଦେବା ପାଇଁ ଚେଷ୍ଟା କରିବୁ ।- ଦି ସ୍ମରଣିକା ଟିମ୍”
The Smaranika commented on madhaba he madhaba lyrics: “ଅପଣଙ୍କ ବହୁମୂଲ୍ୟ ମତାମତ ପାଇଁ ଆନ୍ତରିକ ଧନ୍ୟବାଦ ଜଣାଉଛୁ ।- "ଦି ସ୍ମରଣିକା" ଟିମ୍”
The Smaranika commented on madhaba he madhaba lyrics: “ସୁନ୍ଦର ମତାମତ ପାଇଁ ଅଶେଷ ଧନ୍ୟବାଦ ।- "ଦି ସ୍ମରଣିକା" ଟିମ୍”
Anonymous commented on madhaba he madhaba lyrics: “Jay Jagannatha 🙏”
Anonymous commented on nari tuhi debi puni mamata lyrics odia: “Bahut sundar ”
Anonymous commented on dinabandhu ehi ali chhamu lyrics odia: “Please provide with meaning of this wonderful bhajan”
Anonymous commented on galani ta gala katha re lyrics odia: “ଥ ଚମ୍ପୁ :- ଥାପି ରେ କହ ”
The Smaranika commented on jagannathastakam: “ଆଗ୍ରହ ପାଇଁ ଅଶେଷ ଧନ୍ୟବାଦ । ଆମେ ଦେବା ପାଇଁ ଚେଷ୍ଟା କରିବୁ ।- ଦି ସ୍ମରଣିକା ଟିମ୍”
The Smaranika commented on madhaba he madhaba lyrics: “ଅପଣଙ୍କ ବହୁମୂଲ୍ୟ ମତାମତ ପାଇଁ ଆନ୍ତରିକ ଧନ୍ୟବାଦ ଜଣାଉଛୁ ।- "ଦି ସ୍ମରଣିକା" ଟିମ୍”
The Smaranika commented on madhaba he madhaba lyrics: “ସୁନ୍ଦର ମତାମତ ପାଇଁ ଅଶେଷ ଧନ୍ୟବାଦ ।- "ଦି ସ୍ମରଣିକା" ଟିମ୍”
Anonymous commented on madhaba he madhaba lyrics: “Jay Jagannatha 🙏”