Posts
Showing posts from July, 2021
Google ରେ ଓଡ଼ିଆରେ ହିଁ search କରନ୍ତୁ!
ସମସ୍ତ ଓଡ଼ିଆ କ୍ୟାଲେଣ୍ଡର
Facebook ରେ ଯୋଡ଼ନ୍ତୁ
|
Twitter ରେ ଯୋଡ଼ନ୍ତୁ
Important Notice!
Struggling to find your favourite song? Find it easily within “The Smaranika”. Click on search icon (🔍) on top right, to search. Remember, how you search within "The Smaranika" is different from how you search on Google! Know the difference on FAQ page
== ଓଡ଼ିଆ == ଗୀତ : ସଖା ହେ କଳାସଖା ହେ କାଇଁ ଛାଡ଼ିଗଲ ଭାଷା : ଓଡ଼ିଆ ଆଲବମ : ରଙ୍କୁଣୀ ଧନ କଣ୍ଠ : ଶୈଳଭାମା ମହାପାତ୍ର ଗୀତିକାର : ଅରୁଣ ମନ୍ତ୍ରୀ ସଂଗୀତ ନିର୍ଦ୍ଦେଶନା : ବିଜୟ ମଲ୍ଲ ମସିହା : ୨୦୧୭ ସଖା ହେ କଳାସଖା ହେ କାଇଁ ଛାଡ଼ିଗଲ କରି ଏକା ହେ ସଖା ହେ କଳାସଖା ହେ କାଇଁ ଛାଡ଼ିଗଲ କରି ଏକା ହେ ଚିଠିରେ ମୋ ଇତି ଲେଖିଲା ପରେ ବି ଚିଠିରେ ମୋ ଇତି ଲେଖିଲା ପରେ ବି ସରୁନାହିଁ ମୋର ଲେଖା ହେ ସଖା ହେ.. ସଖା ହେ କଳାସଖା ହେ କାଇଁ ଛାଡ଼ିଗଲ କରି ଏକା ହେ ॥ କୁରୁସଭାସ୍ଥଳେ କରିଥିଲ ବସ୍ତ୍ର ଦାନ ଆହେ ଅଭିମାନୀ ରଖିଥିଲ ମୋର ମାନ କୁରୁସଭାସ୍ଥଳେ କରିଥିଲ ବସ୍ତ୍ର ଦାନ ଆହେ ଅଭିମାନୀ ରଖିଥିଲ ମୋର ମାନ ମାନ ଅଭିମାନ ଛାଡ଼ିଦିଅ ଏବେ ମାନ ଅଭିମାନ ଛାଡ଼ିଦିଅ ଏବେ ଏ ଜୀବନ ଲାଗେ ଫିକା ହେ ସଖା ହେ.. ସଖା ହେ କଳାସଖା ହେ କାଇଁ ଛାଡ଼ିଗଲ କରି ଏକା ହେ ॥୧॥ ଭଲପାଉଥିଲି ତୁମକୁ ମୁଁ ମନେ ମନେ ତୁମେ ଜାଣିଥିଲ ନ କହିଲେ ମୁଁ ବି ଦିନେ ଭଲପାଉଥିଲି ତୁମକୁ ମୁଁ ମନେ ମନେ ତୁମେ ଜାଣିଥିଲ ନ କହିଲେ ମୁଁ ବି ଦିନେ ଅକୁହା ପ୍ରୀତିକୁ କହିଦେବି ଖୋଲି ଅକୁହା ପ୍ରୀତିକୁ କହିଦେବି ଖୋଲି ଆଉ କେବେ ହବ ଦେଖା ହେ ସଖା ହେ.. ସଖା ହେ କଳାସଖା ହେ କାଇଁ ଛାଡ଼ିଗଲ କରି ଏକା ହେ ସଖା ହେ କଳାସଖା ହେ କାଇଁ ଛାଡ଼ିଗଲ କରି ଏକା ହେ ଚିଠିରେ ମୋ ଇତି ଲେଖିଲା ପରେ ବି ଚିଠିରେ ବି ମୋ ଇତି ଲେଖିଲା ପରେ ବି ସରୁନାହିଁ ମୋର ଲେଖା ହେ ସଖା ହେ.. ସ...
ଗତ ସପ୍ତାହର "ଦି ସ୍ମରଣିକା" ପାଠକଙ୍କ ଆଦୃତ ଲେଖା ସମୂହ
== ଓଡ଼ିଆ == ଗୀତ : ଶ୍ରିତ କମଲା କୁଚ ମଣ୍ଡଲ ଭାଷା : ସଂସ୍କୃତ ପୋଥି / ପୁସ୍ତକ : ଗୀତ ଗୋବିନ୍ଦ କଣ୍ଠ : ନମିତା ଅଗ୍ରୱାଲ ଗୀତିକାର : ଶ୍ରୀ ଜୟଦେବ ଗୋସ୍ଵାମୀ ସଙ୍ଗୀତ ନିର୍ଦ୍ଦେଶକ : ରାଖାଲ ମହାନ୍ତି ମସିହା : ୨୦୦୬ ଶ୍ରିତ-କମଲା-କୁଚ-ମଣ୍ଡଲ, ଧୃତ-କୁଣ୍ଡଲ କଲିତ-ଲଲିତ-ବନମାଲ, ଜୟ ଜୟ ଦେବ ହରେ ॥୧॥ ଦିନମଣି-ମଣ୍ଡଲ-ମଣ୍ଡନ, ଭବ-ଖଣ୍ଡନ ମୁନିଜନ-ମାନସ-ହଂସ, ଜୟ ଜୟ ଦେବ ହରେ ॥୨॥ କାଲିୟ-ବିଷଧର-ଗଞ୍ଜନ, ଜନ-ରଞ୍ଜନ ୟଦୁକୁଲ-ନଲିନ-ଦିନେଶ, ଜୟ ଜୟ ଦେବ ହରେ ॥୩॥ ମଧୁ-ମୁର-ନରକ-ବିନାଶନ, ଗରୁଡ଼ାସନ ସୁରକୁଲ-କେଲି-ନିଦାନ, ଜୟ ଜୟ ଦେବ ହରେ ॥୪॥ ଅମଲ-କମଲ-ଦଲ-ଲୋଚନ, ଭବ-ମୋଚନ ତ୍ରିଭୁବନ-ଭବନ-ନିଧାନ, ଜୟ ଜୟ ଦେବ ହରେ ॥୫॥ ଜନକ-ସୁତାକୃତ-ଭୂଷଣ, ଜିତ-ଦୂଷଣ ସମର-ଶମିତ-ଦଶକଣ୍ଠ, ଜୟ ଜୟ ଦେବ ହରେ ॥୬॥ ଅଭିନବ-ଜଲଧର-ସୁନ୍ଦର, ଧୃତ-ମନ୍ଦର ଶ୍ରୀମୁଖ-ଚନ୍ଦ୍ର-ଚକୋର, ଜୟ ଜୟ ଦେବ ହରେ ॥୭॥ ତବ ଚରଣେ ପ୍ରଣତାବୟମ୍, ଇତି ଭାବୟ କୁରୁ କୁଶଲଂ ପ୍ରଣତେଷୁ, ଜୟ ଜୟ ଦେବ ହରେ ॥୮॥ ଶ୍ରୀ-ଜୟଦେବ-କବେରିଦଂ, କୁରୁତେ ମୁଦମ୍ ମଙ୍ଗଳମ୍-ଉଜ୍ଜ୍ୱଳ-ଗୀତଂ, ଜୟ ଜୟ ଦେବ ହରେ ॥୯॥ ଇତି ଶ୍ରୀ ଜୟଦେବ ବିରଚିତଂ ମଙ୍ଗଲଗୀତଂ ସମ୍ପୂର୍ଣ୍ଣମ୍ ॥ Note on usage of filler words hey (है), E (ए), Hari (हरि) etc: Numerous artists around the w...
କାଳିଜାଈରେ ସନ୍ଧ୍ୟା - Kalijaire Sandhya Kabita Lyrics
== ଓଡ଼ିଆ == କବିତା : କାଳିଜାଈରେ ସନ୍ଧ୍ୟା ଗୀତିକାର : ଡମ୍ବରୁଧର ପରିଡ଼ା କାତ ଧରି ଧୀରେ ନାଉରି ନାଆ ଦେଇଛି ମେଲି, ଉତ୍ତରା ପବନ ଆଗକୁ ଦିଏ ତଲେଇ ଠେଲି ॥ ନାଚି ନାଚି ଚାଲେ ତରଣୀ ନାଚେ ଶତ ତରଙ୍ଗ, ଉଡି ଆସି ଜଳେ ଭାସନ୍ତି କାହିଁ କେତେ ବିହଙ୍ଗ ॥ ହଂସ ହଂସରାଳୀ ଖେଳନ୍ତି ଢେଉ ଦୋଳିରେ ଖେଳ, ଆସିଲାଣି ଖରା ମଉଳି ଛାଇ ଲେଉଟା ବେଳ ॥ ମାଛରଙ୍କା ପକ୍ଷୀ ଉଡ଼ଇ ଡେଣା ଝାଡ଼ି ଆକାଶେ, ଲକ୍ଷ୍ୟ ରଖି ଜଳେ ବୁଡ଼ଇ ମୀନ ଧରିବା ଆଶେ ॥ ଚାହୁଁ ଚାହୁଁ ଯାଇ ଗଭୀର ଜଳେ ପଡିଲା ନାଆ, ଅକାତ ପାଣି ସେ ଗଣ୍ଡରେ କାଳିଜାଈ ତା ନାଆଁ ॥ କାତ ରଖି ନାବେ ନାଉରି ନେଲା ଆହୁଲା କରେ, ମା କାଳିଜାଈ ସୁମରି ମଙ୍ଗ ସଳଖି ଧରେ ॥ ନୀଳ ଊର୍ମିମାଳା ଉଠଇ ବହେ ପବନ ଖର, ଛିଟିକି ପଡ଼ଇ ନାଆରେ ପାଣି ଥରକୁ ଥର ॥ ନାଆ ପାଶେ ଖେଳେ ମଗର ବୁଡ଼ି ଛଟକି ଉଠେ, ଖେଳେ ଶିଶୁମାର ଶାଙ୍କୁଚ ପୁଣି ଲାଙ୍ଗୁଡ଼ ପିଟେ ॥ ପାରି ହୋଇ ଗଣ୍ଡ ବିଷମ ନାଆ ଲାଗିଲା କୂଳେ, ସୁଷମା ନିରେଖି ଉଠିଲା ଶ୍ୟାମ ଶଇଳ ଚୁଳେ ॥ ବୁଡ଼ି ଯାଉଥିଲେ ସବିତା ଦୂର ଭାଲେରି ଶିଖେ, ଉଡ଼ି ଆସୁଥିଲେ ବିହଙ୍ଗେ ସୁଖେ ଜଟିଆ ମୁଖେ ॥ ଅସ୍ତଗାମୀ ରବି କିରଣ ପଡ଼ି ଚିଲିକା ଜଳେ, ଦିଶଇ ପ୍ରବାଳ ବରଣ ଶୋଭା ବଚନ ବଳେ ॥ ଚଢେଇଗୁହାର ଶିଖକୁ ଚାହିଁ ଉଡ଼ଇ ଏରା, ଲୋହିତ ଧବଳ ପକ୍ଷରେ କେଡ଼େ ଦିଶଇ ତୋରା ॥ ଭାଲେରୀ ପାହାଡ଼ ଉହାଡ଼େ ଲୁଚି ଗଲେଣି ରବି, ପଶ୍ଚିମ ଆକାଶେ ଝଟକେ ...
ଷାଠିଏ ପଉଟି ଭୋଗରୁ ତୁମର କାଢ଼ିତ ନେଇନି ହରି - Sathie Pauti Bhogaru Tumara Kadhita Neini Hari Lyrics
== ଓଡ଼ିଆ == ଭଜନ : ଷାଠିଏ ପଉଟି ଭୋଗରୁ ତୁମର ଭାଷା : ଓଡ଼ିଆ ଆଲବମ : ଭଜନ ଶରଧା କଣ୍ଠ : ଭିକା ରି ବଳ ଗୀତିକାର : ରାଧାନାଥ ଦାସ ସଂଗୀତ ନିର୍ଦ୍ଦେଶକ : ବାଳକୃଷ୍ଣ ଦାସ ମସିହା : ୧୯୮୯ ଷାଠିଏ ପଉଟି ଭୋଗରୁ ତୁମର କାଢ଼ିତ ନେଇନି ହରି କୁହ ତେବେ କେଉଁ ଅପରାଧେ ମୋତେ କୁହ ତେବେ କେଉଁ ଅପରାଧେ ମୋତେ କଲ ଦାଣ୍ଡର ଭିକାରି କଲ ଦାଣ୍ଡର ଭିକାରି ଷାଠିଏ ପଉଟି ଭୋଗରୁ ତୁମର କାଢ଼ିତ ନେଇନି ହରି ଷାଠିଏ ପଉଟି ଭୋଗରୁ ତୁମର କାଢ଼ିତ ନେଇନି ହରି କୁହ ତେବେ କେଉଁ ଅପରାଧେ ମୋତେ କୁହ ତେବେ କେଉଁ ଅପରାଧେ ମୋତେ କଲ ଦାଣ୍ଡର ଭିକାରି କଲ ଦାଣ୍ଡର ଭିକାରି ଷାଠିଏ ପଉଟି ଭୋଗରୁ ତୁମର କାଢ଼ିତ ନେଇନି ହରି ॥ ଭିକାରି କରିବା ଯେବେ ତୁମ ଇଚ୍ଛା ଭିକାରି କରିବା ଯେବେ ତୁମ ଇଚ୍ଛା ନାହିଁ ମୋ ମନରେ ଦୁଃଖ ସିଂହଦ୍ଵାର ବିନା ଆନ ଦୁଆରକୁ ସିଂହଦ୍ଵାର ବିନା ଆନ ଦୁଆରକୁ ମୁଁ ମାଗି ଯିବି ନାହିଁ ଭିକ ଆହେ ଇଚ୍ଛାମୟ ଇଚ୍ଛାରେ ତୁମରି ଆହେ ଇଚ୍ଛାମୟ ଇଚ୍ଛାରେ ତୁମରି ଦିଅ ମୋର ଥାଳ ଭରି କଲ ଦାଣ୍ଡର ଭିକାରି କଲ ଦାଣ୍ଡର ଭିକାରି ଷାଠିଏ ପଉଟି ଭୋଗରୁ ତୁମର କାଢ଼ିତ ନେଇନି ହରି ॥୧॥ ଜାଣିଶୁଣି ଯେବେ ଚେଇଁ ଶୋଇଥିବ ପ୍ରଭୁହେ..ପ୍ରଭୁ.. ... ଜାଣିଶୁଣି ଯେବେ ଚେଇଁ ଶୋଇଥିବ ମୁଁ କହିବି କାହାକୁ ଆଉ ଆଉ କାହା ପାଶେ ପତାଇବି ହାତ ତୁମେ ପ୍ରଭୁ ଥାଉ ଥାଉ ଖାଲି ହାତେ ପଛେ ଫେରିଯିବି ପ୍ରଭୁ ଖାଲି ହାତେ...
ନୀଳାଚଳ ଧାମ ଯାଇ ମୁଁ ପାରୁନି - Nilachala Dhama Jai Mun Paruni Lyrics
== ଓଡ଼ିଆ == ଭଜନ : ନୀଳାଚଳ ଧାମ ଯାଇ ମୁଁ ପାରୁନି ଭାଷା : ଓଡ଼ିଆ କଣ୍ଠ : ଶ୍ରୀଚରଣ ମହାନ୍ତି ଗୀତିକାର : ଅରୁଣ ମନ୍ତ୍ରୀ ହେ.... ଜଗନ୍ନାଥ... ହେ... ଜଗନ୍ନାଥ... ଜଗନ୍ନାଥ... ହେ... ଜଗନ୍ନାଥ... ନୀଳାଚଳ ଧାମ ଯାଇ ମୁଁ ପାରୁନି (୨) ଏଇଠି କରୁଚି ଦଣ୍ଡବତ ହେ ଜଗନ୍ନାଥ, ହେ ଜଗନ୍ନାଥ ହେ ଜଗନ୍ନାଥ, ହେ ଜଗନ୍ନାଥ ତୁମ ନନ୍ଦିଘୋଷ ଟାଣି ମୁଁ ପାରୁନି (୨) ଏଇଠି ଗଢ଼ିଚି ବାଲି ରଥ ହେ ଜଗନ୍ନାଥ, ହେ ଜଗନ୍ନାଥ ହେ ଜଗନ୍ନାଥ, ହେ ଜଗନ୍ନାଥ ॥ ଜୀବନର ବାଟ ଭାରି ଅଙ୍କା ବଙ୍କା ବିଚରା ବାଟୋଇ ଛାତିରେ ଛନକା ମୁଁ ସେଇ ବାଟୋଇ ଭାରି ଏକା ଏକା ପାଦେ ପାଦେ ଆଜି ଦଉଚି ପରୀକ୍ଷା ଏଇଠି ଥାଇ ମୁଁ ଯାଚୁଚି ନଡ଼ିଆ (୨) ବଢ଼େଇ ନିଅ ହେ ତୁମ ହାତ ହେ ଜଗନ୍ନାଥ, ହେ ଜଗନ୍ନାଥ ହେ ଜଗନ୍ନାଥ, ହେ ଜଗନ୍ନାଥ ॥୧॥ ଭାରି ଛନ୍ଦା ଛନ୍ଦି ପାପୁଲି ର ରେଖା ଘଟୁଚି ଘଟିବ ଯାହା ଅଛି ଲେଖା କଉ ଦିନ ପ୍ରଭୁ ହବ ତୁମ ଦେଖା ସେଦିନ ସେ ଯାଏଁ କରିଚି ଅପେକ୍ଷା ଜୀବ ଯିବା ଯାଏଁ ତୁମ କୃପା ଥାଉ (୨) ମାଗୁନି ସରଗ ପାରିଜାତ ହେ ଜଗନ୍ନାଥ, ହେ ଜଗନ୍ନାଥ ହେ ଜଗନ୍ନାଥ, ହେ ଜଗନ୍ନାଥ ॥୨॥ ନୀଳାଚଳ ଧାମ ଯାଇ ମୁଁ ପାରୁନି (୨) ଏଇଠି କରୁଚି ଦଣ୍ଡବତ ହେ ଜଗନ୍ନାଥ, ହେ ଜଗନ୍ନାଥ ହେ ଜଗନ୍ନାଥ, ହେ ଜଗନ୍ନାଥ ॥ YouTube ରେ ନୀଳାଚଳ ଧାମ ଯାଇ ମୁଁ ପାରୁନି =...
କୋଠ ଭୋଗ ଖିଆ ମୋ ଚକା ଆଖିଆ - Kotha Bhoga Khia Mo Chaka Akhia Lyrics
== ଓଡ଼ିଆ == ଭଜନ : କୋଠ ଭୋଗ ଖିଆ ମୋ ଚକା ଆଖିଆ ଭାଷା : ଓଡ଼ିଆ ଆଲବମ : ଭକ୍ତି ପୁଷ୍ପାଞ୍ଜଳି କଣ୍ଠ : ଭିକା ରି ବଳ ଗୀତିକାର : ଖିରୋଦ ଚନ୍ଦ୍ର ପୋଥାଳ ସଂଗୀତ ନିର୍ଦ୍ଦେଶକ : ବାଳକୃଷ୍ଣ ଦାସ, ଭିକାରି ବଳ ମସିହା : ୧୯୭୯ କୋଠ ଭୋଗ ଖିଆ.. କୋଠ ଭୋଗ ଖିଆ ମୋ ଚକା ଆଖିଆ କୋଠ ଭୋଗ ଖିଆ ମୋ ଚକା ଆଖିଆ ଉଠ ହେ ପହଡ଼ ଭାଙ୍ଗି ଉଠ ହେ ପହଡ଼ ଭାଙ୍ଗି ପଣ୍ଡା ପଢ଼ିହାରୀ କରନ୍ତି ଗୁହାରି ହେବାକୁ ଚନ୍ଦନ ଲାଗି ହେବାକୁ ଚନ୍ଦନ ଲାଗି କୋଠ ଭୋଗ ଖିଆ.. ॥ ତୁଳସୀର ମାଳ ଦୟଣାର ଚୂଳ ଉଭା ଘେନି ଦେବଦାସୀ ଉଭା ଘେନି ଦେବଦାସୀ ବଡ଼ ସିଂହାରକୁ ବୁଢ଼ା ସିଂହାରୀ ଯେ ଉଭା ହୋଇଲେଣି ଆସି ମଣିମା ମଣିମା ଡାକ ପଡ଼ୁଅଛି ମଣିମା ମଣିମା ଡାକ ପଡ଼ୁଅଛି ଛାମୁ ଦରଶନ ଲାଗି ହେବାକୁ ଚନ୍ଦନ ଲାଗି କୋଠ ଭୋଗ ଖିଆ.. ॥୧॥ ନିଦା ପଥର ହେ ନିଦେ କେ ଶୋଇଲ ଷାଠିଏ ପଉଟି ଖାଇ ଷାଠିଏ ପଉଟି ଖାଇ ଅନାଥ ଜନଙ୍କ ଡାକ ନ ଶୁଣୁଛ ଅନାଥ ଜନଙ୍କ ଡାକ ନ ଶୁଣୁଛ ଜଗତର ନାଥ ହୋଇ ଆରତି ବେଳ ଯେ ଗଡ଼ି ଯାଉଅଛି ଉଠ ହେ ଛପନଭୋଗୀ ହେବାକୁ ଚନ୍ଦନ ଲାଗି କୋଠ ଭୋଗ ଖିଆ.. ॥୨॥ ପତିତପାବନ ବାନା ଉଡ଼ାଉଛ ପତିତ ଉଦ୍ଧାର ପାଇଁ ପତିତ ଉଦ୍ଧାର ପାଇଁ ପତିତପାବନ ବାନା ଉଡ଼ାଉଛ ପତିତ ଉଦ୍ଧାର ପାଇଁ ପତିତ ଉଦ୍ଧାର ପାଇଁ ମୁଁ ଜଣେ ପତିତ କାନ୍ଦି କାନ୍ଦି ମରେ ମୁଁ ଜଣେ ପତିତ କାନ୍ଦି କାନ୍ଦି ମରେ ମୋ ଡାକ କି ଶୁଭୁନାହିଁ ଏଡ଼େ ବଡ଼ ପଣ ବହିଅଛ ପ୍ରଭୁ କୁହ ତେବେ କାହା ଲାଗି ହେ...