Posts

Showing posts from September, 2018

Important Notice!
Struggling to find your favourite song? Find it easily within “The Smaranika”. Click on search icon (🔍) on top right, to search. Remember, how you search within "The Smaranika" is different from how you search on Google! Know the difference on FAQ page

ନିଶ୍ଵକର ହେ ମୋତେ ବିଶ୍ଵବିହାରୀ - Niswa Kara He Mate Bishwabihari Lyrics

Image
== ଓଡ଼ିଆ == ଭଜନ : ନିଶ୍ଵକର ହେ ମୋତେ ବିଶ୍ଵବିହାରୀ ଭାଷା : ଓଡ଼ିଆ କଣ୍ଠ : କୁମାର ବାପି ଆଲବମ : କ୍ଷମା ସାଗର ଗୀତିକାର : ଅଲେଖ ବିଶ୍ଵାଳ ସଂଗୀତ ନିର୍ଦ୍ଦେଶକ : ସଞ୍ଜୟ ମସିହା : ୨୦୦୯ ନିଶ୍ଵକର ହେ ମୋତେ ବିଶ୍ଵବିହାରୀ ନିଶ୍ଵକର ହେ ମୋତେ ବିଶ୍ଵବିହାରୀ ଖାଲି ଖାଲି ଆସିଥିଲି ଖାଲି ଖାଲି ଆସିଥିଲି ଖାଲି ଯିବି ଫେରି ଏତିକି ବୁଝିବା ମୋର ହେଇଗଲା ଡେରି ନିଶ୍ଵକର ହେ ମୋତେ ବିଶ୍ଵବିହାରୀ ॥ ଅଳପ ଚାହିଁଲି ଅନେକ ପାଇଲି ଆଉ କିଛି ଚାହେଁନା ଅମୃତ  ଭାବନା କରେ ଆନମନା କିଛି ଭଲ ଲାଗେନା ଅ..ଅ..ଅ.. ଅଳପ ଚାହିଁଲି ଅନେକ ପାଇଲି ଆଉ କିଛି ଚାହେଁନା ଅମୃତ  ଭାବନା କରେ ଆନମନା କିଛି ଭଲ ଲାଗେନା ଜୀବନଟା ଲାଗିଲାଣି ଏବେ ଭାରି ଭାରି ଏତିକୀ ବୁଝିବା ମୋର  ହେଇଗଲା ଡେରି ନିଶ୍ଵ କରହେ ମୋତେ  ବିଶ୍ଵବିହାରୀ ॥୧॥ ମଳୟ ପରଶ ନପାଇ ପାଇଲି ବାଶ ନାହିଁ ଚନ୍ଦନେ ତୁମକୁ ନପାଇ ଯେତେ ଯା ପାଇଲି ଶାନ୍ତୀ  ନାହିଁ ଜୀବନେ ମଳୟ ପରଶ ନପାଇ ପାଇଲି ବାଶ ନାହିଁ ଚନ୍ଦନେ ତୁମକୁ ନପାଇ ଯେତେ ଯା ପାଇଲି ଶାନ୍ତୀ  ନାହିଁ ଜୀବନେ ଅଶାନ୍ତି ରୁ ପ୍ରଶାନ୍ତି କୁ ଅଶାନ୍ତି ରୁ ପ୍ରଶାନ୍ତି କୁ ପ୍ରାଣ ହୁଏ ଝୁରି ଏତିକୀ ବୁଝିବା ମୋର  ହେଇଗଲା ଡେରି ନୀଶ୍ଵ କରହେ ମୋତେ ବିଶ୍ଵବିହାରୀ ଖାଲି ଖାଲି ଆସିଥିଲି ଖାଲି ଖାଲି ଆସିଥିଲି ଖାଲି ଯିବି ଫେରି ଏତିକି ବୁଝିବା ମୋର ହେଇଗଲା ଡେରି ନିଶ୍ଵକର ହେ ମୋତେ ବିଶ୍ଵବିହାର...

କୋଠ ଭୋଗ ଖିଆ ମୋ ଚକା ଆଖିଆ - Kotha Bhoga Khia Mo Chaka Akhia Lyrics

Image
== ଓଡ଼ିଆ == ଭଜନ : କୋଠ ଭୋଗ ଖିଆ ମୋ ଚକା ଆଖିଆ  ଭାଷା : ଓଡ଼ିଆ ଆଲବମ : ଭକ୍ତି ପୁଷ୍ପାଞ୍ଜଳି କଣ୍ଠ : ଭିକା ରି ବଳ ଗୀତିକାର : ଖିରୋଦ ଚନ୍ଦ୍ର ପୋଥାଳ ସଂଗୀତ ନିର୍ଦ୍ଦେଶକ : ବାଳକୃଷ୍ଣ ଦାସ, ଭିକାରି ବଳ ମସିହା : ୧୯୭୯ କୋଠ ଭୋଗ ଖିଆ.. କୋଠ ଭୋଗ ଖିଆ ମୋ ଚକା ଆଖିଆ କୋଠ ଭୋଗ ଖିଆ ମୋ ଚକା ଆଖିଆ ଉଠ ହେ ପହଡ଼ ଭାଙ୍ଗି ଉଠ ହେ ପହଡ଼ ଭାଙ୍ଗି ପଣ୍ଡା ପଢ଼ିହାରୀ କରନ୍ତି ଗୁହାରି ହେବାକୁ ଚନ୍ଦନ ଲାଗି ହେବାକୁ ଚନ୍ଦନ ଲାଗି କୋଠ ଭୋଗ ଖିଆ.. ॥ ତୁଳସୀର ମାଳ ଦୟଣାର ଚୂଳ ଉଭା ଘେନି ଦେବଦାସୀ ଉଭା ଘେନି ଦେବଦାସୀ ବଡ଼ ସିଂହାରକୁ ବୁଢ଼ା ସିଂହାରୀ ଯେ ଉଭା ହୋଇଲେଣି ଆସି ମଣିମା ମଣିମା ଡାକ ପଡ଼ୁଅଛି ମଣିମା ମଣିମା ଡାକ ପଡ଼ୁଅଛି ଛାମୁ ଦରଶନ ଲାଗି ହେବାକୁ ଚନ୍ଦନ ଲାଗି କୋଠ ଭୋଗ ଖିଆ.. ॥୧॥  ନିଦା ପଥର ହେ ନିଦେ କେ ଶୋଇଲ ଷାଠିଏ ପଉଟି ଖାଇ ଷାଠିଏ ପଉଟି ଖାଇ ଅନାଥ ଜନଙ୍କ ଡାକ ନ ଶୁଣୁଛ ଅନାଥ ଜନଙ୍କ ଡାକ ନ ଶୁଣୁଛ ଜଗତର ନାଥ ହୋଇ ଆରତି ବେଳ ଯେ ଗଡ଼ି ଯାଉଅଛି ଉଠ ହେ ଛପନଭୋଗୀ ହେବାକୁ ଚନ୍ଦନ ଲାଗି କୋଠ ଭୋଗ ଖିଆ.. ॥୨॥   ପତିତପାବନ ବାନା ଉଡ଼ାଉଛ ପତିତ ଉଦ୍ଧାର ପାଇଁ ପତିତ ଉଦ୍ଧାର ପାଇଁ ପତିତପାବନ ବାନା ଉଡ଼ାଉଛ ପତିତ ଉଦ୍ଧାର ପାଇଁ ପତିତ ଉଦ୍ଧାର ପାଇଁ ମୁଁ ଜଣେ ପତିତ କାନ୍ଦି କାନ୍ଦି ମରେ ମୁଁ ଜଣେ ପତିତ କାନ୍ଦି କାନ୍ଦି ମରେ ମୋ ଡାକ କି ଶୁଭୁନାହିଁ ଏଡ଼େ ବଡ଼ ପଣ ବହିଅଛ ପ୍ରଭୁ କୁହ ତେବେ କାହା ଲାଗି ହେ...

ଆସିବ ବର ତୋର ହୋଇବ ବାହାଘର - Asiba Bara Tora Hoiba Bahaghara Lyrics

Image
== ଓଡ଼ିଆ == ଗୀତ : ଆସିବ ବର ତୋର ହୋଇବ ବାହାଘର ଭାଷା : ଓଡ଼ିଆ ଚଳଚିତ୍ର : କାବେରୀ କଣ୍ଠ : ଅନୁରାଧା ପୌଡ଼ୱାଲ ସଙ୍ଗୀତ ନିର୍ଦ୍ଦେଶକ : ବାସୁଦେବ ରଥ ମସିହା : ୧୯୮୪ ଆସିବ ବର ତୋର ହୋଇବ ବାହାଘର ଆସିବ ବର ତୋର ହୋଇବ ବାହାଘର ତା'ପରେ କି ହବ କହଲୋ ତା'ପରେ କି ହବ କହଲୋ ତା'ପରେ କି ହବ କହଲୋ ବାଜିବ ସାହାନାଇ ଫୁଲେଇ ହେଉ କାଇଁ ବାଜିବ ସାହାନାଇ ଫୁଲେଇ ହେଉ କାଇଁ ଲୁଚାଇଛୁ ବର କାହିଁଲୋ ତା'ପରେ କି ହବ କହଲୋ ତା'ପରେ କି ହବ କହଲୋ ॥ ନଇଁ ନଇଁ ନଇଁ ନଇଁ ନଇଁ ନଇଁ ଚାଲିବୁ କଇଁ କଇଁ କଇଁ ମିଛି ମିଛିକା ତୁ କାନ୍ଦିବୁ ନଇଁ ନଇଁ ନଇଁ ନଇଁ ନଇଁ ନଇଁ ଚାଲିବୁ କଇଁ କଇଁ କଇଁ ମିଛି ମିଛିକା ତୁ କାନ୍ଦିବୁ ଆସିବ ମନ ଚୋର ମାରିବ ଫୁଲଶର ଆସିବ ମନ ଚୋର ମାରିବ ଫୁଲଶର ତା'ପରେ କି ହବ କହଲୋ ତା'ପରେ କି ହବ କହଲୋ ତା'ପରେ କି ହବ କହଲୋ ॥୨॥  ଚୁପି ଚୁପି ଚୁପି ବର ତୋର ପାଖେ ଆସିବ ମିଠା ମିଠା କଥା ଚଉଠି ରାତିରେ କହିବ ଚୁପି ଚୁପି ଚୁପି ବର ତୋର ପାଖେ ଆସିବ ମିଠା ମିଠା କଥା ଚଉଠି ରାତିରେ କହିବ ଛାତି ତୋ ଦକଦକ ମନ ତୋ ସକସକ ଛାତି ତୋ ଦକଦକ ମନ ତୋ ସକସକ ଲେଖିବୁ ତା'ପର ଖବର ତା'ପରେ କି ହବ କହଲୋ ତା'ପରେ କି ହବ କହଲୋ ଆସିବ ବର ତୋର ହୋଇବ ବାହାଘର ଆସିବ ବର ତୋର ହୋଇବ ବାହାଘର ତା'ପରେ କି ହବ କହଲୋ ତା'ପରେ କି ହବ କହଲୋ ତା'ପରେ କି ହବ କହଲୋ ॥୩॥ YouTube ରେ ଆସ...

ମିଛ ଦୁନିଆରେ ଗୋଟିଏ ସତ - Michha Duniare Gotie Sata Jagannatha Se Mo Jagannath Lyrics

Image
== ଓଡ଼ିଆ == ଗୀତ : ମିଛ ଦୁନିଆରେ ଗୋଟିଏ ସତ ଭାଷା : ଓଡ଼ିଆ କଣ୍ଠ : ଭିକାରି ବଳ ଗୀତିକାର : ଶୀର୍ଷାନନ୍ଦ କାନୁନଗୋ ସଂଗୀତ ନିର୍ଦ୍ଦେଶକ : ଅମରେନ୍ଦ୍ର ମହାନ୍ତି, ସରୋଜ ନନ୍ଦ ମସିହା : ୧୯୯୨ ମିଛ ଦୁନିଆରେ ଗୋଟିଏ ସତ ମିଛ ଦୁନିଆରେ ଗୋଟିଏ ସତ ଜଗନ୍ନାଥ ସେ ମୋ ଜଗନ୍ନାଥ ଜଗନ୍ନାଥ ସେ ମୋ ଜଗନ୍ନାଥ ତାରିପାରେ ସେହି ମାରିପାରେ ସେହି ତାରିପାରେ ସେହି ମାରିପାରେ ସେହି ଗୋଟିଏ ହାତ ଜଗନ୍ନାଥ ସେ ମୋ ଜଗନ୍ନାଥ ଜଗନ୍ନାଥ ସେ ମୋ ଜଗନ୍ନାଥ ॥ ଗାଇ ଗାଇ ରାମାୟଣ ଶୁଣି ଶୁଣି ଗୀତା ପଢ଼ି ପଢ଼ି ଭାଗବତ ସରେନା ଯା କଥା ଗାଇ ଗାଇ ରାମାୟଣ ଶୁଣି ଶୁଣି ଗୀତା ପଢ଼ି ପଢ଼ି ଭାଗବତ ସରେନା ଯା କଥା ଭଜନ ଜଣାଣ ପୁଣି ପୋଥି କି ପୁରାଣ ସବୁଠାରେ ବିଜେ ସେହି ପ୍ରଭୁ ନାରାୟଣ ସବୁଠାରେ ବିଜେ ସେହି ପ୍ରଭୁ ନାରାୟଣ ପତିତ ଉଦ୍ଧାର ପାଇଁ ଉଡ଼େ ଯା ନେତ ଜଗନ୍ନାଥ ସେ ମୋ ଜଗନ୍ନାଥ ଜଗନ୍ନାଥ ସେ ମୋ ଜଗନ୍ନାଥ ॥୧॥ ସେହି ଏକା କହିଥିଲା କୁରୁକ୍ଷେତ୍ରେ ଗୀତା ସେହି ଏକା ବରଜିଲା ସତୀ ମାତା ସିତା ସେହି ଏକା କହିଥିଲା କୁରୁକ୍ଷେତ୍ରେ ଗୀତା ସେହି ଏକା ବରଜିଲା ସତୀ ମାତା ସିତା ସେହି ଏକା ସହିଥିଲା ବ୍ରାହ୍ମଣ ଗୋଇଠା ସେହି ଏକା ଖାଇଥିଲା ଶବରି ଅଇଁଠା ସେହି ଏକା ଖାଇଥିଲା ଶବରି ଅଇଁଠା ଯାହାର ଇଚ୍ଛାରେ ଚାଲେ ସାରା ଜଗତ ଜଗନ୍ନାଥ ସେ ମୋ ଜଗନ୍ନାଥ ଜଗନ୍ନାଥ ସେ ମୋ ଜଗନ୍ନାଥ ॥୨॥ ମିଛ ଦୁନିଆରେ ଗୋଟିଏ ସତ ମିଛ ଦୁନିଆରେ ଗୋଟିଏ ସତ ଜଗନ୍ନାଥ ସେ ମୋ ଜଗନ୍ନାଥ ଜ...

ଗତ ସପ୍ତାହର "ଦି ସ୍ମରଣିକା" ପାଠକଙ୍କ ଆଦୃତ ଲେଖା ସମୂହ

ଶ୍ରିତ କମଲା କୁଚ ମଣ୍ଡଲ (ମଙ୍ଗଲ ଗୀତମ୍) ଶ୍ରୀ ଜୟଦେବ କୃତ ଗୀତ ଗୋବିନ୍ଦ - Shrita Kamla Kucha Mandala (Mangala Geetam) Shri Jayadev Krita Gita Govinda Lyrics

ତୋ ଆଗରେ କିଛି ଧୂପ ମୋ ଆଗରେ କିଛି ଧୂପ - To Aagare Kichhi Dhupa Mo Aagare Kichhi Dhupa Lyrics

ନୀଳାଚଳ ଧାମ ଯାଇ ମୁଁ ପାରୁନି - Nilachala Dhama Jai Mun Paruni Lyrics

ନନ୍ଦିଘୋଷ ତୋର ଅଟକି ଗଲା ବଡ଼ଶଙ୍ଖ ଠାରେ - Nandighosa Tora Ataki Gala Badashankha Thare lyrics

ଆହେ ନୀଳ ଶଇଳ ପ୍ରବଳ ମତ୍ତ ବାରଣ - Aahe nila saila prabala matta barana Lyrics

ନିକଟରେ ମିଳିଥିବା ମନ୍ତବ୍ୟ ସବୁ

Anonymous commented on kala manikare dhire ghena lyrics odia: “Odia meaning of Dankuni”

Anonymous commented on kala manikare dhire ghena lyrics odia: “Dankuni ଓଡ଼ିଆ ଅର୍ଥ ”

Anonymous commented on baichadhei o pimpudi bhai lyrics odia: “Thank u Google”

The Smaranika commented on sita lo aji jaluchhi jahara lyrics odia: “ମତାମତ ପାଇଁ ଅଶେଷ ଧନ୍ୟବାଦ ।– ଦି ସ୍ମରଣିକା ଟିମ୍‌”

Anonymous commented on sita lo aji jaluchhi jahara lyrics odia: “Very helpful ”

The Smaranika commented on nari tuhi debi puni mamata lyrics odia: “ସୁନ୍ଦର ମତାମତ ପାଇଁ ଅଶେଷ ଧନ୍ୟବାଦ ।- "ଦି ସ୍ମରଣିକା" ଟିମ୍”

Anonymous commented on nari tuhi debi puni mamata lyrics odia: “Bahut sundar ”

Anonymous commented on dinabandhu ehi ali chhamu lyrics odia: “Please provide with meaning of this wonderful bhajan”

ଦି ସ୍ମରଣିକା କ୍ଵିକ୍ ଲିଙ୍କ ସମୂହ