Posts

Showing posts from June, 2021

Important Notice!
Struggling to find your favourite song? Find it easily within “The Smaranika”. Click on search icon (🔍) on top right, to search. Remember, how you search within "The Smaranika" is different from how you search on Google! Know the difference on FAQ page

ବାଟବଣା ହେଲା ମୋ ପ୍ରେମ ଫିମେଲ୍ ଭର୍ଜନ (ତୋ କଥା ମୁଁ ମାନିନିଏ ସବୁ ରାତିକୁ କହିଲେ ଦିନ) - Batabana Hela Mo Prema Female Version (To Katha Mun Maninie Sabu Rati Ku Kahile Dina) Lyrics

Image
== ଓଡ଼ିଆ == ଗୀତ : ବାଟବଣା ହେଲା ମୋ ପ୍ରେମ ଫିମେଲ୍ ଭର୍ଜନ ଭାଷା : ଓଡ଼ିଆ କଣ୍ଠ : ଅସୀମା ପଣ୍ଡା ଗୀତିକାର : ମୃତ୍ୟୁଞ୍ଜୟ ମିଶ୍ର ସଂଗୀତ ନିର୍ଦ୍ଦେଶକ : ସୁଶୀଲ ଦଳାଇ ମସିହା : ୨୦୨୦ ହୁଁ..ଉଁ..ଉଁ..ଉଁ ହୁଁ..ଉଁ..ଉଁ..ଉଁ ତୋ କଥା ମୁଁ ମାନିନିଏ ସବୁ ରାତିକୁ କହିଲେ ଦିନ ଏ କଥାବି ମାନିଲି ସହଜେ ସୂର୍ଯ୍ୟକୁ କହିଲୁ ଜହ୍ନ କେମିତି ମାନିବି ଏଇ କଥା ତୋର କେମିତି ମାନିବି ଏଇ କଥା ତୋର ନାହିଁ ତୋର ମୋ ପାଇଁ ପ୍ରେମ ବାଟବଣା ହେଲା ମୋ ପ୍ରେମ ବାଟବଣା ହେଲା ମୋ ପ୍ରେମ ବାଟବଣା ହେଲା ମୋ ପ୍ରେମ ବାଟବଣା ହେଲା ମୋ ପ୍ରେମ ॥ ରାତି ମୋର କଟିଯାଏ ତୋ ସପନ ବାଟ ଦେଇ ମେଘ ହେଇ ବରଷିଲୁ ମୋ ପଲକ ଫାଙ୍କ ଦେଇ ଓ..ଓ.. ରାତି ମୋର କଟିଯାଏ ତୋ ସପନ ବାଟ ଦେଇ ମେଘ ହେଇ ବରଷିଲୁ ମୋ ପଲକ ଫାଙ୍କ ଦେଇ ଛାତିରେ ସାଇତା ସବୁ ସ୍ମୃତି ତୋର ଛାତିରେ ସାଇତା ସବୁ ସ୍ମୃତି ତୋର ହବନାହିଁ କେବେବି ଶୂନ୍ୟ ବାଟବଣା ହେଲା ମୋ ପ୍ରେମ ବାଟବଣା ହେଲା ମୋ ପ୍ରେମ ବାଟବଣା ହେଲା ମୋ ପ୍ରେମ ବାଟବଣା ହେଲା ମୋ ପ୍ରେମ ॥୧॥ ଚାଲୁଥିଲୁ ସାଥେ ସାଥେ ଛାଇଟିଏ ମୋର ହେଇ ତୁ ଗଲା ପରେ ପରେ ରହିଛି ତୋ ବାଟଚାହିଁ ହୋ..ଓ..ଓ.. ଚାଲୁଥିଲୁ ସାଥେ ସାଥେ ଛାଇଟିଏ ମୋର ହେଇ ତୁ ଗଲା ପରେ ପରେ ରହିଛି ତୋ ବାଟଚାହିଁ ଆଜି ବି ବିଶ୍ୱାସ ଅଛି ଦିନେ ତୋର ଆଜି ବି ବିଶ୍ୱାସ ଅଛି ଦିନେ ତୋର ବରଷିବ ମୋ ପାଇଁ ପ୍ରେମ ବାଟବଣା ହେଲା ମୋ ପ୍ରେମ ବାଟବଣା ହେଲା ମୋ ପ୍ରେମ ବାଟବଣା ହେଲା ମୋ...

ସେଇ ଚୂନା ଚୂନା ତାରାଫୁଲେ ଆଜି - Sei Chuna Chuna Taraphule Aaji Lyrics

Image
== ଓଡ଼ିଆ == ଫିଲ୍ମଗୀତ : ସେଇ ଚୂନା ଚୂନା ତାରାଫୁଲେ ଆଜି ଭାଷା : ଓଡ଼ିଆ ଚଳଚିତ୍ର : ସୂର୍ଯ୍ୟମୁଖୀ କଣ୍ଠ : ଲତା ମଙ୍ଗେସକର ଗୀତିକାର : ଗୁରୁକୃଷ୍ଣ ଗୋସ୍ୱାମୀ ସଙ୍ଗୀତ ନିର୍ଦ୍ଦେଶକ: ଶାନ୍ତନୁ ମହାପାତ୍ର ମସିହା : ୧୯୬୩ ସେଇ ଚୂନା ଚୂନା ତାରାଫୁଲ ଆଜି କିଏ ଚୁମି ଚୁମି ଗଲା ହାଏ ହଜି କିମ୍ପା ତାର ମଧୁଛୁଆଁ ଆଣେ ଏ ନିଶୀଥେ ମାୟା କିମ୍ପା ତାର ମଧୁଛୁଆଁ ଆଣେ ଏ ନିଶୀଥେ ମାୟା ପାରେନାହିଁ ମୁହିଁ ବୁଝି ହାଏ ପାଏନା ମୁଁ ତା'ରେ ଖୋଜି ସେଇ ଚୂନା ଚୂନା ତାରାଫୁଲେ ଆଜି ॥ ସେ ଯେ ଭରା ବଉଳର ମିଠା ମିଠା ମହକରେ କିମ୍ପା ଆଣେ ଶିହରଣ ମରମେ ପୁଲକ ଭରେ ଧିମା ଧିମା ସମୀରରେ ଝିଲ୍ଲୀର ସୁରେ ସୁରେ ଅତୀତ ମୋ ଦେଲା ଭାଜି ପାଏନା ମୁଁ ତା'ରେ ଖୋଜି ସେଇ ଚୂନା ଚୂନା ତାରାଫୁଲେ ଆଜି କିଏ ଚୁମିଚୁମି ଗଲା ହାଏ ହଜି ॥୧॥ ଆଖିରେ ମୋ ଦେଇଗଲା କୁହୁକ କଜଳ ଯେ ପାଇଁକି ଦିଶେ ସବୁ ସବୁଜ ମଧୁର ସେ ଯେ ଝରା ଶିଶିରରେ ଟୋପା ଟୋପା ଅଭିମାନ ଦେଇଗଲା ଉପହାର ତୋଳିନେଲା ମୋର ମନ ଚୂନା ଚୂନା ଭାବନାରେ ରଙ୍ଗୀନ କରି ଧୀରେ ଆଗତ ମୋ ଦେଲା ସାଜି ଆଗତ ମୋ ଦେଲା ସାଜି ଏଇ ଚୂନା ଚୂନା ତାରାଫୁଲେ ଆଜି ଏଇ ଚୂନା ଚୂନା ତାରାଫୁଲେ ଆଜି ॥୨॥ YouTube ରେ ସେଇ ଚୂନା ଚୂନା ତାରାଫୁଲେ ଆଜି ସେଇ ଚୂନା ଚୂନା ତାରାଫୁଲେ ଆଜି: ଲତା ମଙ୍ଗେସକର ଙ୍କ କଣ୍ଠରେ, ଶାନ୍ତନୁ ମହାପାତ୍ର ଙ୍କ ସଙ୍ଗୀତ ନିର୍ଦ୍ଦେଶନାରେ, ଗୁରୁକୃଷ୍ଣ ଗୋସ୍ୱା...

ରାତି ପାହିଗଲା ଶେଯରେ ଶେଯରେ ରାଧା ଶୋଇନାହିଁ - Rati Pahigala Sejare Sejare Radha Shoinahin Lyrics

Image
ଏହି ଗୀତଟିକୁ ଲେଖିବା ପାଇଁ "ଦି ସ୍ମରଣିକା" ର ଜଣେ ପାଠକ ୬ ଜୁନ୍ ୨୦୨୧ ରେ ଅନୁରୋଧ କରିଥିଲେ । ଆପଣ ମଧ୍ୟ ଅନୁରୋଧ କରିପାରିବେ । ଯୋଗାଯୋଗ ପାଇଁ Contact ପେଜ୍ ଦେଖନ୍ତୁ ।   == ଓଡ଼ିଆ == ଗୀତ : ରାତି ପାହିଗଲା ଶେଯରେ ଶେଯରେ ରାଧା ଭାଷା : ଓଡ଼ିଆ ଆଲବମ : ସୁନା ସବାରିରେ ଯିବୁ ସ୍ୱର୍ଗପୂରେ କଣ୍ଠ : ସୁରେଶ ୱାଡ଼କର ଗୀତିକାର : ଗଣେଶ୍ୱର ମହାପାତ୍ର   ସଂଗୀତ ନିର୍ଦ୍ଦେଶନା : ମଳୟ ମିଶ୍ର ମସିହା : ୨୦୦୮ ରାତି ପାହିଗଲା ଶେଯରେ ରାଧା ଶୋଇନାହିଁ ନିଦରେ ହୋ..ରାତି ପାହିଗଲା ଶେଯରେ ଶେଯରେ ରାଧା ଶୋଇନାହିଁ ନିଦରେ ସୁରୁଜ ଉଇଁଲେ କାହ୍ନୁ ଚାଲିଯିବ ସୁରୁଜ ଉଇଁଲେ କାହ୍ନୁ ଚାଲିଯିବ ତା ବଇଁଶୀ ତା ନୂପୁର ତା ବଇଁଶୀ ତା ନୂପୁର ଶୁଭିବନି କୁଞ୍ଜରେ ରାତି ପାହିଗଲା ଶେଯରେ ଶେଯରେ ରାଧା ଶୋଇନାହିଁ ନିଦରେ ହୋ..ରାତି ପାହିଗଲା ଶେଯରେ ଶେଯରେ ରାଧା ଶୋଇନାହିଁ ନିଦରେ ॥ ଗୋପରେ ଲିଭିବ ସେ ଗୋପଚନ୍ଦ୍ରମା ଡର ଲାଗେ କାଳେ ଫେରିବନି ଜମା ହୋ..ଗୋପରେ ଲିଭିବ ସେ ଗୋପଚନ୍ଦ୍ରମା ଡର ଲାଗେ କାଳେ ଫେରିବନି ଜମା ଯମୁନା ବଢ଼ିବ ରାଧାର ଲୁହରେ ଗୋଠ ଭରିଯିବ ବଉଳ କୋହରେ କିଏ ଆଉ ଯିବ କାହିଁ କିଏ ଆଉ ଯିବ କାହିଁ ଯମୁନା କୁ ସଞ୍ଜରେ ରାତି ପାହିଗଲା ଶେଯରେ ଶେଯରେ ରାଧା ଶୋଇନାହିଁ ନିଦରେ ହୋ..ରାତି ପାହିଗଲା ଶେଯରେ ଶେଯରେ ରାଧା ଶୋଇନାହିଁ ନିଦରେ ॥୧॥        ସକାଳ ସୁରୁଜ ଆସିଲେ ଦେଖିବ ଗୋପପୁର ସାର...

ଝୁମ୍‌କା ଟିକେ ତୁ ତ ହଲେଇଦେ - Jhumka Tike Tu Ta Haleide Lyrics

Image
== ଓଡ଼ିଆ == ଗୀତ : ଝୁମ୍‌କା ଟିକେ ତୁ ତ ହଲେଇଦେ ଭାଷା : ଓଡ଼ିଆ ଚଳଚିତ୍ର : ଚିହ୍ନା ଅଚିହ୍ନା କଣ୍ଠ : ତାନ୍‌ସେନ୍‌ ସିଂ ଗୀତିକାର : ବିନୋଦ ନନ୍ଦ ସଂଗୀତ ନିର୍ଦ୍ଦେଶକ : ବାସୁଦେବ ରଥ ମସିହା : ୧୯୭୯ ଝୁମ୍‌କା ଟିକେ ତୁ ତ ହଲେଇଦେ ରୁମ୍‌ଝୁମ୍‌ କରି ଟିକେ ବଜେଇଦେ ଝୁମ୍‌କା ଟିକେ ତୁ ତ ହଲେଇଦେ ରୁମ୍‌ଝୁମ୍‌ କରି ଟିକେ ବଜେଇଦେ ବଜେଇଦେ..ବଜେଇଦେ..ବଜେଇଦେ.. ବେଣୀ ତୋ ହଲିବ ମନ ମୋ ନାଚିବ ଗେଲି ତୁ ହସିଲେ ମୁକୁତା ଝରିବ ବେଣୀ ତୋ ହଲିବ ମନ ମୋ ନାଚିବ ଗେଲି ତୁ ହସିଲେ ମୁକୁତା ଝରିବ ଆଲୋ ତୁ ତ ମୋର ପରି ଆରେ କିଏ ହେବ ତୋର ସରି ଆଲୋ ତୁ ତ ମୋର ପରି ଆରେ କିଏ ହେବ ତୋର ସରି ହେ..ଏଇ..ଏଇ..ଏଇ..ଏଇ ଝୁମ୍‌କା ଟିକେ ତୁ ତ ହଲେଇଦେ ରୁମ୍‌ଝୁମ୍‌ କରି ଟିକେ ବଜେଇଦେ ଝୁମ୍‌କା ଟିକେ ତୁ ତ ହଲେଇଦେ ॥ ଝୁଲି ଝୁଲି ତୁହି ଚାଲୁଚୁ ଏମିତି ମନକୁ ନଉଚୁ ଟାଣି ମନ ମୋ ଚାହୁଁଚି ଏଇଲାଗି ତୋତେ କରନ୍ତିକି ପାଟରାଣୀ ଝୁଲି ଝୁଲି ତୁହି ଚାଲୁଚୁ ଏମିତି ମନକୁ ନଉଚୁ ଟାଣି ମନ ମୋ ଚାହୁଁଚି ଏଇଲାଗି ତୋତେ କରନ୍ତିକି ପାଟରାଣୀ ତୋରି ପାଇଁ ମୁଁ ସବୁ ଭୁଲିଲି ଭଲା ମୁଁ ତୋତେ ଭଲପାଇଲି ହେଲେ ଜାଣି ତୁ ଅଜଣା କାହିଁକି ମନ ଖୋଲି କହିଦେ ଝୁମ୍‌କା ଟିକେ ତୁ ତ ହଲେଇଦେ ରୁମ୍‌ଝୁମ୍‌ କରି ଟିକେ ବଜେଇଦେ ଝୁମ୍‌କା ଟିକେ ତୁ ତ ହଲେଇଦେ ॥୧॥ ଯାହା ତୁ କହିବୁ ତାହା ମୁଁ କରିବି ସିନେମା ଦେଖେଇ ନେବି ଘରେ ତୁ ବସିବୁ ରୋଷେଇ ନ କରି ହୋଟେଲରେ ଖୁଆଇବି ଯାହା ତ...

ଗତ ସପ୍ତାହର "ଦି ସ୍ମରଣିକା" ପାଠକଙ୍କ ଆଦୃତ ଲେଖା ସମୂହ

ଶ୍ରିତ କମଲା କୁଚ ମଣ୍ଡଲ (ମଙ୍ଗଲ ଗୀତମ୍) ଶ୍ରୀ ଜୟଦେବ କୃତ ଗୀତ ଗୋବିନ୍ଦ - Shrita Kamla Kucha Mandala (Mangala Geetam) Shri Jayadev Krita Gita Govinda Lyrics

ତୋ ଆଗରେ କିଛି ଧୂପ ମୋ ଆଗରେ କିଛି ଧୂପ - To Aagare Kichhi Dhupa Mo Aagare Kichhi Dhupa Lyrics

ଷାଠିଏ ପଉଟି ଭୋଗରୁ ତୁମର କାଢ଼ିତ ନେଇନି ହରି - Sathie Pauti Bhogaru Tumara Kadhita Neini Hari Lyrics

ନୀଳାଚଳ ଧାମ ଯାଇ ମୁଁ ପାରୁନି - Nilachala Dhama Jai Mun Paruni Lyrics

ଜଗନ୍ନାଥାଷ୍ଟକଂ (ଜଗନ୍ନାଥ ଅଷ୍ଟକଂ) - Jagannath Ashtakam Lyrics

ନିକଟରେ ମିଳିଥିବା ମନ୍ତବ୍ୟ ସବୁ

Anonymous commented on dinabandhu ehi ali chhamu lyrics odia: “Please provide with meaning of this wonderful bhajan”

Anonymous commented on galani ta gala katha re lyrics odia: “ଥ ଚମ୍ପୁ :- ଥାପି ରେ କହ ”

The Smaranika commented on jagannathastakam: “ଆଗ୍ରହ ପାଇଁ ଅଶେଷ ଧନ୍ୟବାଦ । ଆମେ ଦେବା ପାଇଁ ଚେଷ୍ଟା କରିବୁ ।- ଦି ସ୍ମରଣିକା ଟିମ୍”

The Smaranika commented on madhaba he madhaba lyrics: “ଅପଣଙ୍କ ବହୁମୂଲ୍ୟ ମତାମତ ପାଇଁ ଆନ୍ତରିକ ଧନ୍ୟବାଦ ଜଣାଉଛୁ ।- "ଦି ସ୍ମରଣିକା" ଟିମ୍”

The Smaranika commented on madhaba he madhaba lyrics: “ସୁନ୍ଦର ମତାମତ ପାଇଁ ଅଶେଷ ଧନ୍ୟବାଦ ।- "ଦି ସ୍ମରଣିକା" ଟିମ୍”

Anonymous commented on madhaba he madhaba lyrics: “Jay Jagannatha 🙏”

Anonymous commented on jagannathastakam: “Excellent. However it would be better if the meanings of the words would have given. ”

Anonymous commented on jagannathastakam: “Excellent. Lyrics in Odia, Sanskrit and English are praiseworthy; but it would be better if the words would have explained…”

ଦି ସ୍ମରଣିକା କ୍ଵିକ୍ ଲିଙ୍କ ସମୂହ